ଖପ୍ରାଖୋଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମସ୍ୟା ସମାଧାନର ଦେଲେ ପ୍ରତିଶୃତି

30 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଶନିବାର ଦିନ ପରିଦର୍ଶନ କରିଥିଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି। ଗସ୍ତ ଅବସରରେ ସ୍ବାସ୍ଥ୍ୟ କେନ୍ଦ୍ର ର ଇନ ଦୋର ଓ ଆଉଟ୍ ଡୋର ବୁଲି ଦେଖିବା ସହ ରୋଗୀଙ୍କ ସହ ସେବା ସମ୍ପର୍କ ରେ ପଚାରି ବୁଝିଥିଲେ । ଡାକ୍ତର ଖାନା ସଫା ସୁତୁରା ଦେଖି ଖୁସି ବ୍ୟକ୍ତ କରିଥିଲେ। ପରେ ମେଡିକାଲ ଅଫିସର ଡ଼ା ରାଜ ନାରାୟଣ ସ୍ୱାଇଁ ଙ୍କୁ ଭେଟି ସ୍ବାସ୍ଥ୍ୟ କେନ୍ଦ୍ରର ଖାଲି ପଡ଼ିଥିବା ବିଭିନ୍ନ ପଦବୀ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

ସ୍ବାସ୍ଥ୍ୟ କେନ୍ଦ୍ର ରେ ସମସ୍ତ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡ଼ିଥିବା ବେଳେ ଜଣେ ମେଡ଼ିସିନ ବିଶେଷଜ୍ଞ ନିଯୁକ୍ତ ହୋଇଥିଲେ ବି ଅନ୍ୟତ୍ର ଡେପୁଟେସନ କରାଯାଇଥିବାରୁ ତାକୁ ବାତିଲ କରି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତ କରିବା ପାଇଁ ପ୍ରେସ କ୍ଲବ ସଦସ୍ୟ ଜଣାଇଥିଲେ । ସମସ୍ୟା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲାପାଳ ଙ୍କୁ ଜଣାଇ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଶ୍ରୀ ବିଶି ପ୍ରତିଶ୍ରୁତି ଦେଇଥିଲେ ।

Related Post

ବଣମଲ୍ଲୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ହିଁ ମାଟିଲଗ୍ନାର ସୃଷ୍ଟି

Posted by - November 13, 2021 0
ମାଥିଲି :(ଅବଦୁଲ ଗନି)ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଆଜି ମାଲକାନଗିରି ଜିଲ୍ଲାର ମାଥିଲି ଜୁନିୟର କଲେଜ ସଭାଗୃହ ଠାରେ ମାଟିଲଗ୍ନା ରାଜ୍ୟ…

ଧୁମଧାମ୍‌ରେ ଚାଲିଛି ଚଡ଼କ ମେଳା: ଆଜି ପାରମ୍ପରିକ ପାଟ ପର୍ବ ଅନୁଷ୍ଠିତ ହେବ

Posted by - April 13, 2019 0
ଜଳେଶ୍ୱର:ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ପୀଠରେ ଧୁମଧାମରେ ଚଡ଼କ ମେଳା ଚାଲିଛି। ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଏହି ମେଳା ଆଜି ଶେଷ ହେବ। ଅନ୍ତିମ ଦିନରେ ପାରମ୍ପରିକ…

ଜାତୀର ପିତା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ

Posted by - October 5, 2019 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ) ଜାତୀର ପିତା ମହାତ୍ମାଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ…

ବଡ଼ବିଲ: ୨୮ ପ୍ରବାସୀଙ୍କ ପଡୋଶୀ ରାଜ୍ୟ ଝାରଖଣ୍ଡ ପ୍ରଶାସନ ସହାୟତାରେ ଘର ବାହୁଡା।

Posted by - May 7, 2020 0
ବଡବିଲ:(ସୀତାରାମ ଦୀକ୍ଷିତ) କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ଵ ଥରହର ହେଉଥିବା ବେଳେ ଆମ ଦେଶରେ ମଧ୍ୟ ଏହାର ପ୍ରକୋପ ବୃଦ୍ଧି ହେବାରେ ଲାଗିଛି ଏବଂ ଆମ…

ଦଶରଥପୁର ବ୍ଲକ ବନପୁରରେ ୨୦୦ତମ ଦୋଳ ମହୋତ୍ସବ ଅନୁଷ୍ଠିତ

Posted by - March 13, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଦଶରଥପୁର ବ୍ଲକ ବନପୁରରେ ୨୦୦ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଦିଲୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି…