ବିଧାୟକ ପଦ୍ମନାଭ ବେହେରାଙ୍କ ୭ଟି ଉନ୍ନୟନ ପ୍ରକଳ୍ପର ଉଦଘାଟନ

31 0

ସୋନପୁର:(ଅଜିତ କୁମାର ପୂଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଅନେକ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିଛନ୍ତି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା l ଏହି କାର୍ଯ୍ୟକ୍ରମ ରେ ଉଲୁଣ୍ଡା ବ୍ଲକ ସଦର ରେ ନବନିର୍ମିତ ବ୍ଲକ ମିଶନ ଶକ୍ତି ଭବନର ଉଦଘାଟନ କରିବା ସହିତ ଚଡାଇପଙ୍କ ଗ୍ରାମରେ ଅମ୍ରୁତଧାରା, କ୍ଷେମାଲୋଏ ଗ୍ରାମରେ ଉପ ସ୍ବାସ୍ଥ୍ଯ କଲ୍ଯାଣ କେନ୍ଦ୍ର, ବରପଦର ଗ୍ରାମରେ ମିଶନ ଶକ୍ତି ଗ୍ରୁହ ଏବଂ କମ୍ଯୁନିଟି ସେଣ୍ଟର , ପଞ୍ଚମହଲା ରେ କମ୍ଯୁନିଟି ସେଣ୍ଟର ଏବଂ କୁମରକେଲି ଗ୍ରାମର କନ୍ଧପଡାରେ ଏକ ଗୋଷ୍ଠୀ କେନ୍ଦ୍ର ର ଉଦଘାଟନ କରାଯାଇଛି l

ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ପ୍ରକଳ୍ପ ଗୁଡିକର ଶୁଭଉଦ୍ଘାଟନ ପୂର୍ବକ ଲୋକାର୍ପଣ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ବିଡିଓ ହେମସାଗର ଭୋଇ, ଉଲୁଣ୍ଡା ବ୍ଲକ ଅଧ୍ଯକ୍ଷା ଶାନ୍ତିଲତା ମିଶ୍ର, ଜୋନ -୧ ଜିଲ୍ଲାପରିଷଦ ବିଜୟାଲକ୍ଷ୍ମୀ ତରାଇ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ବୀରମହାରାଜପୁର ବ୍ଲକ ଉପାଧକ୍ଷ ନାରାୟଣ ଲୁହା, ଉଲୁଣ୍ଡା ବ୍ଲକ ଉପାଧକ୍ଷ ସଂଜୀବ ଦେହେରୀ ପ୍ରମୁଖ ସାମିଲ ହୋଇଥିଲେ ଅନ୍ଯମାନଙ୍କ ମଧ୍ଯରେ ସ୍ଥାନୀୟ ସରପଂଚ ଏବଂ ସମିତି ସଭ୍ଯ ସଭ୍ଯା, ଯୁବନେତା କୁର୍ତ୍ତିବାସ ମିଶ୍ର, ବିହାରୀଲାଲ ମିଶ୍ର ସମେତ ଅନେକ ଦଳୀୟ କର୍ମୀ ସାମିଲ ହୋଇଥିଲେ।

 

Related Post

ପ୍ରଥମ ନୋଡାଲ ବୈଠକ

Posted by - September 3, 2021 0
ମାଥିଲି ::(ଅବଦୁଲ ଗନି)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମାଥିଲି ଗ୍ରାମପଂଚାୟତ ସରପଞ୍ଚ ଗୌରୀ ବଟେ ଙ୍କ ସଭାପତିତ୍ୱରେ ମାଥିଲି ଗ୍ରାମପଂଚାୟତ ର 15ଟି ୱାର୍ଡରେ ଥିବା ସମସ୍ତ…

ଛତ୍ରପଡ଼ା ରେ ରାଜସ୍ୱ ମନ୍ତ୍ରୀ ଙ୍କୁ ଏକ ନାଗରିକ ମଞ୍ଚ ରେ ଭବ୍ୟ ସମ୍ବର୍ଦ୍ଧନା 

Posted by - June 25, 2022 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ରାଜ୍ୟ ମନ୍ତ୍ରୀ ମଣ୍ଡଳ ରେ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଙ୍କୁ ମୁଖ୍ୟମନ୍ତ୍ରୀ ସାମିଲ କରିଥିବା ରୁ ଧନ୍ୟବାଦ ଜଣାଇଛନ୍ତି ବିଂଝାରପୁର ବାସୀ।…

ବିଏସପି ସମ୍ବଲପୁର ଲୋକସଭା ସ୍ତରୀୟ କାର୍ଯ୍ୟକତ୍ତା ଙ୍କ ଏକ ଦିବସିୟ ପ୍ରଶିକ୍ଷଣ ଶିବିର

Posted by - August 27, 2022 0
ସମ୍ବଲପୁର:୨୭/୦୮ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଠାରେ ବହୁଜନ ସମାଜ ପାର୍ଟି ତରଫରୁ ଲୋକସଭା ସ୍ତରୀୟ କାର୍ଯ୍ୟକର୍ତ୍ତା ଙ୍କ ପ୍ରଶିକ୍ଷଣ ଶିବିର ତଥା ସମ୍ବିଳନି ଆଜି ଅନୁଷ୍ଠିତ ହୋଇଯାଇଛି ।…

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

Posted by - August 19, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)୧୮ /୦୮/୨୦୨୧ -ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର…