ମୁଖ୍ୟମନ୍ତ୍ରୀ ଙ୍କ ଫୋଟୋ ଚିତ୍ର ଆଙ୍କି ଚର୍ଚାରେ କୁନି ଛାତ୍ର ରିସବ

62 0

ବୌଦ୍ଧ: (ଚିତ୍ତରଞ୍ଜନ ସିଂ ).ବୌଦ୍ଧ ଜିଲ୍ଲା କଣ୍ଟlମାଳ ନିର୍ବାଚନ ମଣ୍ଡଳୀ ର 5t ଅନ୍ତର୍ଭୁକ୍ତ ବାଉଁସୁଣୀ ଉଚ୍ଚ ବିଦ୍ୟାଳୟ ର ନବମଶ୍ରେଣୀର ଛାତ୍ର ଙ୍କ ପ୍ରତିଭା ଆଜି ଚର୍ଚ୍ଚା ପାଲିଟିଛି!କୁନି ଛାତ୍ର ରିସବ କୁମାର ମେହେର ନିଜ ହାତରେ ଆମ ମୁଖ୍ୟମନ୍ତ୍ରୀ ଶ୍ରୀମାନ ନବୀନ ପଟ୍ଟନାୟକ ଙ୍କ ତୈଳ ଫୋଟୋ ଚିତ୍ର ଅଙ୍କିଛନ୍ତି!ଏହି ଖବର ପ୍ରସାର ପରେ କଣ୍ଟlମାଳ ବିଧାୟକ ମହୀଧର ରଣା ଏବଂ ମନମୁଣ୍ଡା ର ସମାଜସେବୀ ପ୍ରକାଶ ମେହେର କୁନି ପ୍ରତିଭା ଛାତ୍ର ଙ୍କ ବିକଶିତ ପ୍ରତିଭା କୁ ଶୁଭେଚ୍ଛା ଜଣାଇଛନ୍ତି!

Related Post

ବଢୁଛି ଦେବାଶିଷ ସାମନ୍ତରାୟଙ୍କ ଅଡୁଆ ବିଧାୟକଙ୍କ ସଫେଇକୁ ଖଣ୍ଡନ କଲେ ଜୁଏଲ୍ ଓରାମ

Posted by - February 23, 2019 14
ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା କଟକ ଜିଲ୍ଲା ନିଆଳିର ରତନପୁରର ମନୋଜ କୁମାର ବେହେରାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିବା ବେଳେ କଟକ ବାରବାଟୀ ବିଧାୟକ…

ଶବଦାହ ପାଇଁ କାଠ ଅଭାବକୁ ନେଇ ମୃତଦେହ ରଖି ଧାରଣାରେ ବସିଲେ ସ୍ୱେଛ୍ଛାସେବୀ ଗଣ

Posted by - November 21, 2021 0
ବରଗଡ/ଅତାବିରା:ଓଡିଶାର ଭାତହାଣ୍ଡି ଭାବେ ପରିଚିତ ବରଗଡ ଜିଲ୍ଲା ହୋଉଛି ରାଜ୍ୟର ଅଗ୍ରଣି ଚାଷିଭିତ୍ତିକ ରାଜ୍ୟ ।ସବୁ ଦିଗରୁ ଏଠାକାର ପରିବେଶ ଜଲବାୟୁ ଅଟେ ଅତ୍ୟନ୍ତ ମନୋହର ।କିନ୍ତୁ…

ସମ୍ବଲପୁର ମହାନଗର ର ପ୍ରବେଶ ପଥରେ ମହାପୁରୁଷଂକ ନାମରେ ପ୍ରବେଶ ଦ୍ବାର ନିର୍ମାଣ ଦାବି

Posted by - August 7, 2022 0
ସମ୍ବଲପୁର:୦୫/୦୮ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରାଜ୍ୟର ଏକ ସର୍ବପୁରାତନ ସହର, ଯାହାର ଇତିହାସ ଦୁଇ ହଜାର ବର୍ଷ ପୁରୁଣା । ଏହା ସହ ସମ୍ବଲପୁର ହେଉଛି ପଶ୍ଚିମାଞ୍ଚଳର ସାଂସ୍କୃତିକ…

ଯାଜପୁର ରେ ଉତ୍କଳ ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳିତ ।

Posted by - April 1, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଉତ୍କଳ ଦିବସ। ଭାଷା ଭିତ୍ତିରେ ଆମ ରାଜ୍ୟକୁ ମିଳିଥିଲା ସ୍ୱତନ୍ତ୍ର ମାନ୍ୟତା। ଏଥି ସହିତ ଯାଜପୁର ଜିଲ୍ଲା ମଧ୍ୟ ଗଠିତ ହୋଇଥିଲା। ଏହି…

ଆସନ୍ତା ପଂଚାୟତ ନିର୍ବାଚନ ଭୋଟ ଗଣତିର ବଦଳିଲା ଢାଞ୍ଚା

Posted by - August 22, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବଦଳିବ ପଂଚାୟତ ନିର୍ବାଚନ ର ଢାଞ୍ଚା!ଆଗାମୀ ପଂଚାୟତ ନିର୍ବାଚନ ରେ ନୂଆ ସଂସ୍କରଣ ଆଣିଛି ପଂଚାୟତ ରାଜ ବିଭାଗ!ପୁର୍ବ ପରି ନିର୍ବାଚନ ଦୀନ ଘୋଷଣା ହେବନି ନିର୍ବାଚନ…