Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ଶ୍ରୀ ଶ୍ରୀ ମଝୀଘରିଆଣି ମନ୍ଦିରରେ ବାଲିଯାତ୍ରାର ଉଜ୍ଜାପନ

33 0

ମୁନିଗୁଡା:(ରମାକାନ୍ତ ପଡାଲ)ସନ୍ଧ୍ୟା ୦୬ ଘଣ୍ଟା ସମୟରେ ରାୟଗଡା ଅଧିଷ୍ଟାତ୍ରି ଦେବୀ ଶ୍ରୀ ଶ୍ରୀ ମା ମଝିଘରିଆଣି ମନ୍ଦିରରେ ବାଲି ଯାତ୍ରା ଉଜ୍ୟାପାନ କରାଯାଇ ଥିଲା। ପ୍ରଥମ ଦିନ ଝଂଜ୍ୟାବତୀ ନଦୀ ତିରରୁ ପୂଜା ପାଠ କରି ବାଲି ଯାତ୍ରା ପାଇଁ ପୂଜକ ମାନେ ବାଲି ମନ୍ଦିର ପରିସରକୁ ଆଣି ଥିଲେ ।

ଦ୍ଵିତୀୟ ଦିନ ଉକ୍ତ ବାଲିରେ ନବ ଧାନ୍ୟ ବା ନଅ ପ୍ରକାର ଶସ୍ୟ ମଞ୍ଜି ବିଛନ୍ତି। ଆଠ ଦିନ ପର୍ଯ୍ୟନ୍ତ ଉକ୍ତ ଶସ୍ୟ ମଞ୍ଜି ଗୁଡ଼ିକ ବିନା ପାଣିରେ ଝୁଣା ଓ ପୂଜା ଅର୍ଚ୍ଚନା କରିବା ପରେ ଶସ୍ୟ ଅମଳ ହୋଇଥାଏ। ଯେଉଁ ଶସ୍ୟ ଅମଳ ଭଲ ହୁଏ ସେହି ଶସ୍ୟ ଏହି ବର୍ଷ ସବୁଠାରୁ ଅଧିକ ଫସଳ ହୋଇ ଥାଏ।

ଏହା ମାନ୍ୟତା ଅନାଦି କାଳ ରୁ ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥାଏ। ଆଜି ଶେଷ ଦିନ ବା ନବମୀ ଦିନ ଠାକୁରାଣୀଙ୍କୁ ପାରମ୍ପରିକ ପୂଜା ବିଧିବିଧାନ ରେ ସନ୍ତୋଷ କରି, ପୂଜକ ମା ମାଝୀ ଘରିଆଣିଙ୍କ ଅନୁମତି ନେଇ ପୂଜକ ବେଲ କଣ୍ଟା ଦୋଳିରେ ଝୁଲନ୍ତି ଓ ଜଳନ୍ତା ଅଙ୍ଗାରରେ ଖାଲି ପାଦରେ ଚାଲି ଚାଲି ଆସି ଶସ୍ୟ ପୂଜା ଅର୍ଚ୍ଚନା କରନ୍ତି। ଭକ୍ତି ଭାବରେ ପୂଜା ପାଠ କରି ଆଜିର ନବମୀ ଦିନ ବାଲିଯାତ୍ରା ପୂଜା ଉଜ୍ୟାପନ ହୋଇ ଥିଲା ।

Related Post

ଯାଜପୁର ଜିଲାସ୍କୁଲ ପରିସରରେ କାଳିଦାସଙ୍କ ଜୟନ୍ତୀ ପାଳିତ ।

Posted by - November 28, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲାସ୍କୁଲ ପରିସରରେ କୋଭିଡ ନିୟମ ପାଳନ କରି କାଳିଦାସ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ,ଯାଜପୁର ଜିଲା ମାଧ୍ୟମିକ ସଂସ୍କୃତ ଶିକ୍ଷକ ସଂଘ ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ପଣ୍ଡିତ ଭୁପତି ଭୁଷଣ ମିଶ୍ର ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇ କାଳିଦାସଙ୍କ ପାଣ୍ଡିତ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସଂସ୍କୃତ ଭାଷାରେ ରହିଥିବା ଦକ୍ଷତାକୁ ଉପସ୍ଥିତ ଅତିଥି ମାନେ ପ୍ରଶଂସା କରିଥିଲେ ।

ମର୍ମନ୍ତୁଦ ଦୁର୍ଘଟଣା, ହାଇଭା ସହ ଇନୋଭା ମୁହାଁମୁହିଁ ଧକ୍କା, ୧ ମୃତ ୭ ଗୁରୁତର

Posted by - July 1, 2020 13
ବଡ଼ବିଲ:(ସୀତାରାମ ଦୀକ୍ଷିତ)ଏନ ଏଚ୍ ୫୨୦ ନାରଦପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇଭା ସହ ଇନୋଭା ମୁହାଁମୁହିଁ ଧକ୍କା। ଇନୋଭା ଗାଡ଼ି ଭିତରେ ଚାପିହୋଇ ଡ୍ରାଇଭର ମୃତ…

ହରିଣକୁ କେନାଲ ପାଣିରୁ ଉଦ୍ଧାର କଲେ ଗ୍ରାମବାସୀ

Posted by - April 20, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ନିକଟସ୍ଥ ରେଡେମ କେନାଲ ପାଣି ଭିତରେ ଏକ ହରିଣ ଭାସିଯାଉ ଥିବାର ଦେଖିବାକୁ ମିଳିଥିଲା l…

ମନମୁଣ୍ଡାରେ “ସ୍ଵଚ୍ଛତା ହିଁ ସେବା” କାର୍ଯକ୍ରମ ଅନୁଷ୍ଠିତ

Posted by - September 24, 2022 0
ବୌଦ୍ଧ : (ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ ମନମୁଣ୍ଡା ଗ୍ରାମ ପଞ୍ଚାୟତ ସଭା କକ୍ଷରେ ସରପଞ୍ଚ ରଞ୍ଜୁ ବେହେରା ଙ୍କ ଅଧ୍ୟକ୍ଷତା ରେ “ସ୍ଵଚ୍ଛତା…