Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଫସିଲା ଦେଶୀ ଡଙ୍ଗା, ୨୫ ମୂଲ୍ୟବାନ ଜୀବନ ବଞ୍ଚାଇଲା ୧୦୮ ଆମ୍ବୁଲାନ୍ସ

41 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ର ମରଣଯନ୍ତା ପାଲଟିଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ରେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ୨୫ ମୂଲ୍ୟବାନ ଜୀବନ। ୧୦୮ ଆମ୍ବୁଲାନ୍ସ ର ତ୍ଵରିତ ପଦକ୍ଷେପ ଯୋଗୁଁ ବଞ୍ଚି ଯାଇଛନ୍ତି ୨୫ ଜଣ ଲୋକ।

ସୂଚନା ରୁ ଜଣାଯାଏ ଯେ କଳାହାଣ୍ଡି ଜିଲ୍ଲା ପୁଞ୍ଜମାଳି ଗ୍ରାମର ୨୫ ଜଣ ଗ୍ରାମବାସୀ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଜଳଭଣ୍ଡାର ପାର ହେଉଥିବା ସମୟରେ କୌଣସି କାରଣରୁ ଡଙ୍ଗାଟି ଜଳଭଣ୍ଡାର ମଧ୍ୟରେ ଅଟକି ଯାଇଥିଲା, ଫଳରେ ଡଙ୍ଗାରେ ଥିବା ଲୋକମାନେ ଉଦ୍ଧାର ପାଇଁ ଚିତ୍କାର କରିଥିଲେ।

ଲୋକଙ୍କ ଚିତ୍କାର ଶୁଣି ବାରିଆଘାଟ ଠାରେ ନିୟୋଜିତ ୧୦୮ କର୍ମଚାରୀ ସାରଙ୍ଗ ଗୱାଲା ଜଗାରାଓ, ଡ୍ରାଇଭର ଅଭୟ କୁମାର ଭୋଳ, ଟିପେନ୍ଦ୍ର ସା, ଗୋବିନ୍ଦ ରାଉତ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ମାନଙ୍କୁ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଏତାଦୃଶ ସାହସିକତା ପାଇଁ ବିଭିନ୍ନ ସ୍ତରରୁ ପ୍ରସଂସା ଆସିବାରେ ଲାଗିଛି।

Related Post

ନନ୍ଦନକାନନ ରେ ବାସନ୍ତୀ ହାତୀ ଅସୁସ୍ଥ

Posted by - August 26, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ନନ୍ଦନକାନନ ପ୍ରାଣୀଉଦ୍ୟାନ ରେ ବାସନ୍ତୀ ହାତୀ ୟୁରିନାଲ ଇମଫେକ୍ସନ ରେ ଅସୁସ୍ଥ. ପରିସ୍ରା ରେ ଲଗାରର ପଡୁଛି ରକ୍ତ.୧୯୮୫ମସିହା ରେ ଜନ୍ତ୍ ଅଦଳ ବଦଳ ପ୍ରକ୍ରିୟା…

ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଦନ୍ତା ହାତୀ ମୃତ

Posted by - March 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବନାଂଚଳ ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଦନ୍ତା ହାତୀ ମୃତ । ଏକ ବିଲରୁ ହାତୀର ମୃତ…

ଜାଣନ୍ତୁ କ’ଣ ଏହି ଧାରା ୩୭୦

Posted by - August 5, 2019 108
ନୂଆଦିଲ୍ଲୀ: କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ହେବ ବୋଲି ରାଜ୍ୟସଭାରେ ପ୍ରସ୍ତାବ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଅନୁଛେଦ ୩୭୦…

ବଠର୍ଲା,ଝଲପ, ତୁରେକେଲା, ଦେଢ଼ଗାଁ ଠାରେ ବଡ଼ଦିନପର୍ବ ପାଳିତ

Posted by - December 25, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅନ୍ତର୍ଗତ ଗନ୍ଧର୍ଲାପଞ୍ଚାୟ ତବଠର୍ଲାଖ୍ରୀଷ୍ଟେ ପଡ଼ାଠାରେଖ୍ରୀଷ୍ଟ ଧର୍ମ।ବଲମ୍ବି ସମାଜ ପକ୍ଷୀରୁବଡ଼ ଦିନ ପର୍ବପାଲିତ ହୋଇଯାଇଛି। ଏଅବସରରେମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ…

କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରେ ଖଣିଜ ଚୋରା କାରବାର

Posted by - June 30, 2021 0
ଯୋଡା : ଲୁହାପଥରର ମୂଲ୍ୟ ବଢ଼ିବାରେ ଲାଗିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୫ଗୁଣା ବୃଦ୍ଧି ଘଟି ଟନ୍‌ ପିଛା ସର୍ବନିମ୍ନ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା…