ବିଷମକଟକ ସ୍ଥିତ ମା ମାର୍କମା+୩ ମହାବିଦ୍ୟାଳୟରେ ଜାତୀୟ ସେବା ଦିବସ

75 0

ମୁନିଗୁଡା : (ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ବିଷମକଟକ ବ୍ଳକରେ  ଜାତୀୟ ସେବା ଯୋଜନା ପାଳନ ଅବସରରେ ମା ମାର୍କମା +୩ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ (NCC) ଅଫିସର ତଥା ଅଧକ୍ଷ କ୍ୟାପଟେନ୍ ବି, ରବିଶଙ୍କରସଭାପତିତ୍ୱ କରିଥିଲେ।ଯୁକ୍ତ ୩ର NSS ଏକ୍ସ ପ୍ରୋଗ୍ରାମଅଫିସର ଡକ୍ଟର ଅଶ୍ୱିନୀ କୁମାର ପଣ୍ଡା, ଶ୍ରୀ ନିରଂଜନ ପାଢୀ ଓ ଶ୍ରୀମତୀ ଦୀପ୍ତିରାଣୀ ସଭାରେ ଯୋଗ ଦେଇ ଜାତୀୟ ସେବା ଯୋଜନା ସମ୍ପର୍କରେ ଜଣାଇଥିଲେ।ନୂତନ ପ୍ରୋଗ୍ରାମ ଅଫିସର ଶ୍ରୀ ସୁଧୀସାଗର ପରିଛା ଓ ସୁଶ୍ରୀ ସସ୍ମିତା ମହାନ୍ତି ସଭା ପରିଚାଳନା କରିଥିଲେ।

 

Related Post

ସ୍ୱାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତି ପାଳନ କଲା ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ

Posted by - January 14, 2022 0
ବରଗଡ/ଅତାବିରା:ସ୍ୱାମୀ ବିବେକାନନ୍ଦଙ୍କ ଆଜି ପବିତ୍ର ଜନ୍ମଜୟନ୍ତି ଦିବସ ଅବସରରେ ଅଖିଲ ଭାରତିୟ ବିଦ୍ୟାର୍ଥି ପରିଷଦ ବରଗଡ ନଗର ଶାଖା ତରଫରୁ ସ୍ଥାନିୟ ଗୋବିନ୍ଦ ପାଲି ଛକଠାରେ ସ୍ୱାମିଜୀଙ୍କ…

ମୌଳିକ ସୁବିଧାରୁ ବଞ୍ଚିତ ଭୁକ୍ତାପଡାରେ ଲାଗିଛି ଲୋକଙ୍କ ଭିଡ

Posted by - November 6, 2022 0
ସମ୍ବଲପୁର: ୦୫/୧୦ (ରମାକାନ୍ତ ବିଶ୍ବାଳ) ଗମନାଗମନ,ପାନୀୟ ଜଳ ପ୍ରଭୃତି ମୌଳିକ ସମସ୍ୟାଠୁ ବହୁ ଦୂରରେ ଥିବା ଜମନକିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି ପଞ୍ଚାୟତର ସରେଇପାଲି ଗ୍ରାମର ଭୁକ୍ତାପଡା…

ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ସମୁଦାୟ ୭୮ ଜଣ ଛାତ୍ରଛାତ୍ରୀ ରୁ ୭୮ ଉତିର୍ଣ୍ଣ

Posted by - July 30, 2020 406
ବଡ଼ବିଲ:ପ୍ରକାଶ ପାଇଲା ମ୍ୟାଟ୍ରିକ ରେଜଲ୍ଟ। ବୋର୍ଡ ପକ୍ଷରୁ ଭିଡିଓ ରିଲିଜ ଜରିଆରେ ରେଜଲ୍ଟ ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ବିଧିବଦ୍ଧ ଭାବେ…

ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ ଆର୍ଥିକ ସାକ୍ଷରତା ଓ ଆନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

Posted by - September 23, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗ ତରଫରୁ କଣ୍ଟାମାଳ ବ୍ଲକ ପଲସଲlଗୋରା ପଂଚାୟତ ର ସଭାଗୃହ ରେ ଆର୍ଥିକ ସାକ୍ଷରତା ଓ ଆର୍ଥିକ ଆନ୍ତର୍ଭୁକ୍ତିକରଣ ସଚେତନତା ଶିବିର…

ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମାଝୀଙ୍କ ମନମାନି , ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ କଲା ମୋ ସ୍କୁଲ କମିଟି 

Posted by - September 13, 2022 0
ବୌଦ୍ଧ :(ଚିତ୍ତ ରଞ୍ଜନ ସିଂ ) ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମାନି ନେଇ ବୌଦ୍ଧ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଆଲୁମିନି ସଦସ୍ୟ । ସୂଚନା ଅନୁଯାୟୀ…