5-ଟିରେ ବଳିପଡିଲେ ରୁରାଲ ୱାର୍କ୍ସ କ୍ବାଲିଟି କଣ୍ଟ୍ରୋଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ।ମିଳିଲା ବାଧ୍ୟତାମୂଳକ ଅବସର ।

2857 834

ଅନୁଗୋଳ:(ମହେଶ ଭୋମରାଜ)ରାଜ୍ୟ ସରକାର ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା ଜଣାଯାଇଛି ।ଏହି  ଅଫିସର ଜଣକ ହେଲେ ରୁରାଲ ୱାର୍କ୍ସ କ୍ବାଲିଟି କଣ୍ଟ୍ରୋଲ ଡିଭିଜନର ନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ । ତାଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ସୂଚନାମୁତାବକ ନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ ୨୦୧୫ ମସିହାରେ କଟକ ଭିଜିଲାନ୍ସ ବିଭାଗ ଦ୍ଵାରା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଥିଲେ । ଏହାପରେ ୨୦୧୮ ମସିହା ନଭେମ୍ବର ୮ ତାରିଖରେ ପୁଣିଥରେ ଲାଞ୍ଚ ନେବାବେଳେ ଭୁବନେଶ୍ୱର ଭିଜିଲାନସ ହାତରେ ଧରା ପଡ଼ିଥିଲେ । ସରକାର ତାଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ଅଫିସର ଦର୍ଶାଇ ଆଜି ତାଙ୍କୁ ବାଧ୍ୟତାମୂଳକ ଭାବେ ଅବସର ନେବାକୁ ନିର୍ଦ୍ଦେଶ ଦେଇଛନ୍ତି .

Facebook Notice for EU! You need to login to view and post FB Comments!

Related Post

ଖପ୍ରାଖୋଲ ପୋଲିସ ର ଚଢ଼ାଉ ଆଠ ଦାଦନ ଶ୍ରମିକ ଉଦ୍ଧାର

Posted by - December 7, 2021 0
ପାଟଣାଗଡ଼: ୬/୧୨(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପୋଲିସ ବେଆଇନ ଦାଦନ ଶ୍ରମିକ ଚାଲାଣ ବେଳେ ଚଢ଼ାଉ କରି ସୋମବାର ଆଠଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର…

ମାଥିଲି ଉତ୍କଳ ମଣି ଗୋପବନ୍ଧୁ ମହାବିଦ୍ୟାଳୟରେ କୋଭିଡ ଟେଷ୍ଟ

Posted by - January 7, 2022 0
ମାଥିଲି:(ଅବଦୁଲ ଗନି)ଶୁକ୍ରବାର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ମହୁକୁମା ସ୍ଥିତ ଉତ୍କଳ ମଣି ଗୋପବନ୍ଧୁ ମହାବିଦ୍ୟାଳୟ ଠାରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ର ଛାତ୍ରୀ ଓ…

ଡାକ୍ତର ଖାନା ଅବ୍ୟବସ୍ଥା ପ୍ରତିବାଦ ରେ ଆମରଣ ଅନଶନ

Posted by - September 26, 2019 379
ଯାଜପୁର : (ଆନନ୍ଦ ଚଦ୍ର ସାହୁ)  ଡାକ୍ତରଖାନାରେ ଦେଖା ଦେଇଥିବା ଅବ୍ୟବସ୍ଥା ପ୍ରତିବାଦରେ ଯାଜପୁର ଜିଲାପାଳଙ୍କ ଅଫିସ ସମ୍ମୁଖରେ ବଣମଲି ସାହିତ୍ୟ ଓ ସେବା ସଂଗଠନ ପକ୍ଷରୁ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ଧାରଣା

Posted by - June 8, 2020 392
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ଧାରଣା । ସଂଗଠନର ରାଷ୍ଟ୍ରୀୟ ସଂଯୋଜକ…

There are 834 comments

  1. Pingback: where to buy ivermectin online

  2. Pingback: ivermectin 12 mg tabs

  3. Pingback: order ivermectin 6 mg online

  4. Pingback: ivermectin tab price