ଧର୍ମଗଡ଼ରେ ମିଶନ ଶକ୍ତି ଋଣ ମେଳା

134 0

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ) ଧର୍ମଗଡ ବ୍ଳକ ସଭା ଗୃହରେ ମିଶନ ଶକ୍ତି ଋଣ ମେଳା ଆୟୋଜିତ ହୋଇଥିଲା। ଏଥିରେ ଧର୍ମଗଡ ବ୍ଳକ ଅଧ୍ୟକ୍ଷା ବବିତା ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଡ଼ିଓ ଶରତ କୁମାର ସେଠି, ମିଶନ ଶକ୍ତି ପ୍ରୋଜେକ୍ଟ ମ୍ୟାନେଜର ବିମ୍ବାଧର ସାହୁ,ସିଡିପିଓ ସୁଚରିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଏସବିଆଇ,ଏଚଡିଏଫସି ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା,ବିସିସି ବ୍ୟାଙ୍କ ସମେତ ୭ଟି ବ୍ୟାଙ୍କ ଉପସ୍ଥିତ ରହି ଶହେରୁ ଉର୍ଦ୍ଧ୍ବ ମହିଳା ସ୍ଵୟଂସହାୟକ ଗୋଷ୍ଠୀକୁ ୠଣ ପ୍ରଦାନ କରିଥିଲେ। ପ୍ରାୟ ଦୁଇ କୋଟି ଟଙ୍କା ୠଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଡ଼ିଓ ଶ୍ରୀ ସେଠି ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ଦାନଗଦୀ ଠାରେ ଯାଜପୁର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

Posted by - September 11, 2019 0
ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦାନଗଦୀ ଠାରେ ଯାଜପୁର ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ। ଯୋଗଦେଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ…

ଆଶ୍ୱାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ଯୋଦ୍ଧାଭାବେ ସମ୍ବଦ୍ଧିତ

Posted by - June 16, 2020 0
ବରୀ ୧୬/୬ -(ସ୍ନେହଂଶୁ ଶେଖର ମହାନ୍ତି )ଯାଜପୁର ଜିଲ୍ଲା ବରୀ ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଶ୍ୱସନ ପକ୍ଷରୁ ମଙ୍ଗଳବାର ଗୋପବନ୍ଧୁ ରମାଦେବୀ ଆଶ୍ରମଠାରେ ବରୀ ଅଂଚଳର…

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଡ. ବି ଆର୍ ଆମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ

Posted by - April 15, 2022 0
କଳାହାଣ୍ଡି::(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମା ସ୍ଥିତ ଜିଲ୍ଲାପାଳଙ୍କ ସଭାଗୃହ ଠାରେ ବାବା ସାହେବ୍ ଡ ବି ଆର୍ ଆମ୍ବେଦକରଙ୍କ…

ଆଦିବାସୀ ସଂଘ ତରଫରୁ ଭୂମି ହିନ ମାନଙ୍କୁ ଘର ଡିହ ଯୋଗାଇ ଦେବା ପାଇଁ ତହସିଲଦାର ଙ୍କୁ ଦାବି ପତ୍ର

Posted by - September 13, 2022 0
ଧର୍ମଗଡ :(ହେମନ୍ତ କୁମାର ମାଝୀ) ବ୍ଲକ ବ୍ରାହ୍ମଣଛେଣ୍ଡିଆ ଗ୍ରାମ ପଂଚାୟତ ର ମେରଘରା ଗ୍ରାମ ର ପ୍ରାୟ ପଚିଶ/ତିରିଶ ଆଦିବାସୀ ଭୂମିହୀନ ପାଇଁ ଧର୍ମଗଡ ତହସିଲଦାର ବରିହା…

ମାଁ ଛେଉଣ୍ଡ ୯ ମାସ ଶିଶୁକୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା

Posted by - May 31, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଦୋବର ଗ୍ରାମର ଶଙ୍କର କୁମ୍ଭାର ୧୫ ଦିନତଳେ ନିଜ ମାଁ କୁ ହରାଇ ଥିବା ଶିଶୁ ଧନଞ୍ଜୟ…