Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

51 0

ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ପଲସାଗୋରା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ସରପଞ୍ଚ ସୌଦାମିନୀ ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ସ୍ଵଚ୍ଛତା ହିଁ ସେବା କାର୍ଯ କ୍ରମ ଅନୁଷ୍ଠିତ ହୋଇ ଯାଇଛି !ଉକ୍ତ କାର୍ଯକ୍ରମ ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଉନ୍ନୟନ ଅଧିକାରୀ ପ୍ରତାପ କୁମାର ପ୍ରଧାନ ,ଜିଲ୍ଲା ପରାମର୍ଶ ଦାତା ଆର୍ତ୍ତ ତ୍ରାଣ ପାଢ଼ୀ,ବି ଆର୍ ସି,ଅର୍ଜୁନ ଦାସ,ପି ଇ ଓ ଜୟଦେବ ପ୍ରଧାନ,ସମାଜ ସେବୀ ମୁନା ମିଶ୍ର,ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରି ମାନିନୀ ସାହୁ,ଯୋଗଦେଇ ସ୍ଵଚ୍ଛତା ହିଁ ସେବା କାର୍ଯକ୍ରମ ଉପରେ ବକ୍ତବ୍ୟ ରଖିଥିଲେ, କାର୍ଯକ୍ରମ କୁ ମାଷ୍ଟର ଟ୍ରେନର ରଞ୍ଜନ କୁମାର ପାତ୍ର ସଂଯୋଜନା କରିଥିବା ବେଳେ ମାଷ୍ଟର ଟ୍ରେନର ପୂର୍ଣ୍ଣ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ !

କାର୍ଯକ୍ରମରେ ଟ୍ରେନର ବିକାଶ ସିଂ, ଶ୍ରୀହରି ବାଗ,ମୁକ୍ତେଶ୍ଵର ପ୍ରଧାନ,ସମର୍ପଣ ସାଲମା ଭାଗିରଥି ମଲ୍ଲିକ,ସତ୍ୟବତୀ ପ୍ରଧାନ,ନିଳୀମା ମେହେର ,କଳ୍ପନା ଗୁରୁ,ପଦ୍ମିନୀ ପଣ୍ଡା,ପୁଷ୍ପଲତା ମହାକୁଡ, କୁନି ରଣା, କୌଶଲ୍ୟା ପାଣିଗ୍ରାହି,ପଦ୍ମାବତୀ ରଣା, ଅନୁପମା ଥନାପତି ଦିପାଞ୍ଜଳି ସାହୁ,ସଂଗୀତା ମହାକୁଡ, ସୂର୍ୟକାନ୍ତି ଭୁକ୍ତା,ପଙ୍କଜିନୀ କର୍ଣ୍ଣ ,ମଞ୍ଜୁ ଶ୍ରୀ ପ୍ରଧାନ,ବାସନ୍ତୀ ସାହୁ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ,ଶେଷରେ ସାମୁହିକ ସଫେଇ ଓ ହାତଧୁଆ କାର୍ଯକ୍ରମ କରାଯାଇଥିଲା l

Related Post

ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

Posted by - April 26, 2022 0
କଳାହାଣ୍ଡି  : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ନଦୀକୁ ଗାଧୋଇବାକୁ ଯାଇ ଜୈନିକ ଯୁବକ ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି…

ନୂଆ ଆଲୋକ ସଂଗଠନ ସମ୍ବର୍ଦ୍ଧିତ

Posted by - December 13, 2019 83
ଯାଜପୁର -( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ନୂଆ ଆଲୋକ, ରାଜ୍ୟର ବରିଷ୍ଠ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱପ୍ନ ଫାଉଣ୍ଡେସନ ଦ୍ୱାରା ତାର ସେବାମୂଳକ…

ବୌଦ୍ଧ ଟାଉନ ହଲ ଠାରେ ନିଯୁକ୍ତି ମେଳା ୨୦୨୧-୨୨ ଅନୁଷ୍ଠିତ

Posted by - April 6, 2022 0
ବୌଦ୍ଧ: (ଚିତ୍ତରଂଜନସିଂ)ବୌଦ୍ଧ ଟାଉନ ହଲ ଠାରେ ନିଯୁକ୍ତି ମେଳା ୨୦୨୧-୨୨ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବରେ ଏହି…

ଜିଲ୍ଲା ସ୍ତରୀୟ ୭୨ତମ ବନମହୋତ୍ସବ

Posted by - July 2, 2021 0
ସୋନପୁର:( ଅଜିତ କୁମାର ପୁଝାରୀ )ଙ୍କ ରିପୋର୍ଟ୍ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସୁବର୍ଣ୍ଣପୁର ତରଫରୁ ଜିଲ୍ଲା ସ୍ତରୀୟ 72ତମ ବନମହୋତ୍ସବ ସୋନପୁର ସହର ନିକଟସ୍ଥ…

ଓଡିଶା ରାଜ୍ୟ କୃଷକ ସଂଗଠନ ତରଫରୁ ଚାଷି ସମସ୍ୟାକୁ ନେଇ ରିଲେ ଅନଶନ

Posted by - November 23, 2021 0
ବରଗଡ/ଅତାବିରା:ରାଜ୍ୟରେ ଚାଷିଭାଇଙ୍କ ବିଭିନ୍ନ ସମସ୍ୟା କୁ ନେଇ ସଦାସର୍ବଦା ଓଡିଶା ରାଜ୍ୟ କୃଷକ ସଂଗଠନ ସୁଖ ଦୁଖର ସାଥି ହୋଇ ଚାଷିଭାଇଙ୍କ ସହ ହାତକୁ ହାତ ମିଶାଇ…