ଦେସିଲ ଗ୍ରାମରେ ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ତରଫରୁ ୮ମ ଦୁର୍ଗାପୂଜା ଆୟୋଜିତ

83 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ଼ ସହରର ବିଭିନ୍ନ ପୂଜା ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଟିଟିଲାଗଡ଼ ନିକଟସ୍ଥ ଦେସିଲ୍ ଗ୍ରାମରେ ଆୟୋଜିତ ହୋଇଥିବା ଦୁର୍ଗା ପୂଜା ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ଉଚ୍ଚ ତ୍ୱରଣ ସହ ସାମ୍ନାରେ ନର୍ତ୍ତକୀଙ୍କ ମୂର୍ତ୍ତି ରୁ ପାଣି ବାହାରୁଥିବା ସ୍ଥାନଟି ଲୋକଙ୍କ ସେଲଫି ପାଇଁ ସ୍ଥାନ ହୋଇଥିଲା।

ସହରରୁ ବହୁତ ଲୋକ ଏହି ଦୁର୍ଗା ପୂଜା ଦେଖିବାକୁ ଯାଇଥିଲେ। ଆଗାମୀ ବର୍ଷ ଆହୁରି ଧୁମଧାମରେ ପାଳନ କରିବାକୁ କମିଟି ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ପୂଜା ଆୟୋଜନ ପାଈଁ ଏକ କମିଟି ଗଠନ କରାଯାଇଥିଲା।

ସଭାପତି ଭାବେ ଦୀନବନ୍ଧୁ ସାହୁ,ଉପସଭାପତି ଜଗବନ୍ଧୁ ସାହୁ,ସମ୍ପାଦକ ବେଣୁପାଣି ରତେଇ,ସହସମ୍ଫାଦକ ନନ୍ଦିକିଶୋର୍ ସାହୁ, କୋଷାଧ୍ୟକ୍ଷ ଲଳିତ ସାହୁ,ମୁଖ୍ୟ ଉପଦେଷ୍ଟା ବ୍ୟାସଦେବ ସାହୁ, ଆଶିଷ ସାହୁ,କିଶୋର ସାହୁ ,ବ୍ରଜ ବନ୍ଧୁ ନାଗ ଘନ ସାହୁ ଶ୍ରୀକାନ୍ତ ସାହୁ, ସଦିର ସାହୁ,ତୁଳାରାମସାହୁ,ଋଷି ସାହୁ,ପୂଳସ୍ତ ତାଣ୍ଡି, ଉଦେନାଥ ସାହୁ,ଚିତ୍ର ସେନ ସାହୁ, ରାଜିନ ବାଗ, ମୁଖ୍ୟ ପୂଜକ ଭୋଲାନାଥ ତ୍ରିପାଠୀ ପୂଜାରେ ସହଯୋଗ କରି ଥିବା ବିରଂଚି ସାହୁ, ଜଗଦୀଶ ସାହୁ, ନରହରି ସାହୁ, ହୃଷି ସାହୁ, ପଞ୍ଚୁ ସାହୁ ଏବଂ ଦେସିଲ ଗ୍ରାମବାସୀ ବୃନ୍ଦ।

Related Post

ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦୁଝର ଜିଲ୍ଲା ପରିଷଦ ପକ୍ଷରୁ ବିକ୍ଷୋଭ

Posted by - June 6, 2020 0
ବଡ଼ବିଲ:(ସୀତାରାମ ଦୀକ୍ଷିତ) -୬.୬.୨୦୨୦ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦୁଝର ଜିଲ୍ଲା ପରିଷଦ ପକ୍ଷରୁ ଆଜି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଲକ୍ ଡାଉନ୍…

ଖପ୍ରାଖୋଲ ରେ ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

Posted by - April 16, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସ୍ଥାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହ ଠାରେ ମେଡିକାଲ ଅଫିସର ଡାକ୍ତର ସୁରଜ କୁମାର ଦୀପ ଙ୍କ ଅଧ୍ୟକ୍ଷତାରେ ଆଗାମୀ…

ଲିମକା ବୁକ ଅଫ ୱାର୍ଲ୍ଡ ରେକର୍ଡ଼ ଡାକ୍ତର ଏ ସୁରେଶ କୁମାରଙ୍କ ନିଶୁଳ୍କ ଚିକିତ୍ସା ଶିବିର ଅନୁଷ୍ଠିତ

Posted by - May 31, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଏବଂ ଆଖ ପାଖ ଅଞ୍ଚଳର ପିତା ମାତା ସୁଖ ପାଇ ନ ଥିବା ଦମ୍ପତି ଏବଂ ସ୍ତ୍ରୀ ରୋଗ ସମ୍ବନ୍ଧୀୟ ରୋଗୀଙ୍କ…

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ କାମ କରି ସାଲେପାଳି ଗାଁର ଶ୍ରମିକ ପାଉଣା ପାଇନଥିବା ଅଭିଯୋଗ , ପଞ୍ଚାୟତ କାର୍ଯ୍ୟଳୟ ରେ ପକାଇଲେ ତାଲା

Posted by - September 27, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସରକାର ଗ୍ରାମାଞ୍ଚଳ ରେ ବାସ କରୁଥିବା ଶ୍ରମିକ ମାନଙ୍କୁ କାମ ଯୋଗେଇ ଦେବା ପାଇଁ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ…

ଯାଜପୁର କେନ୍ଦ୍ରାପଡା ଜିଲ୍ଲା ସୀମା ସିଲ କଲା ଯାଜପୁର ପ୍ରଶାସନ

Posted by - March 30, 2020 0
ବରୀ:( ସ୍ନେହାଂଶୁ ଶେଖର ମହାନ୍ତି) ବରୀ ତହସିଲ ତରଫରୁ ଆଜି ଯାଜପୁର ଜିଲ୍ଲା ଓ କେନ୍ଦ୍ରାପଡା ଜିଲ୍ଲା ସୀମା ର ସଯୋଗୀକରଣ ରାସ୍ତାକୁ ଆଜି ବରୀ ତହସିଲଦାର…