ଟ୍ରାନସଫରମର ଚୋରି ହେବାର ୫୦ଦିନ ବିତିଲା ଏବେବି ଗାଁ ଅନ୍ଧାରରେ,ବିଭାଗର ନିଘା ନାହିଁ

43 0

ବୌଦ୍ଧ:(ଚିତ୍ତ ରଂଜନ ସିଂ )ବୈଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ନୂଆପଡା ଗ୍ରାମର ରଥସାହିର ଟ୍ରାନସଫରମର ଚୋରିହୋଇ ଦିର୍ଘ  ୫୦ଦିନହେଲା ଅନ୍ଧାରରେ ଥିବା ଅଭିଯୋଗ ହୋଈଥିଲେ ମଧ୍ୟ ବବିଭାଗିୟ କର୍ମଚାରୀ କଣ୍ଣପାତ କରୁନଥିବାର ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି।ରଥସାହିଟି ବଲମାଳ ଭିତରେ ହୋଈଥିବାରୁ ରାତି ମଶା ଓ ବିଷଧର ସାପ ବହାରୁ ଥିବାରୁ ଭୟରେ ଜିବନ ଯାପନ କରୁଥିବାର ଅଭିଯୋଗ ହେଉଛି।

Related Post

କ୍ରିକେଟ ତାରକା ଧୋନିଙ୍କ ଜନ୍ମଦିନ ରେ ରକ୍ତଦାନ ଶିବିର

Posted by - July 8, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଜି ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ତଥା ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୪୦ ତମ ଜନ୍ମ ଦିନ ଉପଲକ୍ଷେ ବିଶିଷ୍ଟ…

କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 28, 2022 0
ବରଗଡ଼ :(ରମାକାନ୍ତ ବିଶ୍ଵାଳ) ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ…

ଅବକ୍ଷୟ ମୁଖୀ ଜଙ୍ଗଳ ଜନ ବସତି ମୁହାଁ ହରିଣ, ଖୋଜୁଛି ବନ ବିଭାଗ

Posted by - April 24, 2022 0
କଳାହାଣ୍ଡି : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କ୍ରମାଗତ ଜଙ୍ଗଳ କ୍ଷୟ ଯୋଗୁଁ ପରିବେଶ ସନ୍ତୁଳନ ହରେଇ ବସିଥିବା ବେଳେ ଜଙ୍ଗଲୀ ବନ୍ୟପ୍ରାଣୀ ଖାଦ୍ୟ…

ଖଡିଆଳ ପ୍ରାଚୀନ ଶିବ ମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି ପାଳିତ

Posted by - January 14, 2022 0
ନୂଆପଡା:(ମେଘନାଦ ନାଏକ)ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ପବିତ୍ର ଏବଂ ପ୍ରାଚୀନ ଶିବ ମନ୍ଦିର ରେ ପାଳିତ ହେଉଅଛି ମକର ସଂକ୍ରାନ୍ତି। ଏହି ଉପଲକ୍ଷେ ମକର ସ୍ନାନ ଓ…

ଯାଜପୁରରେ ଭାରତ ସ୍କାଉଟ୍ ଗାଇଡ଼ର ୩ଦିନିଆ ଜିଲାସ୍ତରୀୟ କ୍ୟାମ୍ପୋରୀ ଉଦ୍ଘାଟିତ ।

Posted by - March 24, 2019 0
ଯାଜପୁର:୨୪.୩(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିରଜା ହାଇସ୍କୁଲ ପରିସରରେ ଭାରତ ସ୍କାଉଟ୍ ଗାଇଡ଼ର “ଜିଲା କ୍ୟାମ୍ପୋରୀ ୨୦୧୯” ଉଦ୍ଘାଟିତ ହୋଇଯାଇଛି । ସ୍କାଉଟ୍ସ୍ ଗାଇଡ୍ସର ରାଜ୍ୟ ମୁଖ୍ୟ…