ଜୁନିଅର ନ୍ୟାସନାଲ ଆଥଲେଟିକ୍ସ୍ ଚମ୍ପିୟାନସିପରେ କଳାହାଣ୍ଡି କୁ ଗୌରବାନ୍ବିତ କଲେ ଜୟରାମ

55 0

ଭବାନିପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ମଧ୍ୟପ୍ରଦେଶର ଭୋପାଲଠାରେ ଅନୁଷ୍ଠିତ ଜୁନିଅର ନ୍ୟାସନାଲ ଆଥଲେଟିକ୍ସ ଚାମ୍ପିଆନଶିପରେ ଭାଗ ନେଇ ଭବାନିପାଟଣା ବିକାଶ ସ୍କୁଲର ଛାତ୍ର ଡି. ଏମ୍ .ଜୟରାମ ୧୦୦ ମିଟର ଦୌଡ ରେ ରୋପ୍ୟ ପଦକ ପାଇ କଳାହାଣ୍ଡି ପାଇଁ ଗୌରବ ଆଣିଛନ୍ତି l ଜୟରାମ ଏହି ୧୦୦ ମିଟର ସ୍ପ୍ରିନ୍ଟ୍ କୁ ମାତ୍ର ୧୦.୯ ସେକେଣ୍ଡ ରେ ସମାପନ କରି ଚଳିତ ବର୍ଷ ଅକ୍ଟୋବର ଶେଷ ସପ୍ତାହରେ କୁଏତ ଠାରେ ଅନୁଷ୍ଠିତ ହେବାକୁ ଥିବା ଏସିୟ ୟୁଥ୍ ଆଥେଲେଟିକ୍ସ୍ ଚାମ୍ପିଆନଶିପ ରେ ଭାଗ ନେବାକୁ ମନୋନିତ ହୋଇଛନ୍ତି l କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ପି.ଅନ୍ଵେଷା ରେଡ୍ଡି ଜୟରାମ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସଙ୍ଗେ ସଙ୍ଗେ ତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୩୦ ହଜାର ଟଙ୍କା ଓ ଏକ ବ୍ରାଣ୍ଡେଡ୍ ସ୍ପାଇକ୍ ପ୍ରଦାନ କରିଛନ୍ତି l

Related Post

ନନ୍ଦନକାନନ କଞ୍ଜିଆ ହ୍ରଦରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ

Posted by - July 17, 2021 0
ବାରଙ୍ଗ 🙁 ସନ୍ତୋଷ ରାଉତ)ନନ୍ଦନକାନନ କାଞ୍ଜିଆ ହ୍ରଦରେ ଅଘଟଣ । ହ୍ରଦରେ ଜଣେ ଯୁବକ ବୁଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଯୁବକ ଜଣଙ୍କ ସ୍ଥାନୀୟ…

ଅଗ୍ନିଶମ ସେବା ସଂସ୍ଥାର ଉଦ୍ଧାରକାରୀ ଦଳରୁ ୧୦ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ

Posted by - June 4, 2021 0
ଭୁବନେଶ୍ବର:ବାତ୍ୟା ୟାସ୍‌ର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ଲାଗି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ଜିଲ୍ଲାରେ ନିୟୋଜିତ ହୋଇଥିବା ଅଗ୍ନିଶମ ସେବା…

ନନ୍ଦନକାନନରରେ ପାଳିତ ହେଲା ବିଶ୍ୱ ବ୍ୟାଘ୍ର ଦିବସ

Posted by - July 29, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ଆଜି ଜୁଲାଇ ୨୯.ବିଶ୍ବ ବ୍ୟାଘ୍ରଦିବସ, ଏହି ଦିବସ ଅବସର ରେ ବାଘ ମାନଙ୍କ ବଂଶ ବୃଦ୍ଧି ଓ ସୁରକ୍ଷା କୁ ଦୃଷ୍ଟି ରେ ରଖି ସାରା…

ନବରଙ୍ଗପୁର ରେ ବିଜେଡ଼ି ମହିଳା ଓ ଛାତ୍ର ବିଜୁ ଜନତା ଦଳ ତରଫରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

Posted by - November 25, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ଦିନକୁ ଦିନ ଗ୍ୟାସଦର ବୃଦ୍ଧି ପାଇବାରେ ଲାଗିଛି, ଯାହାକି ସାଧାରଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି, କେନ୍ଦ୍ର ସରକାର ଉଜ୍ଜ୍ୱଳ। ଯୋଜନାକରି ମହିଳା…

ନିର୍ମାଣର ୧୫ଦିନ ନହେଉଣୁ ଭୁଶୁଡିଲା ଚେକଡ୍ୟାମ୍‍, ପ୍ରକଳ୍ପର ସ୍ଥାୟୀତ୍ୱକୁ ନେଇ ଉଠିଲା ପ୍ରଶ୍ନ

Posted by - May 24, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଂଚାୟତ ଅର୍ନ୍ତଗତ ଟାଙ୍ଗରୁକୁମ୍ପା ଗ୍ରାମ ନିକଟରେ ମନରେଗା ଯୋଜନାରେ ପଂଚାୟତ ପକ୍ଷରୁ ୧୫ଦିନ ତଳେ ନିର୍ମାଣ ହୋଇଥିବା ଏକ ନୂତନ…