ମ।ଲପଡ଼ା ସେବାଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

50 0

ପାଟଣାଗଡ : (ତାପସ ରଞ୍ଜନ ବେହେରା)  ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମାଲପଡା ସେବା ଆଶ୍ରମ ବିଦ୍ୟାଳୟ କୁ ସାଂସଦ ନିରଞ୍ଜନ ବିଶି ପରିଦର୍ଶନ କରିଥିଲେ । ଆଶ୍ରମ ବିଦ୍ୟାଳୟ ପରିସର ରେ ରହିଥିବା ଛାତ୍ରାବାସ, ଶୌଚାଳୟର , ଶ୍ରେଣୀ ଗୃହ ବୁଲି ଦେଖିଥିଲେ । ଏହା ସହ ଶ୍ରେଣୀ ଗୃହ ରେ ଛାତ୍ର ଛାତ୍ରୀମାନଙ୍କୁ ପାଠ ପଢ଼ାଇଲେ । ଛାତ୍ରଛାତ୍ରୀ ମାନଙ୍କ ରହିଥିବା ସମସ୍ୟା ପଚାରି ବୁଝିଥିଲେ ।

ପ୍ରଧାନ ଶିକ୍ଷକ ଆଶ୍ରମ ବିଦ୍ୟାଳୟରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଯଥା ଛାତ୍ରଛାତ୍ରୀ ଅନୁସାରେ ଶ୍ରେଣୀ ଗୃହ ବୃଦ୍ଧି କରିବା, ଛାତ୍ରଛାତ୍ରୀଙ୍କ ପାଇଁ ଶୌଚାଳୟ, ଛାତ୍ରଛାତ୍ରୀଙ୍କ ପାଇଁ କପଡ଼ା ସଫା କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଭଲ ଭାବରେ ଶିକ୍ଷାଦାନ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ସାଂସଦ ଆଶ୍ରମର ସାମୁହିକ ବିକାଶ କରିବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ ।

Related Post

କଳିଙ୍ଗନଗର ଗୁଳିକାଣ୍ତକୁ ୧୩ ବର୍ଷ,କଟା ପାପୁଲିର ଡିଏନ୍‌ଏ ଟେଷ୍ଟ କରାଅ, ଗୁଳିକାଣ୍ଡ ତଦନ୍ତ ରିପୋର୍ଟ ପୁନଃ ପ୍ରକାଶ କର

Posted by - January 4, 2019 26
ଡୁବୁରି :୨୦୦୬ ଜାନୁଆରି ୨ ଗୁଳିକାଣ୍ତରେ ମୃତକଙ୍କ ପାଇଁ ଆଦିବାସୀ ପରମ୍ପରା ଅନୁଯାୟୀ ସକାଳେ ବୀରଭୂମି ଆମ୍ବଗଡିଆ ଠାରେ ଦରି ଦୁଲସନମ ଅନୁଷ୍ଠିତ ହୋଇଥିଲା। ଏହାପରେ ହଇରାଚାମ…

କ୍ୟାପିଟାଲ ହସ୍ପିଟାଲରେ ଲାଗୁ ହେଲା ଦରବୃଦ୍ଧି, କ୍ୟାବିନ୍ ସମେତ ଏମ୍‌ସିଏଚ୍‌ କ୍ୟାବିନ୍ ଦର ବଢ଼ିଲା

Posted by - October 2, 2019 0
ଭୁବନେଶ୍ବର: ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରେ କ୍ୟାବିନ୍ ଦରବୃଦ୍ଧି ଲାଗୁ ହୋଇଛି। କିଛି ଦିନ ପୂର୍ବରୁ ହସ୍ପିଟାଲର ସାଧାରଣ ପରିଷଦ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ହୋଇଥିଲା। ଫଳରେ…

ସୁବର୍ଣ୍ଣପୁରରେ ଶିଳ୍ପ ନିର୍ଦ୍ଦେଶକଙ୍କ ସମୀକ୍ଷା ବୈଠକ

Posted by - November 13, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ , ଆଇଏଏସଙ୍କ ଏକ ସମୀକ୍ଷା ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି…

ଅନୁଗୁଳ ହନୁମାନ ଭକ୍ତ ମଣ୍ଡଳୀ ଆନୁକୂଲ୍ୟରେ ଦ୍ବିଦିବସୀୟ ୨୧ ତମ ବାର୍ଷିକ ଶହସ୍ର କୁମ୍ଭ ସ୍ଥାପନ ଓ ୧୦୮ ହନୁମାନ ଚାଳିଶା ପାଠ

Posted by - December 23, 2019 0
ଅନୁଗୁଳ: ହନୁମାନ ଭକ୍ତ ମଣ୍ଡଳୀ ଆନୁକୂଲ୍ୟରେ ଦ୍ବିଦିବସୀୟ ୨୧ ତମ ବାର୍ଷିକ ଶହସ୍ର କୁମ୍ଭ ସ୍ଥାପନ ଓ ୧୦୮ ହନୁମାନ ଚାଳିଶା ପାଠ ଅମଲାପଡା ସ୍ଥିତ ବାସନ୍ତୀ…

ଶ୍ରମିକଙ୍କୁ ନେଇ ଯାଉଥିବା ଅମ୍ବୁଲାନ୍ସ ୨ଟି ଆମ୍ବୁଲାନ୍ସକୁ ଜବତ କଲା ପୋଲିସ

Posted by - April 2, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଏବେ ରୋଗୀ ସେବାରେ ଆମ୍ବୁଲାନ୍ସ ନୁହେଁ, ଶ୍ରମିକଙ୍କୁ ଭଡାରେ ନେଇ ଯାଉଛି ଆମ୍ବୁଲାନ୍ସ । ଏଭଳି ପୃଥକ ଘଟଣାରେ ୨ଟି ଆମ୍ବୁଲାନ୍ସକୁ ଜବତ…