ବେଆଇନ କ୍ଲିନିକ ସିଲ ସହ ନକଲି ଡାକ୍ତର ଅଟକ

126 0

ମୁନିଗୁଡା:(ରମାକାନ୍ତ ପଡାଲ)ଲୋକଙ୍କ ସ୍ୱାସ୍ଥ୍ୟ ଓ ଚିକିତ୍ସାକୁ ନେଇ ଏକ୍ସନ ମୋଡ଼ରେ ଜିଲ୍ଲା ପ୍ରଶାସନ। କାଶୀପୁର ପରେ ମୁନିଗୁଡ଼ାରେ ଏକ ବେଆଇନ କ୍ଲିନିକ ସିଲ କରିଛି ପ୍ରଶାସନ। ରାୟଗଡା ଜିଲ୍ଲା ମୁନିଗୁଡା ପୁରୁଣା ବସ ଷ୍ଟାଣ୍ଡ ନିକଟରେ ବେଆଇନ ଭାବେ ଚାଲିଥିବା ଏକ ଘରୋଇ କ୍ଲିନିକ କୁ ସିଲ କରିଛି ପ୍ରଶାସନ।

ଜିଲ୍ଲାପାଳଙ୍କ ନିର୍ଧେସ କ୍ରମେ ମୁନିଗୁଡା ତହସିଲଦାର, ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଓ ଥାନାଅଧିକାରୀ ମିଳିତ ଭାବେ କ୍ଲିନିକ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଡିଗ୍ରୀ ନଥାଇ ବେଆଇନ ଭାବେ କ୍ଲିନିକରେ ଡାକ୍ତର ଏସ ବିଶ୍ୱାସ ବୋଲି ଚିକିତ୍ସା କରୁଥିବା କ୍ଲିନିକକୁ ସିଲ କରିବା ସହ ଡାକ୍ତର ବୋଲାଉଥିବା ସୁବ୍ରତ ବିଶ୍ବାସକୁ ଥାନାରେ ଅଟକ ରଖାଯିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Related Post

ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ଆଉ ୫ ଅଭିଯୁକ୍ତ ଗିରଫ

Posted by - June 5, 2019 68
ବ୍ରହ୍ମପୁର  : ବ୍ରହ୍ମପୁରର କଂଗ୍ରେସ ନେତା ମନୋଜ ଜେନା ହତ୍ୟା ମାମଲାରେ ଧରାପଡ଼ିଲେ ଆଉ ୫ ଜଣ ଅଭିଯୁକ୍ତ। ଏହି ୫ ଜଣଙ୍କୁ ବିଭିନ୍ନ ସ୍ଥାନରୁ ପୁଲିସ…

ଚିନ୍ତା ବଢାଉଛି ଭୁବନେଶ୍ବର,କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୮୬ ହେଲେଣି

Posted by - June 6, 2020 0
ଭୁବନେଶ୍ବର: ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହନ୍ତ ସଟ୍‌ଡାଉନ୍ କଟକଣା ଜାରି ହୋଇଛି। ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ଏହି ସଟ୍‌ଡାଉନ୍ କଟକଣା ରହିବ।…

ତଦନ୍ତରେ କୋହଳ ମନୋଭାବ ପୋଷଣ ପାଇଁ ପୋଲିସ ଏସଆଇ ନିଲମ୍ବିତ

Posted by - January 30, 2020 38
ଅନୁଗୋଳ -(ମହେଶ ଭୋମରାଜ) ଅପରାଧୀ ପ୍ରତି କୋହଳ ମନଭାବ ପୋଲିସ ଏସଆଇ ମହଙ୍ଗା ପଡିଲା । ତଦନ୍ତରେ କୋହଳ ମନୋଭାବ ପୋଷଣ ପାଇଁ ପୋଲିସ ଏସଆଇ ନିଲମ୍ବିତ…

ଜମି ପୁଣି ଖାତାକୁ ଫେରିଲା,ଜାଲିୟାତି କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ?

Posted by - August 10, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଜୁଲାଇ ମାସରେ ଟିଟିଲାଗଡ ଠିକାଦାର ପଡ଼ାର ସଜ୍ଜନ କମାନି ନିଜର ଚାଷ ଜମି ଇନ୍ସୁରାସ ପାଇଁ ଖଜଣା ବୁଝାଇବାକୁ ଯାଇ ଦେଖିବାକୁ ପାଇଲେ…