Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ସେବା ଦିବସ ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

92 0

ମୁନିଗୁଡା : (ରମାକାନ୍ତ ପଡାଲ) ଭାରତର ଯସସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ରାୟଗଡା ଜିଲ୍ଲା ମୁନିଗୁଡା ଶୌଣ୍ଢିକ ମଙ୍ଗଳ ଭବନ ପରିସରରେ ଭାରତୀୟ ଜନତା ପାର୍ଟିର ଓବିସି,ଯୁବ ମୋର୍ଚ୍ଚା, ସମ୍ବାଦ ଆମ ଓଡିଶା ଓ ଆଦର୍ଶ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସେବାଦିବାସ ଉପଲକ୍ଷେ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

ଉକ୍ତ ରକ୍ତ ଦାନ ଶିବିରକୁ ମୁନିଗୁଡା SDPO ଆକାଶ ସାହୁ ଉଦଘାଟନ କରିଥିବା ବେଳେ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ଡ଼ଃ ରାମଚନ୍ଦ୍ର ବେହେରା, ଜିଲ୍ଲା ବିଜେପି ଉପସଭାପତି ରାମକୃଷ୍ଣ ପଣ୍ଡା, ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ନୀଳାଦ୍ରୀ ବିହାରୀ ପାତ୍ର,ଯୁବ ମୋର୍ଚ୍ଚା ବ୍ଲକ ସଭାପତି ନରେନ୍ଦ୍ର ନାଗ,ସମ୍ବାଦ ପ୍ରତିନିଧି ରାଜୀବ ଲୋଚନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। “ରକ୍ତ ଦାନ ମହତ ଦାନ”ରେ ସାମିଲ ହୋଇ ବିଜେପି କର୍ମକର୍ତ୍ତା, ଆଦର୍ଶ ବିଦ୍ୟାଳୟ ଓ ଏଚଡିଏଫସି କର୍ମଚାରୀ ସ୍ବେଚ୍ଛାକୃତ ରକ୍ତଦାନ କରିଛନ୍ତି। ଏହି ଶିବିରକୁ ରାୟଗଡା ରକ୍ତ ଭଣ୍ଡାର ପରିଚାଳନା କରିଥିବା ବେଳେ ଏହି ଶିବିରରେ ୨୫ ୟୁନିଟରୁ ଉର୍ଦ୍ଧ ରକ୍ତ ସଂଗୃହୀତ ହୋଇଛି।

Related Post

ସମ୍ବଲପୁରେ ପାଳିତ ହେଲା ଜଡିବୁଟି ଦିବସ

Posted by - August 6, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ଵାଳ ) ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକୃଷ୍ଣ ଙ୍କ ଜନ୍ମ ଦିବସ ଉପଲକ୍ଷେ ସାରା ଭାରତ ବର୍ଷରେ ଜଡିବୁଟି ଦିବସ ଭାବେ ପାଳିତ ହୋଇଯାଇଛି l…

ହରଭଙ୍ଗା ତହସିଲଦାରଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

Posted by - July 28, 2021 0
ବୌଦ୍ଧ 27/07 : (ଚିତ୍ତରଂଜନସିଂ)ହରଭଙ୍ଗା ବ୍ଲକ୍ ଖରଭୂଇଁ ଗ୍ରାମବାସୀଙ୍କ କ୍ରସର୍ ବିରୋଧୀ ଆନ୍ଦୋଳନ ବହୁ ଦିନରୁ ଚାଲିଛି l ଲୋକଙ୍କ ଧନ ଜୀବନକୁ ପ୍ରଶାସନ ସୁରକ୍ଷା ଦେବା…

କଳାହାଣ୍ଡି ର ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ଗସ୍ତରେ DRDA ପ୍ରକଳ୍ପ ନିର୍ଦେଶକ

Posted by - May 6, 2022 0
ଭବାନୀପାଟଣା:(କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଥୁଆମୂଳ ରାମପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ବୁଲି ଦେଖିଥିଲେ।ପ୍ରକଳ୍ପ ନିର୍ଦେଶକ ସୋମେଶ…

ଜିଲ୍ଲା ପ୍ରେସ କ୍ଳବ ର ସାଧାରଣ ବୈଠକ

Posted by - July 14, 2022 0
ବୌଦ୍ଧ 🙁 ଚିତ୍ତରଂଜନସିଂ)ଜିଲ୍ଲା ପ୍ରେସ କ୍ଳବ ର ସାଧାରଣ ବୈଠକ ଆଜି ସାମ୍ବାଦିକ ଫୋରମ କାର୍ଯ୍ୟାଳୟ ଠାରେ ସଭାପତି ବରଜ କୁମାର ବେହେରା ଙ୍କ ଅଧକ୍ଷତାରେ ଅନୁଷ୍ଠିତ…

ମୁନିଗୁଡା ବ୍ଲକ ର ବିଭିନ୍ନ ସ୍ଥାନରେ ୭୬ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

Posted by - August 18, 2022 0
ମୁନିଗୁଡା:(ରମାକାନ୍ତ ପଡାଲ) ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ର ବିଭିନ୍ନ ସ୍ଥାନରେ 76ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳନ କରାଗଲା l ଆମ୍ଳାଭଟ୍ଟା ପଞ୍ଚାୟତ ର ସାମନ୍ତ…