ମାଁ ଭଣ୍ଡାର ଘରଣୀ ଙ୍କ ଦଶହରା ପୂଜା ଓ ଛତରଯାତ୍ରା ସମ୍ପନ୍ନ

74 0

ଧର୍ମଗଡ଼: ତା ୫/୧୦:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଵସ୍ତିପଡା ସର୍ବ ପୂରାତନ ଦୂର୍ଗା ପୂଜା ଓ ମାଁ ଭଣ୍ଡାର ଘରଣୀ ଙ୍କ ଦଶହରା ପୂଜା ସମ୍ପନ୍ନ ହୋଇଯାଇଛି । ଦୁଇ ବର୍ଷ କରୋଣା କଟକଣା ଯୋଗୁଁ ପୂଜା ହୋଇଥିବା ଯୋଗୁଁ ଚଳିତବର୍ଷ ବର୍ଷ କରୋଣା କଟକଣା ନଥିବାରୁ ବହୁ ଧୂମଧାମରେ ପାଳନ କରାଯାଉଛି ।

ଏହି ପୂଜା ଧର୍ମଗତ ର ଇଷ୍ଟ ଦେବୀ ହୋଇଥିବାରୁ ଲୋକଙ୍କ ବିଶ୍ୱାସ ଅଛି ଯେ କୌଣସି ମାନସିକ କଲେ ତାହା ପୂରଣ ହୋଇଥିବାରୁ ହଜାର ହଜାର ଲୋକ ଙ୍କ ସମାଗମ ହୋଇଥାଏ । ଏବଂ ବହୁ ମାତ୍ରାରେ ଵଳି ମଧ୍ୟ ପଡ଼ିଥାଏ ।

Related Post

ହୋଟେଲ ମାଲିକ ର ବୃଦ୍ଧା ଙ୍କୁ ଅମାନୁଷିକ ଅତ୍ୟାଚାର

Posted by - October 19, 2019 0
ଅନୁଗୁଳ:(ମହେଶ ଭୋମରାଜ) ଜିଲ୍ଲା ରେଙ୍ଗାଳି ଥାନା ରେଙ୍ଗାଳି ବଜାରରେ ଏକ ହୋଟେଲ ରେ ଅଭାନନିୟ ଘଟଣା ।ହୋଟେଲ ମାଲିକାନୀଙ୍କର ବୃଦ୍ଧା କୁ ଶାରୀରିକ ଅତ୍ୟାଚାର ଭିଡିଓ କ୍ୟାମେରା…

ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

Posted by - September 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ଜମନକିରା ସିଡିପିଓ ଓ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ର ଶତାଧିକ କର୍ମୀ…

ଗୋଟାଏ ପିସ୍ତଲ ଓ ୫ଟି ମୋବାଇଲ ଜବତ ସହିତ ୫ ଜଣ ଡକାୟତ ଗିରଫ

Posted by - July 26, 2021 0
ଖୋର୍ଦ୍ଧା:(ଶୁଭଲକ୍ଷ୍ମୀ ସାମନ୍ତରା)ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ଦୀର୍ଘଦିନ ପରେ ମିଳିଛି ବଡ ସଫଳତା । ଏକ ବଡ଼ ଡକାୟତ ଗ୍ୟାଙ୍ଗର ପର୍ଦାଫାଶ କରିବାରେ ପୋଲିସ ସଫଳ ହୋଇଛି…

ବିଲୁପ୍ତ ହେବ କି ଗଞ୍ଜେଇ ଚାଷ, ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲା ବନ ବିଭାଗ ଓ ପୋଲିସ

Posted by - November 12, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲାରେ ଏବେ ଆକ୍ସନ ମୋଡରେ ବନ ବିଭାଗ ଓ ପୋଲିସ ସମ୍ପୂର୍ଣ୍ଣ ରୂପେ ଗଞ୍ଜେଇ ଚାଷକୁ ନଷ୍ଟ କରିବାକୁ ଅଣ୍ଟା…

ରାଜ୍ୟ ପଣ୍ୟାଗାର ନିଗମର ରାସ୍ତା କାମରେ ଅନିୟମିତତା ଅଭିଯୋଗ

Posted by - August 27, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଜୋଲକୋ କଲୋନୀପଡା ନିକଟରେ ଥିବା ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଗୋଦାମ କୁ ଯିବା ପାଇଁ ରହିଥିବା ରାସ୍ତା…