ବୃନ୍ଦାବନ ଗ୍ରାମସ୍ଥିତ ପର୍ଯ୍ୟବେକ୍ଷଣ ଗୃହ ଓ ନିରୀକ୍ଷଣ ଗୃହ ପରିଦର୍ଶନ

32 0

ବୌଦ୍ଧ: (ଚିତ୍ତ ରଂଜନ ସିଂ) ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁ ବୃନ୍ଦାବନ ଗ୍ରାମସ୍ଥିତ ପର୍ଯ୍ୟବେକ୍ଷଣ ଗୃହ ଓ ନିରୀକ୍ଷଣ ଗୃହ ପରିଦର୍ଶନ କରିଥିଲେ । ତାଙ୍କ ସହିତ ଉପଜିଲ୍ଲାପାଳ ସନତ କୁମାର ନାଏକ,ଅଧିକ୍ଷଣ ଯନ୍ତ୍ରୀ ପୁର୍ତ୍ତ ବିଭାଗ ପ୍ରଭାତ ଦାଶ ଓ ସହକାରୀ ଯନ୍ତ୍ରୀ ନିରଞ୍ଜନ ଧଳ ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ ଏବଂ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ପ୍ରକଳ୍ପର ଅସଂପୁର୍ଣ୍ଣ କାର୍ଯ୍ୟ ତୁରନ୍ତ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେବା ସହିତ ଉଦ୍ୟାନ ନିର୍ମାଣ ଓ ସଂଲଗ୍ନ ରାସ୍ତା ଏବଂ ବିଦ୍ୟୁତ ସଂଯୋଗୀକରଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ

Related Post

ବୃହତ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ,ଅଭିଭକ୍ତ କନ୍ଧମାଳ ଜିଲ୍ଲାର ୫ଟି ବ୍ଲକବାସୀ ହେବେ ଉପକୃତ

Posted by - January 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକବାସୀଙ୍କ ପିଇବା ପାଣି ସମସ୍ୟା ଦୂରହେବାର ସମ୍ଭବ ହୋଇଛି।ହରଭଙ୍ଗା ବ୍ଲକର ସଙ୍କୁଲୋଇ ପଂଚାୟରର ପାଣିଘରା ଠାରୁ ପାଇପ ଯୋଗେ ପାନୀୟ…

ଶଙ୍କର୍ଷଣ ପ୍ରଧାନ ବୌଦ୍ଧ ଜିଲ୍ଲା ଜିଲ୍ଲାପରିଷଦ ଚାମ୍ପିଅନ

Posted by - March 3, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ଜିଲ୍ଲାପରିଷଦ ଚାମ୍ପିଅନ ହୋଇଛନ୍ତି ଶଙ୍କର୍ଷଣ ପ୍ରଧାନ। ଆଠ ଗୋଟି ପଂଚାୟତ ମନମୁଣ୍ଡା, ଗୁଡ଼ଭେଳିପଦର, ବିଳାଶପୁର,ଶୁଣ୍ଢିପଦର,ବରଗୋଛା,ଯୋଗୀନ୍ଦ୍ରପୁର,ଖଟଖଟିଆ,ଘିକୁଣ୍ଡି କୁ ନେଇ ଗଠିତଯୋନ ନଂ 3 ରୁ…

ମୂଳାପାଳ ସ୍ଥିତ ଲିଙ୍ଗେଶ୍ୱର ମନ୍ଦୀର ପରିସରରେ ନୂତନ ଅଡିଓ ସିଡି ଉନ୍ମୋଚନ

Posted by - February 15, 2020 0
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ଲକ ମୂଳାପାଳ ସ୍ଥିତ ଲିଙ୍ଗେଶ୍ୱର ମନ୍ଦୀର ପରିସରରେ ଏକ ନୂତନ ଅଡିଓ ସିଡି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲିଙ୍ଗେଶ୍ୱର ଉନ୍ନୟନ…

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡିର ହଡତାଳ

Posted by - November 25, 2021 0
ମାଥିଲି: (ଅବଦୁଲ ଗନି) ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ମାଲକାନଗିରି ଜିଲ୍ଲା ମାଥିଲିରେ ଚିତ୍ରକୋଣ୍ଡା ବିଧାୟକ ତଥା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବାକାଙ୍କ ନେତୃତ୍ୱରେ…

ରକ୍ତତୀର୍ଥ କୁଦୋପାଲିରେ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

Posted by - December 31, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ଵାଳ )୧୮୫୭ କ୍ରାନ୍ତିର ମୁକସାକ୍ଷୀ ସମ୍ବଲପୁର କୁଦୋପାଲି ଘାଟିରେ ଗୋଟିଏ ଦିନରେ ୫୩ ଜଣ ଇଂରେଜ ଗୁଲିରେ ଶହିଦ ହେବା ସହ ୫ ଜଣ ଫାଶିଖୁଣ୍ଟରେ…