Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଲକ୍ଷ୍ମୀ ନାଳରେ ଭାସି ଜଣେ ମୃତ, ଦୁଇଦିନ ପରେବୁଦାମୁଳୁ ମୃତ ଶରୀର ଉଦ୍ଧାର

41 0

ବୌଦ୍ଧ: (ଚିତ୍ତରଞ୍ଜନ ସିଂ )ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ଅନ୍ତର୍ଗତ ଲକ୍ଷ୍ମୀ ନାଳ ପାଣିରେ ଭାସି ଯାଇ ଜଣେ ଯୁବକ ମୃତ ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ହେଲେ ପୁରୁଣାକଟକ ଥାନା ଅନ୍ତର୍ଗତ ସାଲକଟା ଗ୍ରାମର ପ୍ରମୋଦ ଭୋକ୍ତା(୪୬) । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଜାରିରଖିଛି । ପ୍ରାପ୍ତ ସୂଚନା ମତେ ପୁରୁଣାକଟକ ଥାନା ଶାଲକଟା ଗ୍ରାମର ପ୍ରମୋଦ ଭୋକ୍ତା(୪୬) କୋଣସି କାମରେ ନିଜ ବନ୍ଧୁଙ୍କ ଘରକୁ ଗତ ରବିବାର ଦିନ ଯାଇଥିଲେ ।

ସେଠାରୁ ଫେରିବା ସମୟରେ ବାଟରେ ଲଷ୍ମୀନାଳ ପାର ହେବାକୁ ପଡିଥାଏ । ତେବେ ପ୍ରମୋଦ ନାଳ ପାର ହେଇଥିବା ସମୟରେ ହଠାତ ଲକ୍ଷ୍ମୀ ନାଳରେ ବର୍ଷା ପାଣି ଆସିଥିଲା ଯାହାଫଳରେ ସେ ଭାସି ଯାଇଥିଲେ । ତେବେ ପ୍ରମୋଦ ଘରକୁ ଫେରିନଥିବା ବେଳେ ଗତକାଲି ଠାରୁ ପରିବାର ଲୋକେ ସବୁ ଆଡେ ଖୋଜା ଖୋଜି କରିଥିଲେ। ଆଜି ସକାଳୁ କଳାଖଣ୍ଡି ଗ୍ରାମର କିଛି ସ୍ଥାନୀୟ ଲୋକେ ନାଳ କୁ ସୌଚ ପାଇଁ ଯାଇଥିବା ସମୟରେ ନାଳ ର ଏକ ବୁଦା ରେ ଏକ ଅଚିହ୍ନା ଲୋକର ମୃତଦେଖ ଦେଖି ପୁରୁଣା କଟକପୋଲିସ କୁ ଖବର ଦେଇଥିଲେ । ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ଦ୍ୱାରା ଶବ ଚିହ୍ନଟ, ଓ ଜବଦ ହୋଇଥିବା ଜଣାପଡ଼ିଛି।ଏ ସମ୍ପର୍କରେ ପୋଲିସର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

Related Post

ମହିଳା ମହାବିଦ୍ୟାଳୟ ରେ ବିଶ୍ଵ ଏଡ଼ସ ଦିବସ ପାଳିତ

Posted by - December 2, 2021 0
ବେଲଗୁଣ୍ଠା:( ସୁଶାନ୍ତ କୁମାର ବେହେରା )ସ୍ଥାନୀୟ ମହିଳା ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ଡକ୍ଟର ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତା ରେ ବିଶ୍ଵ ଏଡ଼ସ ଦିବସ ପାଳନ ହୋଇଯାଇଅଛି ।…

ଦକ୍ଷିଣାଞ୍ଚଳ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକଙ୍କ ବୌଦ୍ଧ ଜିଲ୍ଲା ଗ୍ରସ୍ତ

Posted by - August 24, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ): ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦେଶକ ଶ୍ରୀଯୁକ୍ତ ଗୁରୁବୀର ସିଂହ, ଓ.ଆଇ.ଏସ(୧) ଏସ. ବି ଆଜି ବୌଦ୍ଧ ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ…

ରାୟଗଡ ଜିଲ୍ଲାପାଳଙ୍କ କଲ୍ୟାଣ ସିଂପୁର ବ୍ଲକରେ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Posted by - July 13, 2022 0
ମୁନିଗୁଡ଼ା:(ରମାକାନ୍ତ ପଡାଲ)ଆଜି ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ କଲ୍ୟାଣ ସିଂପୁର ବ୍ଳକଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ…

ଅସହାୟ ଙ୍କୁ ଛତା ଜୋତା ବଣ୍ଟନ

Posted by - August 22, 2021 0
ବୌଦ୍ଧ:( ଚିତରଂଜନ ସିଂ) ବୌଦ୍ଧ ଜିଲ୍ଲା ପୁରୁଣା କଟକ ର ବିଶିଷ୍ଠ ବ୍ୟବସାୟୀ ତଥା ସମାଜସେବୀ ରାଧେଶ୍ୟାମ ଅଗ୍ରୱାଲ ଓ ତାଙ୍କର ଧର୍ମପତ୍ନୀ ସରସ୍ବତୀ ଦେବୀ ଆଜି…

ମୁଖ୍ୟମନ୍ତ୍ରୀ ଙ୍କ ଭରଚୁଆଲ ମାଧ୍ୟମ ରେ 22ଟି ଜିଲ୍ଲା ରେ 55ଟି ଅତ୍ୟାଧୁନିକ ବସ ଷ୍ଟାଣ୍ଡ ଭିତ୍ତି ପ୍ରସ୍ତର ସ୍ଥାପନ

Posted by - December 24, 2021 0
ବୌଦ୍ଧ (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ର ହରଭଙ୍ଗା ଓ କଣ୍ଟାମାଳ ରେ ହେବ ଅତ୍ୟାଧୁନିକ ବସ ଷ୍ଟାଣ୍ଡ। ଖବର କାଗଜ ହକର ଙ୍କ ଖାତାକୁ ଗଲା…