Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

୪୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୁରିବାହାଲ ବ୍ଲକ ଏପିଓ ସୁଶାନ୍ତ ଦାସ।

104 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସରକାର ଯେତେ ଲୋକଙ୍କ ପାଇଁ ଯୋଜନା କରୁଛନ୍ତି, ସବୁ କାର୍ଯ୍ୟରେ ପିସି କାରବାର ତଥା ଲାଞ୍ଚ ନ ଦେଲେ ଫାଇଲ ଆଗକୁ ବଢେ ନାହିଁ, ପ୍ରତ୍ୟେକ ସରକାରୀ କାର୍ଯ୍ୟଳୟରେ କିଛି ନା କିଛି ଅଧିକାରୀ ଏଥିରେ ସଂଶ୍ଳିଷ୍ଟ, ଯିଏ ଯେଉଁ ବାଟରେ ହେଉ ନାଁ କାହିଁକି ନିଶ୍ଚୟ ଲାଞ୍ଚ ନେବା ଅଭିଯୋଗ ଉଠେ, ଏହାର ଏକ ନଗ୍ନ ନମୁନା  ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ବ୍ଲକରେ ଦେଖିବାକୁ ମିଳିଛି।

ମୂରିବାହାଲ ବ୍ଲକ ପତ୍ରାପାଲି ଗାଁ ର ଗାଁ ସାଥି ସୁଦାମ ନାଗଙ୍କ ଠାରୁ ପୋଖରୀ ମରାମତି ବିଲ କରିବାକୁ ୪୫,୦୦୦ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ମୁରିବାହାଲ୍ ବ୍ଲକ ଏପିଓ ସୁଶାନ୍ତ ଦାସ। ବରଗଡ଼ ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ ଆସି ଚଢ଼ାଉ କରି ଗିରଫ କରିଛି। ଏକକାଳୀନ ତାଙ୍କ ପୈତୃକ ଘର, ଅର୍ସୁଲା ଗ୍ରାମରେ ଥିବା ବାସ ଭବନରେ ଏବଂ ମୁରିବାହାଲ ବ୍ଲକ କାର୍ଯ୍ୟଳୟରେ ଚଢ଼ାଉ କରିଥିଲେ।

Related Post

ଜିଲ୍ଲାପରିଷଦ ଜୋନ ୮ରେ ବିଧାୟକଙ୍କ ମାରାଥନ ପ୍ରଚାର

Posted by - February 17, 2022 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜିଲ୍ଲାପରିଷଦ ଜୋନ ୮ରେ ଆଜି ବିଜେଡି ପକ୍ଷରୁ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କ ମାରାଥନ ପ୍ରଚାର ।…

ଜଙ୍ଗଲ ଭିତରେ ବସତି,ମିଳୁନି ନେଟୱାର୍କ,ଅନଲାଇନ ସେବାରୁ ବଂଚିତ ଛାତ୍ରଛାତ୍ରୀ

Posted by - July 30, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଅଧୁନିକ ଯୁଗରେ ବି ବିତୁଛି ଜଙ୍ଗଲି ଜୀବନ । ମୋବାଇଲ, ଡାକ, ବ୍ୟାଙ୍କ ସେବା ଆଦିରୁ ବଂଚିତ ହେଉଛନ୍ତି ଲୋକେ । ଆମେ କହୁଛୁ ବୌଦ୍ଧ…

ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ସଚେତନତା,ସାଇକେଲ୍‌ରେ ବୁଲି ଲୋକଙ୍କୁ ସଚେତନ କଲେ

Posted by - March 29, 2020 0
ଗଞ୍ଜାମ: କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ପିରିୟଡ଼ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ସଚେତନତା ସାଇକେଲ୍‌ରେ ବୁଲି ବୁଲି ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ନିବେଦନ…

ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ଙ୍କ ଟୁଇଟ୍‌ରେ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by - February 28, 2019 0
ପାକିସ୍ତାନରେ ବନ୍ଦୀ ହୋଇ ରହିଥିବା ଭାରତୀୟ ବାୟୁସେନା ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ଦ୍ଧମାନଙ୍କ ପାଇଁ ସାରା ଦେଶ ଦୁଃଖ କରୁଥିବା ବେଳେ ଟୁଇଟ୍‌ରେ ଚିନ୍ତା ପ୍ରକଟ କରିଛନ୍ତି…

ଚୋରା ବାଲି ଚାଲାଣ ମାମଲା,୪ଟି ହାଇବା ଓ ଗୋଟିଏ ପୋକଲେନ ମେସିନ ଜବତ

Posted by - May 24, 2022 0
କେସିଙ୍ଗା : (ପୀତେଶ ପଟେଲ) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ର ଲଇତରା ରାଜସ୍ୱ ନିରୀକ୍ଷକ ଅଧିନସ୍ଥ ବୋରିଆ ଗ୍ରାମ ନିକଟରେ ଥିବା ଦେହେରେନ ଜୋର ଠାରୁ…