ଇଟା ବୋଝେଇ ଟ୍ରକ ଓଲଟିଲା , ୭ ଶ୍ରମିକ ଆହତ,ଡାକ୍ତରଖାନାରେ ଭର୍ତି

58 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ଆଜି ସକାଳ ୧୧ଟା ସମୟରେ ବୌଦ୍ଧ ଠାରେ ଥିବା ବି.ଡି.ପି.ଏଲ ଇଟା ଫ୍ୟାକ୍ଟଏରୀରୁ ଏକ ଟ୍ରକ ନମ୍ବର ଓଡି ୧୫ ଜି ୫୬୫୭ ରେ ସିମେଣ୍ଟ ଇଟା ନେଇ ହରଭଙ୍ଗା ଠାରେ ଏଲ.ଏଣ୍ଡ.ଟି ମେଗା ପାନୀୟ ପ୍ରକଳ୍ପକୁ ଇଟା ଦେଇ ଆସୁଥିଲା।ଏହି ଟ୍ରକଟି ହରଭଙ୍ଗା ପୋଷ୍ଟ ଅଫିସ ନିକଟରେ ଥିବା ଏକ ମାଟି ରାସ୍ତା ଦେଇ ଯାଉଥିବା ସମୟରେ ମାଟି ରାସ୍ତାଟି ଦବିଜିବାରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା.ଫଳରେ ଟ୍ରକରେ ବସିଥିବା ୭ ଜଣ ଶ୍ରମିକ ଆହତ ହୋଇଥିବା ଜଣା ପଡିଛି। ସ୍ଥାନୀୟ ଲୋକମାନେ ଶ୍ରମିକ ମାନଙ୍କୁ ଉଦ୍ଧାର କରି ହରଭଙ୍ଗା ଡାକ୍ତର ଖାନାରେ ଚିକିତ୍ସାପାଇଁ ଭର୍ତି କରିଥିଲେ। ହରଭଙ୍ଗା ପୋଲିସ ଖବର ପାଇ ତଦନ୍ତ ଚଳାଇଥିବା ଜଣାପଡିଛି ପ୍ରକାଶ ଥାଉକି ଏହି ରାସ୍ତା ଦେଇ ଭାରି ଜାନ ଯାଇଥିବାରୁ ଏପରି ହେଇଥିବା ଜଣାପଡିଛି ।

Related Post

ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ, ଏସପିଙ୍କ କାର୍ଯ୍ୟାଳୟରେ ନିଖୋଜ ଶ୍ରମିକଙ୍କ ସ୍ତ୍ରୀ ସହ ବିଜେପି ପ୍ରତିନିଧି ଦଳ ଦ୍ୱାରସ୍ତ

Posted by - August 25, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ ଘଟଣାର ନିଖୋଜ ଶ୍ରମିକ ର ସ୍ତ୍ରୀ ହେଲେ ସମ୍ବଲପୁର ଏସପି କାର୍ଯ୍ୟାଳୟ ର…

୪ଲକ୍ଷ ଟଙ୍କା ମୂଲ୍ୟରେ ନାବାଳିକାଙ୍କ ମୁଣ୍ଡଜାମିନ ପ୍ରସ୍ତାବ ଦେଇଥିବା ୩ ଅଭିଯୁକ୍ତ ଗିରଫ

Posted by - November 19, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗତ ନଭେମ୍ବର ୩ ତାରିଖ କାଳୀପୂଜା ଦୀପାବଳି ପୂର୍ବଦିନ ରେଙ୍ଗାଲି ବ୍ଲକ ନିଶାନଭଙ୍ଗା ଗ୍ରାମ ରୁ ନିଖୋଜଥିବା ନାବାଳିକା (୧୭)ଙ୍କୁ ଅପହରଣ କରାଯିବା ଏବଂ ତାଙ୍କ…

ଇପିଏଫ ପେନ୍‌ସନରର୍ସ ଆସୋସିଏସନ୍ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ମାରକ ପତ୍ର

Posted by - March 5, 2020 468
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଅଲ ଓଡ଼ିଶା ଇପିଏଫ ପେନ୍‌ସନରର୍ସ ଆସୋସିଏସନ୍ ଆହ୍ନାନ କ୍ରମେ ଯାଜପୁର ଜିଲା ପକ୍ଷରୁ ୩ ଦଫା ଦାବୀ ପୂରଣନେଇ ପ୍ରଧାନମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ମାରକ…

ଆଇନ ଶୃଙ୍ଖଳ ସ୍ଥିତି ବିପର୍ଯ୍ୟସ୍ତ ବିରୁଦ୍ଧ ରେ ସାମ୍ବାଦିକ ସମ୍ମିଳନୀ କଲେ ପାଟଣାଗଡ ବଣିକ ସଂଘ

Posted by - August 9, 2022 0
ପାଟଣାଗଡ଼: ୦୯/୦୮(ତାପସ ରଞ୍ଜନ ବେହେରା ) ପାଟଣାଗଡ଼ ଅଞ୍ଚଳରେ ଗତ କିଛିଦିନ ହେବ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଯୋଗୁଁ ପାଟଣାଗଡ ବଣିକ ସଂଘ ତରଫରୁ…

ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ

Posted by - July 8, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେକ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଙ୍କ ପ୍ରତ୍ଯେକ୍ଷ…