Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ମରୁଆ ଛକରେ ପିକପ ଭେନ ଧକ୍କା ରେ ଦୁଇବାଇକ ଆରୋହି ମୃତ,ପିକପ୍ ଜବତ

61 0

ପାଟଣାଗଡ/ଖପ୍ରାଖୋଲ: ୧/୧୦(ତାପସ ରଞ୍ଜନ ବେହେରା) ପାଟଣାଗଡ ଥାନା ପାଟଣାଗଡ଼ ପଦ୍ମପୁର ରାସ୍ତା ମରୁଆ ଛକ ନିକଟରେ ଏକ ପିକପ ଭେନ ଗାଡି ଧକ୍କାରେ ଦୁଇ ବାଇକ ଆରୋହି ଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟ ହୋଇଥିବା ଜଣା ଯାଇଛି। ସୂଚନା ଅନୁସାରେ ଏକ ବାଇକ ରେ ଦାବକାନି ଗାଁ ର ସୁରେନ୍ଦ୍ର ବରିହା ଓ ଜିବର୍ଦ୍ଧନ ବରିହା ପଦ୍ମପୁର ପଟୁ ପାଟଣାଗଡ କୁ ଫେରୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ପିକ ଅ ପ ଭେନ୍ ମୋଟର ସାଇକେଲ କୁ ଧକା ଦେଇଥିଲା ଏବଂ ଫେରାର ହୋଇ ଯାଇଥିଲା।

ଘଟଣା ସ୍ଥଳରେ ଉଭୟ ମୋଟର ସାଇକେଲ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଫେରାର ପିକ୍ ଅ ପ ଗାଡ଼ିକୁ ପୋଲିସ ଗୌଡପାଲି ଚେକ୍ ଗେଟ ନିକଟରୁ ଜବତ କରିଥିବା ଜଣାଯାଇଛି।ଘଟଣା ସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଅଧିକ ତଦନ୍ତ କରି ଥିବା ଜଣାଯାଇଛି। ଘଟଣା ସ୍ଥଳରେ ଶହ ଶହ ଲୋକଙ୍କର ଭିଡ଼ ଜମିଥିଲା ବେଳେ କେହି ବି ଶବ ଟିକୁ ଛୁଇଁ ନ ଥିଲେ।

ପରେ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ କୁମାର ପ୍ରଧାନ ପହଞ୍ଚି ନିଜେ ଶବକୁ ଧରି ଆମ୍ବୁଲାନ୍ସଗାଡି ରେ ଭର୍ତ୍ତି କରି ପାଟଣାଗଡ଼ ଡାକ୍ତର ଖାନା କୁ ପଠାଇ ଥିଲେ। ଏପରି ପାଟଣାଗଡ଼ ପୋଲିସ ର ମହାନତାକୁ ଲୋକେ ପ୍ରସଂଶ।କରିଥିଲେ। ଏନେଇ ପାଟଣାଗଡ ଥାନା ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି

Related Post

ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Posted by - September 7, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରସ୍ଥିତ ରୋଟାରୀ ଭବନ ଠାରେ ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ଏକ ବୈଠକ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । …

କୁଶକେଲା ଗ୍ରାମପଞ୍ଚାୟତରେ ବ୍ଲକସ୍ତରୀୟ ସ୍ବାସ୍ଥ୍ୟମେଳା

Posted by - April 18, 2022 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ) ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ସ୍ଵାସ୍ଥ୍ୟ ଶିବିର ମାନ ଅନୁଷ୍ଠିତ ହେଉଥିବା ବେଳେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଶକେଲା ଗ୍ରାମ…

ଯାଜପୁର ରେ ବାଳାଶ୍ରମର ଅନ୍ତେବାସୀଙ୍କୁ ମାସ୍କ ପ୍ରଦାନ

Posted by - June 5, 2020 0
ଯାଜପୁର ଅଫିସ: ତା୦୫.୬ – ଉତ୍କଳ ବାଳାଶ୍ରମର ଅନ୍ତେବାସୀଙ୍କୁ ପ୍ରଶାସନ ପକ୍ଷରୁ ମାସ୍କ ସାନିଟାଇଜର, ହ୍ୟାଣ୍ଡ ୱାସ ଇତ୍ୟାଦି ବଂଟନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ମିହିର…

ମୃତଦେହ ରଖି ରାସ୍ତା ଅବରୋଧ

Posted by - January 23, 2020 0
ମୟୂରଭଞ୍ଜ:(ସୀତାରାମ ଦୀକ୍ଷିତ)ବାରିପଦା-ଚିତ୍ରଡା ମୁଖ୍ୟ ରାସ୍ତାର ଜାମ୍ଭୀରଡ଼ିହା ଛକ ଠାରେ ଅବରୋଧ। ଯାତାୟାତ ସମ୍ପୁର୍ଣ୍ଣ ପ୍ରଭାବିତ ହୋଇ ବନ୍ଦ ରହିଛି। ତେବେ ଗତ 20 ତାରିଖରେ ବାରିପଦା ସଦରଥାନା…

ଜିଲ୍ଲାସ୍ତରୀୟ କାୟାକଳ୍ପ ପୁରସ୍କାର ପ୍ରଦାନ ଉତ୍ସବ

Posted by - October 15, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ପାଇଁ କାୟାକଳ୍ପ ପୁରସ୍କାର ପାଇଥିବା ବିଭିନ୍ନ ସ୍ଵାସ୍ଥ୍ୟ ଅନୁଷ୍ଠାନକୁ ଗତକାଲି ତା.୧୪.୧୦.୨୦୨୨ରିଖ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ…