Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବିଭିନ୍ନ ସଂଗଠନ ତରଫରୁ ଅଇଁଠା ପାଲି ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ

24 0

ସମ୍ବଲପୁର:  (ରମାକାନ୍ତ ବିଶ୍ବାଳ) ବିଭିନ୍ନ ଦାବୀ ନେଇ ଆଜି ପଶ୍ଚିମାଞ୍ଚଲ ଏକତା ମଞ୍ଚ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା ମହାସଂଘ, ଜିଲ୍ଲା ଓକିଲ ସଙ୍ଘ ଓ ବିଭିନ୍ନ ସଂଗଠନ ତରଫରୁ ଅଇଁଠା ପାଲି ସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରାଯାଇଛି | ସାଧାରଣ ଭାବେ ପ୍ରି ପେଡ ମିଟର, ଏଵେ ଯେଭଳି ଭାବରେ ଟାଟା ପାୱାର ଜୋର ଜବରଦସ୍ତ ବକେୟା ଇଲେକଟ୍ରିକ ବିଲ ଟଙ୍କା ଅସୁଲ କରୁଛି, ଘନ ଘନ ବିଦ୍ୟୁତ କାଟ କରାଯାଉଛି ଓ ସ୍ଥାନୀୟ ନିଯୁକ୍ତି ଦାବୀ କୁ ନେଇ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରା ଯାଇଛି ।

ପ୍ରତ୍ୟେକ ସଂଗଠନ ର ନାଗରିକ ମାନେ ଆଜି ଟାଟା ପାୱାର କାର୍ଯ୍ୟାଳୟ ରେ ପହଂଚିବା ସହ ଦାବୀ ଗୁଡିକୁ ନେଇ ସ୍ଲୋଗାନ ଦେବା ସହ ଟାଟା ପାୱାର ର ମନମୁଖୀ କାର୍ଯ୍ୟ କୁ ବିରୋଧ କରିଥିଲେ । ତୁରନ୍ତ ଏ ସବୁ ସମସ୍ୟାର ସମାଧାନ ପାଇଁ ଟାଟା ପାୱାର କୁ ଦାବିପତ୍ର ଦେଇଥିବା ବେଳେ ଏ ବାବଦରେ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇଦିଆଯିବ ବୋଲି କହିଥିଲେ ଅଇଁଠା ପାଲି ଟାଟା ପାୱାର ର ବିଭାଗୀୟ ଯନ୍ତ୍ରୀ ।

Related Post

ଦୀର୍ଘ ଚାଳିଶ ବର୍ଷ ଅପେକ୍ଷା ପରେ ନୂତନ ବସଷ୍ଟାଣ୍ଡ ର ଭୂମି ପୂଜା

Posted by - December 17, 2021 0
ମାଥିଲି:(ଅବଦୁଲ ଗନି) ତା 16/12/21ରିଖ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକ ରେ ନୂତନ ବସଷ୍ଟାଣ୍ଡ ନିର୍ମାଣ ହୋଇ ଥିବା ସ୍ଥଳେ ମାଥିଲି ଠାରେ ବସଷ୍ଟାଣ୍ଡ ନ ଥିବାରୁ…

ଐତିହାସିକ ସ୍ଥଳି ଉନ୍ନତି ଦାବି

Posted by - January 11, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)ସୋନପୁର ସହରର ସଚେତନ ନାଗରିକ ଙ୍କୁ ନେଇ ସିତାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ…

ବରୀ ପୂଜ୍ୟପୂଜା ପରିଷଦର ଶ୍ରଦ୍ଧାଜଂଳି ସଭା

Posted by - January 19, 2021 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି )ବରୀ ବ୍ଲକ ଅନ୍ତର୍ଗତ ବାଗଦା ସ୍ଥିତ ଗୋପବନ୍ଧୁ ରମାଦେବୀ ଆଶ୍ରମଠାରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି ପ୍ରକାଶ ରାଓଙ୍କ ପରଲୋକରେ  ବରୀ ପୂଜ୍ୟପୂଜା…

ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ ମୃତ

Posted by - October 6, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୋୖଦ୍ଧ ଜ଼ୀଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ଜବଲପୁର ଗ୍ରାମରେ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିବା…

ବାରିପଦା ରେ ରାବଣ ପୋଡି ଉତ୍ସବ

Posted by - October 9, 2019 0
ମୟୁରଭଞ୍ଜବା:ରିପଦା ସ୍ଥିତ ମଧୁବନ ପଡିଆରେ ଧୁମଧାମରେ ପାଳିତ ହୋଇଯାଇଛି ରାବଣପୋଡି ମହୋତ୍ସବ।  ବାରିପଦା ସହରରେ ଗୋଟିଏ ସ୍ଥାନରେ ଏହି ରାବଣପୋଡି ମହୋତ୍ସବ ହେଉଥିବାରୁ ଏଠାରେ ନାହିଁ ନଥିବା…