ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ

133 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ସବୁଠି ଚାଲିଛି ମା ଙ୍କ ଆବାହନି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ପ୍ରାତଃରୁ ମାଙ୍କୁ ବୈତରଣୀ ଜଳ ରେ ସ୍ନାନ କରିବା ପରେ  ଶ୍ରଦ୍ଧାଳୁ ମାନେ ମା ଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରିବା ପାଇଁ ସୁଯୋଗ ପାଇଥିଲେ। ଅପରାହ୍ଣରେ ମାଙ୍କ ଅଷ୍ଟମ ଦିନର ରଥଯାତ୍ରା ଅନୁଷ୍ଠିତ ହୋଇଛି ।

ମହାଷ୍ଟମୀ ପାଇଁ ମା ବିରଜାଙ୍କ ମନ୍ଦିର ଆଲୋକମାଳାରେ ସଜେଇ ହୋଇଥିବା ବେଳେ ମାଙ୍କ ରଥ ଟାଣିବା ପାଇଁ ମଧ୍ୟ ଭକ୍ତଙ୍କ ବେଶ ଭିଡ଼ ଲାଗିରହିଥିଲା। ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ କୁ ଦୃଷ୍ଟି ରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Related Post

ନାରୀ ସୁରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ

Posted by - January 25, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ନାରୀ ସୁରକ୍ଷା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ…

ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା,ଦରମା ମାଗିବାରୁ ଜଣଙ୍କ ଉପରକୁ ଏସିଡ୍ ଫିଙ୍ଗିଲା ମାଲିକ

Posted by - December 19, 2018 300
ଆନ୍ଧ୍ରପ୍ରଦେଶ ବିଜୟନଗରରେ ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା। ଦରମା ମାଗିବାରୁ ମାଲିକ ଜଣେ ଶ୍ରମିକ ଉପରକୁ ଏସିଡ୍ ଫିଙ୍ଗିଥିବା ବେଳେ ଆଉ ଜଣକର ଅଙ୍ଗୁଳି…

ହାତରୁ ଖର୍ଚ୍ଚକରି ସ୍ମାର୍ଟ ସିଟିରେ ହେଲା ରାସ୍ତାକାମ

Posted by - August 8, 2021 0
ଭୁବନେଶ୍ବର:(ସ୍ୱରୂପ ଦାସ)ଅନେକ ଥର ପ୍ରଶାସନ ତଥା ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସରକାର ଓ ପ୍ରଶାସନର ମଧୁଚନ୍ଦ୍ରିକା ଖେଳରେ ଜନସାଧାରଣ ହରକତ ଭୋଗୁଛନ୍ତି ।ଏହି ରାସ୍ତାଟି୨…

ପୁଣି ଖରଭୁଇଁ ରେ ରାସ୍ତା ରୋକ, ସାତଦିନ ମଧ୍ୟରେ ଅସମୀକୁ ଗିରଫ ନ କଲେ ,ଏସପି ଅଫିସରେ ଧାରଣା

Posted by - April 5, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଖରଭୂଇଁ ଗ୍ରାମରେ ଜମିଜମା ମକଦ୍ଦମାକୁ ନେଇ ଗତ ୨୪ମାର୍ଚ୍ଚ ଅପରାହ୍ନରେ ୫୪ ବର୍ଷିୟ ବିଷ୍ଣୁ ରଣାଙ୍କୁ ଟାଙ୍ଗିଆରେ ହାଣି ଗୁରୁତର କରିଥିଲେ ବିସୁଦ୍ଧା ଆଜିପର୍ଯ୍ୟନ୍ତ ଆସାମୀକୁ…