ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ , ଦୁଷ୍କର୍ମ କାରିକୁ ଉଲଗ୍ନ କରି ଉତ୍ତମ ମଧ୍ୟମ ଛେଚି ଥାନାରେ ଜିମା ଦେଲେ ଗ୍ରାମବାସୀ

92 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ମନ ମୁଣ୍ଡା ଥାନା ଅଂଚଳରେ ଜଣେ ଦିବ୍ୟାଙ୍ଗ ବଳାତ୍କାର ହୋଇଥିବା ନେଇ ମନ ମୁଣ୍ଡା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।ଅଭିଯୁକ୍ତ ପିଶାଚ କୁ ଗାଁ ଲୋକେ ଧରି ଇଲେକ୍ଟ୍ରି ଖମ୍ବରେ ଦଉଡି ରେ ବାନ୍ଧି ଉଲଗ୍ନ କରି ଉତ୍ତମ ମଧ୍ୟମ ଛେଚି ପୋଲିସକୁ ଜିମା ଦେଇଛନ୍ତି ! ମିଳିଥିବା ସୂଚନା ଅନୁଯାୟୀ ମନ ମୁଣ୍ଡା ଥାନା ଅନ୍ତର୍ଗତ ଖଯୁରୋଜ ଗ୍ରାମର ଜଣେ ଜଣେ ଦିବ୍ୟାଙ୍ଗ ଯୁବତୀ (୨୫) ଆଜି ପୂର୍ବାହ୍ନ ୧୧.୩୦ ମୀ ସମୟରେ ଗାଁ ଠାରୁ ଦୂର ପଡ଼ିଆରେ ମେଣ୍ଢା ଚରାଉଥିବା ବେଳେ ସେହି ସମୟରେ ମଲ୍ଲିକପଡ଼ା ଗ୍ରାମର ଅଷ୍ଟମ ମାଝୀ ଓରଫ ଟିମନ୍ (୨୨) ସେହି ବାଟ ଦେଇ ଯାଉଥିବା ବେଳେ ଦିବ୍ୟାଙ୍ଗ ଝିଅଟିକୁ ଏକୁଟିଆ ଦେଖି ତାକୁ ଜୋର୍ ଜବରଦସ୍ତି ଟେକିନେଇ ଦୁଷ୍କର୍ମ କରିଥିଲା ।

ଗାଁ ଲୋକେ ଖବର ପାଇ ଦୁର୍ବୁତ୍ତ କୁ ଧରି ଉତ୍ତମ ମଧ୍ୟମ ଦେବା ପରେ ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।

Related Post

ରାମକୃଷ୍ଣ ବିବେକାନନ୍ଦ ସଂଘ  ପକ୍ଷରୁ କୁଆଁସରପୁର ସ୍ଥିତ କୀର୍ତ୍ତନ ମଣ୍ଡପରେ ଶୀତବସ୍ତ୍ର ବଣ୍ଟନ

Posted by - January 8, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ରାମକୃଷ୍ଣ ବିବେକାନନ୍ଦ ସଂଘ  ପକ୍ଷରୁ କୁଆଁସରପୁର ସ୍ଥିତ କୀର୍ତ୍ତନ ମଣ୍ଡପରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ଏହି ଅବସରରେ ପୁରୀ ରାମକୃଷ୍ଣ…

ନେହେରୁ ଯୁବକେନ୍ଦ୍ର ଓ ୟୁନିସେଫ ପକ୍ଷରୁ ଯୁବଗୋଷ୍ଟିଙ୍କ ଭବିଷ୍ୟତ ଉପରେ ଜିଲ୍ଳା ସ୍ତରୀୟ କର୍ମଶାଳା

Posted by - May 29, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଯୁବଗୋଷ୍ଟି ଙ୍କ ଭବିଷ୍ୟତ ପାଇଁ ଉପଯୁକ୍ତ ପରାମର୍ଶ ଆବଶ୍ୟକ ରହିଛି l ନିଜର ଭବିଷ୍ୟତ ପାଇଁ କଲେଜ ଛାତ୍ର ଛାତ୍ରୀ…

ଟିଟିଲାଗଡ ଗୁଲୁମୀ ଜଙ୍ଗଲ ଭିତରେ ଅଘଟଣ , ରତ୍ନପଥର ପାଇବା ଆଶାରେ କୂଅ ଭିତରକୁ ଯାଇ ୨ ମୃତ

Posted by - April 23, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକ ମହୁଲପଡ଼ା ପଞ୍ଚାୟତ ଗୁଲୁମି ଜଙ୍ଗଲ ଭିତରେ ଥିବା ଚୋରା ରତ୍ନ ପଥର ଖଣି/ ମାଇନ୍ସ ଭିତରକୁ ପଶି…

୧୧% ମହଙ୍ଗା ଭତ୍ତା ପାଇଁ ଦାବି କଲା ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ

Posted by - July 23, 2021 0
ନବରଙ୍ଗପୁର ୨୨/୭:(ବେଣୁ ଗୋପାଳ ରାଓ) ରାଜ୍ୟ ସରକାରୀ କର୍ମଚାରୀ ଙ୍କ ବର୍ଦ୍ଧିତ ୧୧% ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି ଓଡିଶା ରାଜସ୍ୱ ଅମଲା…

ନବରଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ ଭୁବନେଶ୍ୱର ଦାସଙ୍କୁ ଶ୍ରଦ୍ଧାଞ୍ଜଳି

Posted by - October 2, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ, ବରିଷ୍ଠ କଳାକାର,ପୂର୍ବତନ ସାମ୍ବାଦିକ, ସହକାରୀ ସରକାରୀ ଓକିଲ ଭୁବନେଶ୍ୱର ଦାସ ଙ୍କ ତା ୧.୧୦.୨୦୨ ୧ତାରିଖ ଅପରାହ୍ନ…