ମନମୁଣ୍ଡାରେ “ସ୍ଵଚ୍ଛତା ହିଁ ସେବା” କାର୍ଯକ୍ରମ ଅନୁଷ୍ଠିତ

54 0

ବୌଦ୍ଧ : (ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ମନମୁଣ୍ଡା ଗ୍ରାମ ପଞ୍ଚାୟତ ସଭା କକ୍ଷରେ ସରପଞ୍ଚ ରଞ୍ଜୁ ବେହେରା ଙ୍କ ଅଧ୍ୟକ୍ଷତା ରେ “ସ୍ଵଚ୍ଛତା ହିଁ ସେବା” କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି ,ଉକ୍ତ କାର୍ଯକ୍ରମ ରେ ସମ୍ମାନିତ ଅତିଥି ଭାବରେ ମାଷ୍ଟର ଟ୍ରେନର ପୂର୍ଣ୍ଣ ଚରଣ ସାହୁ ନାଏବ ସରପଂଚ ରଂଜିତା ମହାକୁଡ଼ ,ଜ଼ିଲ୍ଲା ପରାମର୍ଶ ଦାତା ଆର୍ତତ୍ରାଣ ପାଢ଼ୀ ସ୍ୱେଚ୍ଛାସେବୀ ସମ୍ବିତ ନନ୍ଦ , ନକୁଳ ବାଘ , ସିଆରସିସି ପ୍ରଜିଣା ପାଢ଼ୀ ,ଏଏନଏମ ସୁଲୋଚନା ପ୍ରଧାନ ,କପାସିରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରମେଶ୍ୱର ମେହେର ,ଖଇରମାଳ ସ୍କୁଲ ର ପ୍ରଧାନ ଶିକ୍ଷକ ଅନିତା ମେହେର ,କୃଷି ଅଧିକାରୀ ବିବେକାନନ୍ଦ ସାହୁ ଯୋଗ ଦେଇ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ।

ପଞ୍ଚାୟତ ର ପି ଇ ଓ ଶ୍ରୀକାନ୍ତ ପ୍ରଧାନ କାର୍ଯ କ୍ରମ କୁ ପରିଚାଳନା କରିଥିଲେ,ଉକ୍ତ କାର୍ଯକ୍ରମ ରେ ପଞ୍ଚାୟତ ସ୍ତରୀୟ ସମସ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ,ଆଶା ଦିଦି,ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା ମାନେ ଯୋଗ ଦେଇଥିଲେ ! କାର୍ଯକ୍ରମ କୁ ଯୋଗାଣ ସହାୟକ ଅନ୍ତର୍ଯ୍ୟାମୀ ମହଲା ଜିଆରଏସ ଆଦିତ୍ୟ ମେହେର ଓ ସ୍ବେଛାସେବୀ ସମର୍ପଣ ସଲମା ,କାର୍ତ୍ତିକ ମହାକୁଡ଼ ସହଯୋଗ କରିଥିଲେ !ଶେଷରେ ମାଷ୍ଟ୍ର ଟ୍ରେନର ପୂର୍ଣ୍ଣ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ଭାରତବନ୍ଦ ବାଲିଆପାଳ ରେ ପ୍ରଭାବହୀନ

Posted by - September 28, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ବାଲେଶ୍ବର ଜିଲ୍ଲା ବାଲିଆପାଳ ରେ ଆଜି କଂଗ୍ରେସ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ବାଲିଆପାଳ…

ଚାଷି ସମସ୍ୟାର ସମାଧାନ ପାଇଁ ସ୍ପଷ୍ଟିକରଣ ଦାବୀ କଲା ଓଡିଶା ରାଜ୍ୟ କୃଷକ ସଂଗଠନ

Posted by - November 18, 2021 0
ବରଗଡ/ଅତାବିରା:ବରଗଡ ଜିଲ୍ଲାରେ ଚଲିତ ଖରିଫ ରୁତୁରେ ଧାନବିକ୍ରି ପଞ୍ଜିକରଣ ଚକବନ୍ଦି ହୋଇଥିବା ଗ୍ରାମରେ ଚକପଟ୍ଟା ଦିଆଯାଇଥିବା ଜମି ଦଖଲ ଦିଆନଯିବାରୁ ସେଠାରେ ଦଖଲ ମୁତାବକ ଜଲସେଚିତ ଧାନଚାଷ…