ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ

62 0

ନର୍ଲା:(ଅମୀୟ କୁମାର ଦାସ)ସାରା ଦେଶରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲ୍‌ ବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍‌ ର ରେଖପୁର,ଅସୁରଗଡ଼,ଉଲିଶିର୍କା,ବେହେରାପାଟି ନନ୍ଦଘର ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି,ରେଖପୁର ନନ୍ଦଘର ଠାରେ ୱାର୍ଡସଭ୍ୟା ମନୋରମା ବିଶି ସଭାପତିତ୍ୱ କରିବା ସହ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ରି ଆଦର୍ଶ,ସ୍ୱରାଜ ଚିନ୍ତନ ନିତୀ ଅନୁସରଣ ଉପରେ ସଚେତନତା ବାର୍ତ୍ତା ଦେଇ ଥିଲେ।

ଆୟୋଜକ ମମତା ହିମ୍‌ସ୍‌ ବେଦାନ୍ତ ନନ୍ଦଘର କାର୍ଯକ୍ରମ ର ପ୍ରୋଗାମ ଆସିଷ୍ଟାଣ୍ଟ୍ ଅରୁଣ କୁମାର ପ୍ରଧାନୀ ସମୟାନୁ ବର୍ତିତା ଓ ଶୃଂଖଳା ଉପରେ ଜଣାଇ ଥିଲେ, ଅଙ୍ଗନ ୱାଡ଼ି କର୍ମୀ ରୀନା ସାହୁ,ଦେବକୀ କୁମାର,ସନ୍ଧ୍ୟା ରାଣୀ ସାହୁ,ନନ୍ଦିନୀ ବିଶ୍ୱାଳହ,ତରୁଣୀ ଶବର ଦୁଇ ମହାତ୍ମା ଙ୍କ ଉପରେ ପୃଥକ୍‌ ଭାବେ ବୁଝାଇ ଉପସ୍ଥିତ ଶିଶୁ ଙ୍କୁ ପ୍ରରଣା ଦେଇ ଥିଲେ,କ୍ଲଷ୍ଟର କୋଡ଼ିନେଟର୍‌ ପିତାମ୍ବର ଗଉଡ଼,ଜୟ ଶଙ୍କର ରାଉତ,ପ୍ରଶାନ୍ତ ପୋଡ଼,ଶାମନ୍ତ ମାଝୀ କାର୍ଯକ୍ରମ ରେ ସହଯୋଗ କରିଥିଲେ,

Related Post

ଫକିର ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଫକିର ସନ୍ଧ୍ୟା- ୨୦୨୨ ପାଳିତ

Posted by - May 30, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ସ୍ଥିତ ଭବାନୀପାଟଣା ଫକିର ପଟ୍ଟନାୟକ କମିଟି ଓ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ,…

ସଂଗ୍ରାମପୁର ଉଚ୍ଚବିଦ୍ୟାଳୟ ଓ ଉ.ପ୍ରା(ମ.ଇ) ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

Posted by - November 14, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମ ପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାରତ ମେହେରଙ୍କ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ…

ଆର ପାରିରେ ସ୍ବେଚ୍ଛାସେବୀ ଦିବ୍ୟକିଶୋର ବେହେରା

Posted by - December 24, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ ରେଙ୍ଗାଲି ପୁରୁଣାବସ୍ତି ଗ୍ରାମର ବରିଷ୍ଠ ନାଗରିକ ସ୍ବେଚ୍ଛାସେବୀ ଦିବ୍ୟକିଶୋର ବେହେରାଙ୍କ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଲେ ବୁର୍ଲା ଭିମସାର ଡାକ୍ତରଖାନାରେ…

ଇନ୍ଦ୍ରାବତି ଜଳ ଭଣ୍ଡାରରେ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର

Posted by - September 8, 2022 0
ଭବାନିପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  ଇନ୍ଦ୍ରାବତି ଜଳ ଭଣ୍ଡାର କୁ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଥିବା ଜଣାପଡିଛି…

ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ, ଏସପିଙ୍କ କାର୍ଯ୍ୟାଳୟରେ ନିଖୋଜ ଶ୍ରମିକଙ୍କ ସ୍ତ୍ରୀ ସହ ବିଜେପି ପ୍ରତିନିଧି ଦଳ ଦ୍ୱାରସ୍ତ

Posted by - August 25, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ ଘଟଣାର ନିଖୋଜ ଶ୍ରମିକ ର ସ୍ତ୍ରୀ ହେଲେ ସମ୍ବଲପୁର ଏସପି କାର୍ଯ୍ୟାଳୟ ର…