Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଖପ୍ରାଖୋଲ ରେ କୃଷି ବିଭାଗ ତରଫରୁ କୃଷକ ସଚେତନତା ରଥ ର ଶୁଭାରମ୍ଭ

62 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ କୃଷକ ସଚେତନତା ରଥ ର ଶୁଭାରମ୍ଭ ବି ଏ ଓ ଡମ୍ବରୁ ଧର ମେହେର ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ। ସଚେତନା ରଥ ଗାଁ ଗାଁ ଯାଇ ଲୋକଙ୍କୁ ଓଡ଼ିଶା କୃଷକ ପୋର୍ଟାଲ ରେ ଚାଷୀ ପଞ୍ଜିକରଣ ଉପରେ ଚାଷୀ ଙ୍କୁ ସଚେତନ କରିବା ବୋଲି ଜଣାଯାଇଛି। ଶୁଭାରମ୍ଭ ଅବସରରେ ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ, ଏଫ୍ ଇ ଏସ ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ, କୁମୁଦିନୀ ପାଣିଗ୍ରାହୀ, ନୀଳାମ୍ବର ବିଶ୍ବାଳ, ସମ୍ପତି ଭୋଇ, ଲଳିତ ପଧାନ ପ୍ରମୁଖ କୃଷି କର୍ମଚାରୀ, କୃଷକ ସାଥି ଉପସ୍ଥିତ ଥିଲେ।

Related Post

ପ୍ଲାଟଫର୍ମ ନିର୍ମାଣ ଦାବିକୁ ନେଇ ତୃତୀୟ ଲାଇନ କାମ ବନ୍ଦ କଲେ ଗ୍ରାମବାସୀ

Posted by - January 6, 2022 0
ଅମ୍ବାଦଳା:(ରମାକାନ୍ତ ପୋଢାଳ) ରାୟଗଡା ଜିଲ୍ଲା ଅମ୍ବାଦଳା ପ୍ଲାଟଫର୍ମ ରେ ରେଳ ରହଣି ନିମନ୍ତେ ହେଉ କିମ୍ୱା ପ୍ଲାଟଫର୍ମ ନିର୍ମାଣ ଦାବିକୁ ନେଇ ବିଭିନ୍ନ ସମୟରେ ମନ୍ତ୍ରୀ ନେତାଙ୍କ…

ଭବାନୀପାଟଣା ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖା ଉଦ୍ଘାଟିତ

Posted by - June 22, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବ୍ୟାଙ୍କ ଅଫ ମହାରାଷ୍ଟ୍ର ର ୩୦ ତମ ଶାଖା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜାତୀୟ ରାଜପଥ ୨୬ କେସିଙ୍ଗା…

ସମ୍ବଲପୁର ରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି

Posted by - June 15, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ନବନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଆଜି ସମ୍ବଲପୁର ଠାରେ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନl ଦିଆଯାଇଛି । ରାଜ୍ୟ ସଭା ସାଂସଦ ଭାବରେ ନିର୍ବାଚିତ…

ଧର୍ମଗଡ ବିଡିଓ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Posted by - May 17, 2022 0
ଭବାନୀପାଟଣା ;(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଆଜି ସ୍ଥାନୀୟ ଧର୍ମଗଡ ଉପଖଣ୍ଡ ସ୍ଥିତ ବିଡିଓଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ ଗାଭାଲି ପରାଗ ହର୍ଷଦ୍…

ଅବସର ପ୍ରାପ୍ତ ଶିକ୍ଷକ ବାଙ୍କ ବିହାରୀ ଖମାରି ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Posted by - August 1, 2022 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉଛୁଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ବାଙ୍କ ବିହାରୀ ଖମାରି…