Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ଅଶୋକ ଦାସ ଫାଉଣ୍ଡେସନ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର

109 0

ଯାଜପୁର :ଯାଜପୁରରେ ଅଶୋକ ଦାସ ଫାଉଣ୍ଡେସନ  ମାମୁନି ହେଲଥ କେୟାର ସହଯୋଗରେ ଦଶରଥପୁର ବ୍ଲକ ବିରଜାପୁର ପଂଚାୟତ ବାମେଦବପୁରରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।

ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବ ପ୍ରସାଦ ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେକଟକ ଏସସିବି ମେଡିକାଲର ବିଭିନ୍ନ ବିଭାଗରୁ ପ୍ରଫେସର ଏହି ଶିବିରରେ ଉପସ୍ଥିତ ରହି ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରିଥିଲେ ଏହି ଶିବିରରେ ଅର୍ଥ ଅଭାବରୁ କଟକ ଯାଇ ଚିକିତ୍ସା କରିପାରୁନଥିଵା ଶହଶହ ରୋଗୀ ନିଜର ଚିକିତ୍ସା କରିବା ସହ ଏପରି କାର୍ୟ୍ୟକ୍ରମକୁ ପ୍ରଶଂସା କରିଛନ୍ତି।

Related Post

ଓଡିଶା ମୋ-ପରିବାର ତରଫରୁ ସଂଗ୍ରହ ହେଲା ୫୨ୟୁନିଟ ରକ୍ତ

Posted by - November 12, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ରକ୍ତଦାନ ଏକ ମହତ ଦାନ, ବୌଦ୍ଧ ବ୍ଲକ ମୁଣ୍ଡlପଡ଼ା ପଂଚାୟତ ଠାରେ ଗତକାଲି ଓଡିଶା ମୋ -ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି!ମୁଖ୍ୟ…

ଯାଜପୁର ରେ ଓଡିଶା ର ୮୩ ନମ୍ବର କୋରୋନା ଆକ୍ରାନ୍ତ ,ଜାଣନ୍ତୁ ସେ କୁଆଡେ ଯାଇଥିଲେ

Posted by - April 22, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହି  ବ୍ୟକ୍ତିଜଣଙ୍କ ଯାଜପୁରର ୩୮ବର୍ଷୀୟ ଯୁବକ। ସେ ନିକଟରେ ପଶ୍ଚିମବଙ୍ଗରୁ ଫେରିଛନ୍ତି। କୋରୋନା…

୨ ଦିନରେ ଟିକାନେଲେ ୮୪୭ ମହିଳା ଓ ପୁରୁଷ

Posted by - September 2, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ଲଷ୍ମୀପ୍ରସାଦ ପଂଚାୟତରେ ୨ ଦିନ ଧରି କରୋନା ଟୀକାକରଣ ଦିଆଯାଇଛି।୧୮ ରୁ ଉର୍ଦ୍ଧ୍ବ ବୟସ୍କ ମହିଳା ଓ ପୁରୁଷଙ୍କୁ ପ୍ରଥମ ଦିନ ୪୦୬ ଓ ଦ୍ୱିତୀୟ…

ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ:ପଜିଟିିଭ ସଂଖ୍ୟା ପହଞ୍ଚିଲା ୫୪୮ ରେ

Posted by - August 18, 2020 0
ଅନୁଗୁଳ:(ମହେଶ ଭୋମରାଜ)ଆଜି ଅନୁଗୁଳ ଜିଲ୍ଲାରୁ ୧୭ ଜଣ କରୋନା ପଜିଟିିଭ ଚିହ୍ନଟ ହୋଇଛନ୍ତି।ଏମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ୪ ଜଣ, ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୩…