ରାଜଧାନୀ ଉପକଣ୍ଠ ବାଲି ଯାତ୍ରା ପଡିଆରେ ସୂର୍ଯ୍ୟକିରଣ ଏୟାର ସୋ

41 0

ଉତ୍ତର ଭୁବନେଶ୍ବର :(ସନ୍ତୋଷ ରାଉତ )ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ଲାଗି ୧୪/୧୫ ତାରିଖ ଦୁଇ ଦିନ ଧରି ବାୟୁ ସେନା ପକ୍ଷରୁ ରିହଲ ସେଲ କରାଯାଇ ଥିଲା, ଆଜି ସକାଳ ୧୦ ଟା ବେଳେ ଆରମ୍ଭ ହୋଇଥିଲା ସୂର୍ଯ୍ୟ କିରଣ ଏୟାର ସୋ ।

ଆଜି ୯ ଟି ଲଢ଼ୁଆ ବିମାନ ଆକାଶରେ ଉଡାଣ କରି କୌଶଳ ପ୍ରଦର୍ଶନ କରିବ ଦର୍ଶକ ଏହି ସୋ କୁ ଦେଖି ଖୁବ୍ ମଜା ଉଠାଇ ବେ ଭୁବନେଶ୍ୱର ଉପକଣ୍ଠ ବରୀମୁଣ୍ଡ କୁଆଖାଇ ନଦୀ ପଠା ଆଜି ହଜାର ହଜାର ଲୋକଙ୍କ ଗହଳିରେ ପୁରା ଚଳଚଞ୍ଚଳ ହୋଇଉଠି ଥିଲା ବାୟୁସେନା ଅଧିକାରୀ ପ୍ରଶାସନିକ ଅଧିକାରୀ ମାନେ କିଭଳି ଏହି ସୋ ଭଲ ଭାବେ ସମ୍ପନ୍ନ ହେବ ସେଥି ପାଇଁ ପ୍ରସ୍ତୁତି ।କରିଛନ୍ତି ।

ଏଥି ପାଇଁ ଏୟାରଫୋର୍ସ ର ୧୧ ଟି AN32 ବିମାନ ଆସିଛି ସେଥି ମଧ୍ୟରୁ ୨ଟି ଷ୍ଟାଣ୍ଡ ବାୟ ରହିବ ଅତିଥି ମାନଙ୍କ ବସିବା ପାଇଁ ୧୨ରୁ ୧୩ ଶହ ସିଟ କରାଯାଇଛି । ଜନ ସାଧାରଣଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

Related Post

ଯାଜପୁର ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅବସ୍ଥା ଖରାପ

Posted by - June 2, 2019 0
ବରୀ ୧ା୬- ବରୀବ୍ଲକ ଅଧିନ ଅଲିପୁର ଠାରେ ରହିଛି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଦୀର୍ଘ ୫୦ ବର୍ଷ ତଳୁ ସ୍ଥାପିତ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର…

ଶ୍ରୁତି ମିଶ୍ର ବୌଦ୍ଧ ପାଇଁଁ ଆଣିଛନ୍ତି ଗୌରବ

Posted by - July 20, 2021 0
ବୌଦ୍ଧ:(ଚିତରଞ୍ଜନ ସିଁ )ବୌଦ୍ଧ ସହର ନୂଆସାହି ରିଫ୍ୟୁଜି କଲୋନୀର ଝିଅ ଶ୍ରୁତି ମିଶ୍ର ବୌଦ୍ଧ ପାଇଁଁ ଆଣିଛନ୍ତି ଗୌରବ l ଭୁବନେଶ୍ୱର ସ୍ଥିତ କଲେଜ୍ ଅଫ୍ ଇଞ୍ଜିନିଅରିଂ…

କାଲିଠାରୁ ଖାଇନାହାଁନ୍ତି ପିପିଲି ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀ

Posted by - July 18, 2019 0
ଭୁବନେଶ୍ୱର: ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କଥା ବାଧିବାରୁ କାଲିଠାରୁ ଖାଇ ନାହାନ୍ତି ବୋଲି କହିଲେ ବିଜେଡି ବିଧାୟକ ପ୍ରଦୀପ ମହାରଥୀ। ଆଜି ଏପରି କିଛି ଢଙ୍ଗରେ ନିରଞ୍ଜନ…

ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ

Posted by - February 6, 2019 0
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରେ କେନ୍ଦ୍ର ସଡ଼କ ପରିବହନ ତଥା ଜାହାଜ ଚଳାଚଳ ମନ୍ତ୍ରୀ ନିତିନ ଗଡକରି ୪ଥାକିଆ ତାଳଚେର-କାମାକ୍ଷାନଗର-ଚଣ୍ଡୀଖୋଲ ରାସ୍ତାର ଶିଳାନ୍ୟାସ କରିଛନ୍ତି।ସେ କାମାକ୍ଷାନଗରରେ…

ଗୋପବନ୍ଧୁ ଦାସ ଙ୍କ ୧୪୪ ତମ ଜନ୍ମ ଜୟନ୍ତୀ ପାଳିତ

Posted by - October 11, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରେଙ୍ଗାଲି ରେଲୱେ ଷ୍ଟେସନ ପରିସର ରେ ସ୍ଵାଧୀନ ଏକତା ସଂଗଠନ ରେଙ୍ଗାଲି, ବରିଷ୍ଠ ନାଗରିକ କମିଟି ରେଙ୍ଗାଲି, ଏବଂ ନେହେରୁ ଯୁବ କେନ୍ଦ୍ର ସମ୍ବଲପୁର ମିଳିତ…