ପାଲା ମାଧ୍ୟମରେ ଆଇନ୍‌ ସଚେତନତା କାର୍ଯ୍ୟକ୍ରମ

25 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା ସରସରା ଗ୍ରାମ ପଂଚାୟତ ଠାରେ ପାଲା ନାଟକ ମାଧ୍ୟମରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ କରାଯାଇଅଛି l ଏହାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚିବ ଶ୍ରୀ ଚରଣଜିତ ଓରାମ ଅଧକ୍ଷତା କରିଥିଲେ l ଏହି କାର୍ଯ୍ୟକ୍ରମ ଟି ବହିରା ଗ୍ରାମର ମା ମାହେଶ୍ୱରୀ ମହିଳା ପାଲା ଗ୍ରୁପ ପରିଚାଳନା କରିଥିଲେ l

ଏହି କାର୍ଯ୍ୟକ୍ରମରେ ଲୋକମାନଙ୍କୁ ମହିଳା ମାନେ କିପରି ଏସିଡ ଆକ୍ରମଣର ଶିକାର ହେଉଛନ୍ତି ତାର ନିରାକରଣ, ଦୋଷୀମାନଙ୍କ ପାଇଁ ଆଇନ ରେ ଥିବା ଦଣ୍ଡର ବିଧାନ, ତା ଛଡା ବାଲ୍ୟ ବିବାହ ନିରାକରଣ, ପୀଡିତ କ୍ଷତିପୂରଣ ଦାବି, ଶିଶୁଙ୍କୁ ଉଚିତ ଶିକ୍ଷା ଓ ମହିଳା ମାନଙ୍କପାଇଁ ଥିବା ଅନ୍ୟାନ୍ୟ ଯୋଜନାମାନ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ କରାଯାଇଅଛି l ଏଥିରେ ସରସରା ଗ୍ରାମ ପଂଚାୟତର ସବୁଗ୍ରାମର ଲୋକ ଏକାଠି ହୋଇ ଏହାକୁ ସାଫଲ୍ୟମଣ୍ଡିତ କରଥିଲେ l

Related Post

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଚାଲିଛି ସାତ ଦିନ ବ୍ୟାପି ଫୁଡ ଫର ହଙ୍ଗର କାର୍ଯ୍ୟକ୍ରମ

Posted by - September 14, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ) ବର୍ଷ ତମାମ ଟିଟିଲାଗଡ଼ ଲାୟନ୍ସ କ୍ଲବ ସଦା ସର୍ବଦା ବିଭିନ୍ନ ସାମାଜିକ ତଥା ସେବା କାର୍ଯ୍ୟ କରିଥାନ୍ତି। ଏହି ମାସ ୧୧ ତାରିଖ…

ରାଜ୍ୟ ମହିଳା ଆୟୋଗଙ୍କ ବୌଦ୍ଧଗସ୍ତ

Posted by - November 24, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଟାଉନହଲଠାରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରା ଆୟୋଜିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କମିଶନ ଡଃ. ମିନତୀ…

ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ୨ମୃତ ।

Posted by - January 28, 2020 2
ଅନୁଗୋଳ -(ମହେଶ ଭୋମରାଜ)ଅନୁଗୋଳ ଜ଼ୀଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କଂଜା ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ ଘଟିଛି । ଜନ୍ତୁ ଶିକାର ପାଇଁ…

ରୁଦ୍ରକାଳୀ ମନ୍ଦିର ପ୍ରତିଷ୍ଠା ଦ୍ୱତୀୟ ଦିବସରେ ଭକ୍ତଙ୍କ ସମାଗମ

Posted by - April 5, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ଠାରେ ନୂତନ ରୁଦ୍ରକାଳୀ ମନ୍ଦିର ପ୍ରତିଷ୍ଠା ଆଜି ଦ୍ୱତୀୟ ଦିବସରେ ବହୁ ଭକ୍ତଙ୍କ ବହୁ ସମାଗମ ହୋଇଥିଲା।ଆଜି ବୌଦ୍ଧ ବିଧାୟକ ପ୍ରଦୀପ କୁମାର…

ଜିଲ୍ଲା ବାଲ୍ୟବିବାହ ନିରାକରଣ ଟାସ୍କ ଫୋର୍ସ କମିଟି ବୈଠକ

Posted by - August 4, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ଜିଲ୍ଲାରେ ବାଲ୍ୟ ବିବାହ ତଥା କିଶୋରୀ ମାତୃତ୍ୱ କୁ ସମ୍ପୂର୍ଣ ବନ୍ଦ କରିବା ଉଦେଶ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ଶ୍ରୀମତୀ ଆବୋଲୀ ସୁନିଲ ନରୱଣେ…