Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

କଳାହାଣ୍ଡିର ଇଷ୍ଟ ଦେବି ମା ମାଣିକେଶ୍ବରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ସୁରୁଖୁରୁରେ ପାଳିତ

140 0

ନର୍ଲା:(ଅମୀୟ କୁମାର ଦାସ)ଏହି ବର୍ଷ କଳାହାଣ୍ଡି ର ଇଷ୍ଟ ଦେବି ମା ମାଣିକେଶ୍ବରୀ ର ପ୍ରସିଦ୍ଧ ଛତର ଯାତ୍ରା ରେ ଲକ୍ଷ୍ୟ ଲକ୍ଷ୍ୟ ଲୋକ ଙ୍କୁ ଦେଖଵା କୁ  ମିଳି ଥିଲା,ଦୁଇ ବର୍ଷ ହେଲା ଭକ୍ତ ମାନେ ସିଧା ସଳଖ ଦର୍ଶନ କରି ନାଇଁ ପାରୁ ଥାଇ କୋଭିଡ କଟକଣା ଲାଗି ବିନା ଭକ୍ତ ରେ ମା ଙ୍କ ର ଯାତ୍ରା ହଉଥିଲା କିନ୍ତୁ ଇ ବର୍ଷ ଯାତ୍ରା ନେ ମା ଙ୍କର ଭକ୍ତ ମାନେ ଦର୍ଶନ ଲାଗି ରାତି ସାରା ଉଜାଗର ରହି କିନା ଅପେକ୍ଷା କରି ଥିଲେ

ଭକ୍ତ ମାନେ ମା ଙ୍କୁ ଜେନା ଖାଲ ନୁ ମନ୍ଦିର ଭିତର କୁ କଲାହାଣ୍ଡି ର ପ୍ରସିଦ୍ଧ ବାଦ୍ୟ ଓ ଘଣ୍ଟା ସହିତ ପାଛୋଟି ଆଣି ଥିଲେ,ପ୍ରଶାସନ ଆଡୁ ବ୍ୟାପକ ବ୍ୟବସ୍ଥା କରା ଯାଇ ଥିଲା ଯାତ୍ରା ତି ମାନସିକ କରିଥିବାର ଲୋକ ହଜାର ହଜାର ବୁକା ଓ କୁକୁଡ଼ା ବଳି ଦେଇ ସହର ସାରା ରକ୍ତ ରଞ୍ଜିତ କରିଥଲେ ଭକ୍ତି ଆଉ ବିଶ୍ୱାସ ରେ ହାର ମାନିଥିଲା ପ୍ରଶାସନ ।

Related Post

ବୌଦ୍ଧରେ ଶ୍ରୀରାମଲୀଳା ଯାତ୍ରା ମହା ଆଡମ୍ବରରେ ଆୟୋଜନ ପାଇଁ ପ୍ରସ୍ତୁତି

Posted by - April 6, 2022 0
ବୌଦ୍ଧ:(ଚିତ୍ତରଂଜନସିଂ)କରୋନା କଟକଣା ହଟିବା ପରେ ଦୁଇବର୍ଷ ହେଲା ବନ୍ଦ ରହିଥିବା ବୌଦ୍ଧର ଐତିହାସିକ ରାମଲୀଳା ଯାତ୍ରା ଚଳିତବର୍ଷ ମହାଆଡମ୍ବରରେ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅପ୍ରେଲ…

ଲକ୍‌ଡାଉନ ପରେ ଯାଜପୁର ଜିଲ୍ଲାକୁ ହଜାର ହଜାର ଲୋକ ଆସିବାର ସମ୍ଭାବନା, ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ

Posted by - April 23, 2020 0
ଭୁବନେଶ୍ବର:କରୋନା ପାଇଁ ବାହାର ରାଜ୍ୟରେ ଯାଜପୁର ଜିଲ୍ଲାର ହଜାର ହଜାର ଲୋକମାନେ ଅଟକି ରହିଛନ୍ତି । ଲକ୍‌ଡ଼ାଉନ ଯୋଗୁ ସେମାନେ ଆସିପାରୁ ନାହାଁନ୍ତି କିମ୍ବା ଯାଜପୁର ଜିଲ୍ଲାରେ…

ରେଡ ଜୋନ ଯାଜପୁର ରୁ ରାତିରେ ଘରକୁ ପଳେଇଲେ,କେଉଁଝର ରିମୂଳି ରେ ଧରାପଡିଲେ

Posted by - May 6, 2020 531
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ଗତକାଲି ୫ ତାରିଖ ବିଳମ୍ବିତ ରାତି ପ୍ରାୟ ୨ଟା ରୁ ୩ ଟା ମଧ୍ୟରେ ଯାଜପୁର ଜିଲ୍ଲା ର ଡୁବୁରୀ ଅଂଚଳରୁ ଦୁଇଜଣ ଯୁବକ…

ଗୁମ୍ମା ଗ୍ରାମ ସ୍ଥିତ ତ୍ରିନାଥ ମନ୍ଦିର ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 20, 2022 0
ରାୟଗଡ। :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାୟଗଡ। ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମରେ ଥିବା ତ୍ରିନାଥ ମନ୍ଦିର ପରିସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ,…