ମୁଖ୍ୟମନ୍ତ୍ରୀ ଙ୍କ ଫୋଟୋ ଚିତ୍ର ଆଙ୍କି ଚର୍ଚାରେ କୁନି ଛାତ୍ର ରିସବ

167 0

ବୌଦ୍ଧ: (ଚିତ୍ତରଞ୍ଜନ ସିଂ ).ବୌଦ୍ଧ ଜିଲ୍ଲା କଣ୍ଟlମାଳ ନିର୍ବାଚନ ମଣ୍ଡଳୀ ର 5t ଅନ୍ତର୍ଭୁକ୍ତ ବାଉଁସୁଣୀ ଉଚ୍ଚ ବିଦ୍ୟାଳୟ ର ନବମଶ୍ରେଣୀର ଛାତ୍ର ଙ୍କ ପ୍ରତିଭା ଆଜି ଚର୍ଚ୍ଚା ପାଲିଟିଛି!କୁନି ଛାତ୍ର ରିସବ କୁମାର ମେହେର ନିଜ ହାତରେ ଆମ ମୁଖ୍ୟମନ୍ତ୍ରୀ ଶ୍ରୀମାନ ନବୀନ ପଟ୍ଟନାୟକ ଙ୍କ ତୈଳ ଫୋଟୋ ଚିତ୍ର ଅଙ୍କିଛନ୍ତି!ଏହି ଖବର ପ୍ରସାର ପରେ କଣ୍ଟlମାଳ ବିଧାୟକ ମହୀଧର ରଣା ଏବଂ ମନମୁଣ୍ଡା ର ସମାଜସେବୀ ପ୍ରକାଶ ମେହେର କୁନି ପ୍ରତିଭା ଛାତ୍ର ଙ୍କ ବିକଶିତ ପ୍ରତିଭା କୁ ଶୁଭେଚ୍ଛା ଜଣାଇଛନ୍ତି!

Related Post

ନାଏବ ସରପଞ୍ଚ ନିର୍ବାଚନ କୁ କେନ୍ଦ୍ର କରି ୱାର୍ଡ ସଭ୍ୟ ଙ୍କୁ ଅପହରଣ ଅଭିଯୋଗ

Posted by - March 12, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ନାଏବ ସରପଞ୍ଚ ନିର୍ବାଚନ କୁ କେନ୍ଦ୍ର କରି ୱାର୍ଡ ସଭ୍ୟ ଙ୍କୁ ଅପହରଣ ଅଭିଯୋଗ। ଯାଜପୁର ବ୍ଲକ ପଣସା ପଂଚାୟତ ର…

କଳା-ମୁଗୁନୀ ପଥର ଚୋରି କରିବା ବେଳେ ମାଡିବସିଲା ସ୍ଥାନୀୟ ପ୍ରଶାସନ,୭ଟି ହାଇଓ। ଟ୍ରକ ଜବତ

Posted by - July 29, 2021 0
ଟାଙ୍ଗୀ : (ଶୁଭଲକ୍ଷ୍ମୀ ସମନ୍ତରା)ବୃଷବନ୍ଧ ପାହାଡ ରୁ କଳା-ମୁଗୁନୀ ପଥର ଚୋରି କରିବା ବେଳେ ମାଡିବସିଲା ସ୍ଥାନୀୟ ପ୍ରଶାସନ । ୭ଟି ହାଇଓ। ଟ୍ରକ କୁ ଜବତ…

ଆର ପାରିରେ ପ୍ରସିଦ୍ଧ ନାଟ୍ୟକାର ତଥା ସିନେ ଅଭିନେତା ଅଟଳ ବିହାରୀ ପଣ୍ଡା

Posted by - June 5, 2021 0
ସୋନପୁର:(ପ୍ରକାଶ ଚନ୍ଦ୍ର ବେବର୍ତା)ସମ୍ବଲପୁରୀ ପ୍ରସିଦ୍ଧ ନାଟ୍ୟକାର ତଥା ସିନେ ଅଭିନେତା ଅଟଳ ବିହାରୀ ପଣ୍ଡା ଆଉ ନାହାନ୍ତି l ସମ୍ବଲପୁରୀ ଚଳଚ୍ଚିତ୍ର ଶଳାବୁଢ଼ା ରେ ମୁଖ୍ୟ ଚରିତ୍ର…

ବିଜେଡି ର ନିର୍ବାଚନମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ ,ନମ୍ୱର୍ ୧ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

Posted by - January 25, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ସମଗ୍ର ଭାରତ ବର୍ଷରେ ଥରେ ନୁହେଁ, ଦୁଇ ଥର ନୁହେଁ, ତିନି ତିନି ଥର ଏକ ନମ୍ୱର୍ ମୁଖ୍ୟ ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି,…

କଳାହାଣ୍ଡି ନାବାଳିକା ଗଣ ଦୁଷ୍କର୍ମ ମାମଲା, ୩ ଜଣ ଙ୍କୁ ସାତ ବର୍ଷ କାରାଦଣ୍ଡ ଓ ଦଶ ହଜାର ଟଙ୍କା ଜରିମାନା

Posted by - May 24, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବହୁ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ର ରାୟ ଦେଇଛନ୍ତି ମାନ୍ୟବର ପୋସ୍କୋ ଅଦାଲତ।…