ୟୁଥ୍ ଚେଞ୍ଜ୍ ମେକର ଆୱାର୍ଡ ପାଇଲେ ଯୁବ ଦାକ୍ତର ଲୋକନାଥ ସାହୁ

100 0

ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଚଳିତ ବର୍ଷ ଓଡ଼ିଶାର ଜଣେ ମାତ୍ର ତଥା ପଶ୍ଚିମ ଓଡ଼ିଶାର ପ୍ରଥମ ଡାକ୍ତର ଭାବେ ଲୋକନାଥ ସାହୁ ଙ୍କୁ ମିଳିଛି ସମ୍ମାନଜନକ ୟୁଥ୍ ଚେଞ୍ଜ ମେକର ଆୱାର୍ଡ ୨୦୨୨ l କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା ମାଓ ପ୍ରବଣ ଇଲାକାରେ ସ୍ଵାସ୍ଥ୍ୟସେବାକୁ ଗୁରୁତ୍ଵ ଦେବାସହ ଆନ୍ତରିକତାର ସହିତ ନିଜର ଏହି ଗୁରୁଦାୟିତ୍ଵକୁ ନିର୍ବାହ କରିବା ନେଇ ବିଙ୍ଗ୍ ଏବଂ ବିକମିଙ୍ଗ୍ ଅନୁଷ୍ଠାନ I

MA ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ଏବଂ ଜୁନିଅର ଡକ୍ତର ନେଟ ୱାର୍କସ ପକ୍ଷରୁ ଚଳିତ ବର୍ଷ ଓଡ଼ିଶାର ଶ୍ରେଷ୍ଠ ଚିକିତ୍ସକ ଭାବେ ଏହି ଆୱାର୍ଡ ପାଇଛନ୍ତି ଯୁବ ଡାକ୍ତର ଲୋକନାଥ ସାହୁ l ସେ ଏହି ଆୱାର୍ଡ ରାଜ୍ୟସଭା ସାଂସଦ ସୁଲତା ଦେଓ , ମୋ କଲେଜ ଅଧ୍ୟକ୍ଷ ତଥା ବିଧାନସଭା ସଦସ୍ୟ ଆକାଶ ଦାସ ନାୟକ , ପୁର୍ବତନ ରାଜ୍ୟସଭା ସାଂସଦ ପ୍ରଭାସ ସିଂ ଓ DMLT ଉପାଧ୍ୟକ୍ଷ ଡଃ. ବ୍ରଜ ଦାସ ଙ୍କ ଠାରୁ ଗ୍ରହଣ କରିଛନ୍ତି ଡାକ୍ତର ଲୋକନାଥ ସାହୁ ପଶ୍ଚିମ ଓଡ଼ିଶା ର ପ୍ରଥମ ଡାକ୍ତର ଭାବେ ଏହି ସମ୍ମାନଜନକ ଆୱାର୍ଡ ପାଇଛନ୍ତି l

.

ସୁଚନାଯୋଗ୍ୟଜେ ଡାକ୍ତର ଲୋକନାଥ ସାହୁ ଙ୍କ ନିଜ ଘର ମଦନପୁର ରାମପୁର ବ୍ଲକର ପଣ୍ଡକାମାଲ ପଞ୍ଚାୟତ ଅନ୍ତର୍ଗତ ତୁଜୁଙ୍ଗ ହୋଇଥିବା ବେଳେ ବର୍ତ୍ତମାନ ସେ ମଦନପୁର ରାମପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ରେ କର୍ତ୍ତବ୍ୟ ରତ ଅଛନ୍ତି l ଡାକ୍ତର ଲୋକନାଥ ସାହୁ ଙ୍କ ସଫଳତା ରେ ମଦନପୁର ରାମପୁର ଅଞ୍ଚଳରେ ତଥା କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି l

Related Post

ବିଶ୍ଵ ବଜାରରେ ଯୋଡ଼ି ହେବ ମିଶନ ଶକ୍ତି:ଇ ମାର୍କେଟିଂ,ଅନ ଲାଇନ ପୋର୍ଟାଲ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Posted by - December 26, 2021 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନାରୀ ଶସକ୍ତି କରଣ ଓ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ବ୍ୟାପକ ବ୍ୟବସ୍ଥା କରୁଥିବା ବେଳେ…

ଓଡ଼ିଶାରେ ଧିରେ ଧିରେ କାୟା ବିସ୍ତାର କରୁଛି ଓମିକ୍ରନ:ରାଜ୍ୟରୁ ଆଉ ୪ ଆକ୍ରାନ୍ତ ଚିହ୍ନଟ

Posted by - December 28, 2021 0
ଭୁବେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଓଡ଼ିଶାରେ ଧିରେ ଧିରେ କାୟା ବିସ୍ତାର କରୁଛି ଓମିକ୍ରନ ।ରାଜ୍ୟରେ ଆଉ ପୁଣି ୪ ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ…

ଆନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ ପାଳିତ

Posted by - September 5, 2021 0
ନନ୍ଦନକାନନ ରେ ପାଳିତ ହୋଇଯାଇଛି ଆନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ. । ଶାଗୁଣା ବଂଶ ଲୋପ ପାଇବାକୁ ବସିଲେଣି, ଏମାନଙ୍କ ସୁରକ୍ଷା, ବଂଶ ବୃଦ୍ଧି ନିମନ୍ତେ ଏ…

ଆଜିଠାରୁ ଆରମ୍ଭ ଜରିପାଟଣାସ୍ଥିତ କୁଆଖାଇ ନଦୀପଠାରେ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ

Posted by - November 13, 2019 0
ଚନ୍ଦ୍ରଶେଖରପୁର: ଜରିପାଟଣାସ୍ଥିତ କୁଆଖାଇ ନଦୀପଠାରେ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର…