ଭାରତୀୟ ଜନତା ପାର୍ଟିର ଶକ୍ତି କେନ୍ଦ୍ର ପ୍ରମୁଖ ଓ ସହ ପ୍ରମୁଖ କୁ ନେଇ ବୈଠକ

70 0

ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)  ନୂତନ ଭାବରେ ଧର୍ମଗଡ ବିଧାନସଭା ମଣ୍ଡଳୀ ର ମଙ୍ଗ ଧରିଥିବା ପ୍ରଭାରୀ ଶ୍ରୀ ଅଜୟ କୁମାର ପାଣିଗ୍ରାହୀ ଧର୍ମଗଡ଼ ବ୍ଳକ ନଗର ସମସ୍ତ ଶକ୍ତି କେନ୍ଦ୍ର ର ପ୍ରମୁଖ, ସହ ପ୍ରମୁଖ ଓ ପ୍ରଭାରୀ ମାନଙ୍କୁ ନେଇ ସ୍ବତନ୍ତ୍ର ବୈଠକରେ ଯୋଗଦାନ କରିଥିଲେ । ବୈଠକ ର ଆଭିମୁଖ୍ୟ ଥିଲା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଙ୍କ କାର୍ଯ୍ୟ କ୍ରମକୁ ଯିବାପାଇଁ ପ୍ରସ୍ତୁତି ଏବଂ ସେବା ସପ୍ତାହ ପରିପ୍ରେକ୍ଷୀରେ ବୃକ୍ଷରୋପଣ, ସ୍ବଚ୍ଛ ଭାରତ, ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଜୟନ୍ତୀ , ବୁଥ ସଶକ୍ତିକରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରେ ଆଲୋଚନା ହୋଇଥିଲା ।

ଉକ୍ତ ବୈଠକରେ ମଞ୍ଚାସିନ ଅତିଥି ପୂର୍ବତନ ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଧନଞ୍ଜୟ ପାତ୍ର ଜିଲ୍ଲା ଉପ ସଭାପତି ଲକ୍ଷ୍ମୀକାନ୍ତ ବାଗ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ରାଜ୍ୟ କୃଷକ ମୋର୍ଚ୍ଚା ସ୍ବତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ଅପରେସ ସ୍ବାଇଁ ଯୁବମୋର୍ଚ୍ଚା ନବରଙ୍ଗପୁର ପ୍ରଭାରୀହିମାଂଶୁ ଶେଖର ପଣ୍ଡା ଧର୍ମଗତ ନଗର ସାଧାରଣ ସମ୍ପାଦକ ଡମ୍ବରୁଧର ଠାକୁର ମଞ୍ଚପରିଚାଳନା କରିଥିଲେ। ଓ ଧର୍ମଗତ ନଗର ସାଧାରଣ ସମ୍ପାଦକ ସାଧାରଣ ସମ୍ପାଦକ ଘନଶ୍ୟାମ ଭାଟି ଧନ୍ୟବାଦ ଦେଇଥିଲେ ।

Related Post

ନୂତନ ବ୍ଲକ ଅଧ୍ୟକ୍ଷ ଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

Posted by - April 16, 2022 0
ମାଥିଲି: (ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ନୂତନ ଅଧ୍ୟକ୍ଷ ମହେଶ କୁମାର ବାକା ଏସ. ଏସ. ଡି. ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା…

କୋରୋନା ମୁକାବିଲା ପାଇଁ ସୁକିନ୍ଦା ବିଜେପି ବିଧାୟକ ପାର୍ଥି ପ୍ରଦୀପ ବଳ ସାମନ୍ତଙ୍କ ଦାନ

Posted by - April 3, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) କୋରୋନା ମୁକାବିଲା ପାଇଁ ଯାଜପୁର ଜିଲାରେ ଅନେକ ବଦାନ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡ ଏବଂ ପ୍ରଧାନମନ୍ତ୍ରୀ କେୟାର ପଂଣ୍ଡକୁ ଦାନ କରୁଛନ୍ତି…

ବୌଦ୍ଧ ଦିନ ପାଳିତ କରିବା ପାଇଁ ଗର୍ଜନ ସେନା ର ପ୍ରସ୍ତୁତି ବୈଠକ

Posted by - December 25, 2021 0
ବୌଦ୍ଧ;(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ବିରନରସିଂହପୁର ପଞ୍ଚାୟତର ନୂଆପଡା ଡ୍ୟାମ ଠାରେ ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ଆସନ୍ତା 2022ଜାନୁଆରୀ 2ତାରିଖ ବୌଦ୍ଧ ଦିନ…

ପ୍ରଦ୍ୟୁମ୍ନ ସାହୁ ଇନଟାକ୍ ସୋନପୁରର ନୂତନ ଆବାହକ

Posted by - March 16, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ଐତିହ୍ୟର ସୁରକ୍ଷା ପାଇଁ ଜାତୀୟ ସ୍ତରରେ ସମର୍ପିତ ଅନୁଷ୍ଠାନ ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚରାଲ ହେରିଟେଜ୍ ବା ଇନଟାକର ସୋନପୁର…

କୂଅରେ ଗଳି ପଡି ୨ ଯୁବକ ମୃତ

Posted by - November 9, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ଲକ୍ଷ୍ମୀ ଟକିଜ ଛକ ନିକଟରେ ଏକ କୂଅ ଭିତରୁ 2 ଜଣ ଯୁବକଙ୍କ ମୃତ ଦେହ କୁ ଉଦ୍ଧାର କରିଛି…