Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବୌଦ୍ଧରେ ହସ୍ତତନ୍ତ ବଜାର ପାଇଁ ଜିଲ୍ଲାପାଳ ଆଗ୍ରହୀ

318 0

ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧରେ ହସ୍ତତନ୍ତ ଓ ସମ୍ବଲପୁରୀ ଶାଢ଼ୀର ବଜାର ଖୋଲିବାକୁ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏହାକୁ ବାସ୍ତବ ରୂପ ଦେବା ପାଇଁ ବରଗଡ ବାଲିଯୁରୀ ଠାରେ ଥିବା କପଡା ବଜାର ପରିଦର୍ଶନ ରେ ଜିଲ୍ଲାପାଳ ଶ୍ରୀ ସାହୁ ଯାଇଥିଲେ। ସେଠାରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହ ସ୍ଥାନୀୟ ବ୍ୟବସାୟୀ ଙ୍କ ସହ ଭାବ ବିନିମୟ କରିଥିଲେ।

ବିଶେଷ କରି ଜିଲ୍ଲାପାଳ ବରଗଡ ର ମୋନରୋମା ଶାଢ଼ୀ ଦୋକାନ ପରିଦର୍ଶନ କରି ତାର ମାଲିକ ପ୍ରମୋଦ ମେହେରଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ଗସ୍ତରେ ତାଙ୍କ ସହିତ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଶ୍ଵିନୀ ମେହେର ଓ ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସ ଉପସ୍ଥିତ ଥିଲେ।

Related Post

ବେଲଗୁଣ୍ଠାର ଛଅ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ମନିଟରିଂ ଟିମ୍

Posted by - February 22, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )କୋଭିଡ କଟକଣା ପରେ ରାଜ୍ୟରେ ଅଷ୍ଟମ ଶ୍ରେଣୀରୁ ସମସ୍ତ ଉପର ଶ୍ରେଣୀରେ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ ହୋଇଥିବା ବେଳେ ଆସନ୍ତା 28 ତାରିଖରୁ…

ଜିଲ୍ଳା ପରିବହନ ଓ ପୋଲିସ ବିଭାଗ ପକ୍ଷରୁ ଚଢ଼ାଉ

Posted by - August 18, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ) ଓଡିଶା ସରକାରଙ୍କ ପରିବହନ କମିଶନର ଏବଂ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ ମତେ ତା ୧୬/0୬/୨୨ ଠାରୁ…

ଜନ ଗଣନାରେ ଉଲ୍ଲେଖନୀୟ କାର‌୍ୟ୍ୟ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ମେଡାଲ ଓ ପ୍ରମାଣ ପତ୍ର ପ୍ରଦାନ

Posted by - December 24, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) Iଯାଜପୁର ଜିଲ୍ଳ୍‌ାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଳ୍‌ା ପ୍ରଶାସନ ଓ ରାଜ୍ୟ ଜନ ଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ୨୦୧୧ ଜନ ଗଣନାରେ ଉଲ୍ଲେଖନୀୟ କାର‌୍ୟ୍ୟ କରିଥିବା ଯୋଗୁଁ ଅଧିକାରୀ  ଓ କର୍ମଚାରୀଙ୍କୁ ମେଡାଲ  ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଜନ ଗଣନା ନିର୍ଦ୍ଦେଶକ ପ୍ରେମାନନ୍ଦ ଖୁଣ୍ଟିଆ  ଜନଗଣନା ର ଉପକାରିତା ସଂପର୍କରେ ସୂଚନା ଦେଇଥିଲେIକରୋନା ସ୍ଥିତିରେ ପରିବର୍ତନ ଆସିଲେ ସମ୍ଭବତଃ ଜନ ଗଣନା ୨୦୨୧ ମାର୍ଚ୍ଚ, ଅପ୍ରେଲ ଠାରୁ  ଆରମ୍ଭ୍ୱ ହେବ ବୋଲି ସେ ସୂଚନା ଦେଇଥିଲେ । ଦେଶର ଲୋକଙ୍କର ସାମାଜିକ,  ଅର୍ଥ ନୈତିକ, ଲିଙ୍ଗଗତ, ଜାତିଗତ ସ୍ଥିତି,  ସେମାନଙ୍କର  ସାଧନ, ସମସ୍ୟା, ଆବଶ୍ୟକତା ଇତ୍ୟାଦି ସଂପର୍କରେ ଏହି  ପରିପ୍ରେକ୍ଷୀରେ ତଥ୍ୟ ହାସଲ କରାଯାଇଥାଏ,ଏହି ଅବସରରେ ଜନଗଣନା କାର‌୍ୟ୍ୟରେ ସହଯୋଗ କରିଥିବା କର୍ମଚାରୀଙ୍କୁ ସମ୍ବର୍ଦ୍ଧତ କରାଯାଇଥିଲା,ଏହି ବୈଠକରେ ଯାଜପୁର ଜିଲାପାଳ ଚକ୍ରବର୍ତି ସିଂ ରାଠୋରଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ସଟ ସର୍କିଟ ରେ ୩ ବଖରା ଘର ସହିତ ଲକ୍ଷା ଧିକ ଟଙ୍କାର ଆସବାବପତ୍ର ପୋଡି

Posted by - March 20, 2022 0
ହରଭଙ୍ଗା :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହାଳିକପଡା ପଚାୟତର ଭାବପୁର ଗ୍ରାମରେଆଜି 3ବଖରା ଘର ପୋଡି ହୋଇଥିବାର ଜଣାପଡିଛି!ସୂଚନା ଅନୁଯାଇ ଇଲେକଟ୍ରିକ ସଟ ସର୍କିଟ ପାଇଁ ଏହି…