ରୋଟାରୀ କ୍ଲବ ବିରଜା କ୍ଷେତ୍ର ପକ୍ଷରୁ ହୃଦ ରୋଗ ସମ୍ପର୍କିତ ମାଗଣା ଚିକିତ୍ସା ଶିବିର

111 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ର ବିରଜା କଲ୍ୟାଣ ମଣ୍ଡପ ପରିସରରେ ରୋଟାରୀ କ୍ଲବ ବିରଜା କ୍ଷେତ୍ର ପକ୍ଷରୁ ହୃଦ ରୋଗ ସମ୍ପର୍କିତ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏଥିରେ ରାଜ୍ୟ ର ପ୍ରତିଷ୍ଠିତ ଡାକ୍ତର ମାନେ ଯୋଗ ଦେଇ ରୋଗୀ ମାନଙ୍କ ର ବିଭିନ୍ନ ପରୀକ୍ଷା କରାଯାଇଥିଲା। ଏଥିସହିତ ମାଗଣା ରେ ଔଷଧ ଓ ଅସ୍ତ୍ରୋପଚାର ର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।

Related Post

୨ ଦିନରେ ଟିକାନେଲେ ୮୪୭ ମହିଳା ଓ ପୁରୁଷ

Posted by - September 2, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଲଷ୍ମୀପ୍ରସାଦ ପଂଚାୟତରେ ୨ ଦିନ ଧରି କରୋନା ଟୀକାକରଣ ଦିଆଯାଇଛି।୧୮ ରୁ ଉର୍ଦ୍ଧ୍ବ ବୟସ୍କ ମହିଳା ଓ ପୁରୁଷଙ୍କୁ ପ୍ରଥମ ଦିନ ୪୦୬ ଓ ଦ୍ୱିତୀୟ…

ଭୀମସାର ଛାତ୍ରଛାତ୍ରୀଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ

Posted by - December 1, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ବୁର୍ଲା ଭୀମସାର ମେଡ଼ିକାଲ କଲେଜ ରେ ଜେଡିଏ ଛାତ୍ରଛାତ୍ରୀ ଙ୍କ ଶାନ୍ତିପୂର୍ଣ୍ଣ ପ୍ରତିବାଦ। ନିଟ ପିଜି କାଉନସେଲିଂ ପ୍ରକ୍ରିୟା ରେ ଅହେତୁକ ବିଳମ୍ବ ର…

କର୍କଟ ରୋଗ ପରାମର୍ଶ ଶିବିର

Posted by - August 24, 2021 0
ସୋନପୁର :(ଅଜିତ କୁମାର ପୂଜାରୀ)ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ତରୀୟ ମାଗଣା କର୍କଟ ରୋଗ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି l…

ବାହାଘର ବିଷାକ୍ତ ଖାଦ୍ୟ ଖାଇ ୪୦ ରୁ ଅଧିକ ଅସୁସ୍ଥ

Posted by - February 5, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବାହାଘର ବିଷାକ୍ତ ଖାଦ୍ୟ ଖାଇ ୪୦ ରୁ ଅଧିକ ଅସୁସ୍ଥ। ଯାଜପୁର ଦଶରଥପୁର ବ୍ଲକ ବାହାବଳପୁର ଗାଁ ରେ ଘଟିଛି ଅଘଟଣ। ଅସୁସ୍ଥ ମାନଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନା ଏବଂ ଯାଜପୁର ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି।  ଅସୁସ୍ଥ ଙ୍କ ମଧ୍ୟରେ କେତେକ ଶିଶୁ ଓ ମହିଳା ଅଛନ୍ତି। ଅସୁସ୍ଥ ମାନଙ୍କୁ ସାଲାଇନ ଦିଆଯିବା ସହିତ ଅଧିକ ଚିକିତ୍ସା ଜାରି ରହିଛି। ସେପଟେ ଗାଁ ରେ ସ୍ୱାସ୍ଥ୍ୟ ଟିମ ପହଂଚି ଚିକିତ୍ସା କାର‌୍ୟ୍ୟ ଆରମ୍ଭ କରାଯାଇଛି।