ହରଭଙ୍ଗା ବ୍ଲକ ପଞ୍ଚାୟତ ସମିତିର ନୂତନ ସଂଘ ଗଠିତ

49 0

ବୌଦ୍ଧ: (ଚିତ୍ତ ରଂଜନ ସିଂ )ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପଞ୍ଚାୟତ ସମିତିର ନୂତନ ସଂଘ ଗଠିତ ହୋଇଯାଇଚି ।ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ଏହି ବୈଠକ ଅନୁଷ୍ଠିତ ହାଇଥିଲା ।ଏଥିରେ ୨୨ ଗୋଟି ପଞ୍ଚାୟତ ର ସମସ୍ତ ସମିତି ମେମ୍ବର ଉପସ୍ଥିତ ଥିଲେ ।

ସର୍ବସମ୍ମତି କ୍ରମେ ସଭାପତି ଭାବେ କୁସଙ୍ଗ ସମିତି ସଭ୍ୟ କାହ୍ନୁ ଚରଣ ନାଥ, ଉପ ସଭାପତି ସରସରା ସମିତି ଯମୁନା ରାଣୀ ମିରଧା,ସମ୍ପାଦକ ଭାବେ ପୁରୁଣା କଟକ ସମିତି ସରୋଜ ପ୍ରଧାନ,ସହ ସମ୍ପାଦିକା ଭାବେ ବିରଣରସିଂପୁର ପଞ୍ଚାୟତ ସମିତି ମେମ୍ବର କଲ୍ୟାଣି ଦଣ୍ଡସେନା, କେସିଅର ଭାବେ ଲୁଣିବାହଲ ସମିତି ଦିପାଞ୍ଜଳି ଅମାତ ମନୋନୀତ ହୋଇଥିଲେ ।

ଆଡ଼ଭାଇଜର ଭାବେ ପ୍ରଶାନ୍ତ ପ୍ରଧାନ ଏବଂ ସୁଶାନ୍ତ ବେହେରା ଙ୍କୁ କମିଟିରେ ରଖାଯାଇଥିବା ସୂଚନା ମିଳିଛି ।ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ସ୍ନେହଲତା ପ୍ରଧାନ ଏବଂ ଉପାଧ୍ୟକ୍ଷ ସରୋଜ ପ୍ରଧାନ ଏହି ବୈଠକରେ ଅନୁଷ୍ଠିତ ଥିଲେ ।

Related Post

ଭୁଇଁପୁର ପଂଚାୟତ କଲ୍ୟାଣପୁର ଗାଁରେ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ

Posted by - November 21, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବ୍ଲକ ଭୁଇଁପୁର ପଂଚାୟତ କଲ୍ୟାଣପୁର ଗାଁରେ ଏକ ନୂତନ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏହାକୁ ଯାଜପୁର ସାଂସଦ…

ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଂଚର ବୈଠକ

Posted by - December 10, 2021 0
ମାଲକାନଗିରି:(ଅବଦୁଲ ଗନି)ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ପ୍ରତିରୋଧ ମଂଚର ବୈଠକ ମାଲକାନଗିରି ଜିଲ୍ଲା ପ୍ରଶାସନ , ActionAid ଓ UNICEF Odisha ମିଳିତ ଉଦ୍ୟମ ରେ ଜିଲ୍ଲା…

ମାଲବାହି ମିନି ଟ୍ରକ ଦୁର୍ଘଟଣା ଗ୍ରସ୍ତ ଜଣେ ଗୁରୁତର

Posted by - May 27, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ସ୍ଥାନୀୟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାଯ୍ୟାଳୟ ସମ୍ମୁଖ ରାସ୍ତାରେ ଶୁକ୍ରବାର ଦିନ ଏକ ମାଲବାହି ମିନି ଟ୍ରକ ଭାରସାମ୍ୟ…

ଟିଟିଲାଗଡ ସତସଙ୍ଗ କେନ୍ଦ୍ରରେ ଭାଦ୍ରବ ପରିକ୍ରମାର ସପ୍ତମ ସନ୍ଧ୍ୟାରେ ପୂଜାର୍ଚ୍ଚନା ସହ ସତସଙ୍ଗ

Posted by - August 24, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜନ୍ମ ଉପଲକ୍ଷେ ଦେସିଲ ସ୍ଥିତ ସତସଙ୍ଗ କେନ୍ଦ୍ରରେ ଭାଦ୍ରବ ପରିକ୍ରମାର ସପ୍ତମ ସନ୍ଧ୍ୟାରେ ସତସଙ୍ଗ ଏବଂ ଆନନ୍ଦ…