ସେବାପକ୍ଷ ପାଳନ ପାଇଁ ମହୁରୁଣ୍ଡି ରେ ବିଜେପି ରପ୍ରସ୍ତୁତି ବୈଠକ

37 0

ଖପ୍ରାଖୋଲ: ୧୫/୯(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଠାରେ ବିଜେପି ତରଫରୁ ସେବା ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ବୈଠକ ରେ ସାଂସଦ ପ୍ରତିନିଧି ପ୍ରବୀଣ ଅଗ୍ରୱାଲ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ରୂପେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଶ୍ରୀବତ୍ସ ବେହେରା, ସମ୍ମାନିତ ଅତିଥିରୂପେ ଜୋନ ସଭାପତି ଶସି ପୁଝାରୀ, ଦେବକାନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

ଆଗାମୀ ୧୭ ତାରିଖ ରୁ ଅକ୍ଟୋବର ୨ ତାରିଖ ଯାଏଁ ହେବାକୁ ଥିବା ସେବାପକ୍ଷ ପାଳନ ଉପରେ ଆଲୋକପାତ କରିବା ସହ ରକ୍ତଦାନ ଶିବିର, ଅଗ୍ରଲେଖ, ବୁଦ୍ଧିଜୀବୀ ସମ୍ମିଳନୀ, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର, ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ, ଜଳ ସଂରକ୍ଷଣ, କୁତ୍ରିମ ଅଙ୍ଗ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ପାଳନ ଉପରେ ଆଲୋଚନା ହୋଇଥିଲା l ବୈଠକରେ ଉପେନ୍ଦ୍ର ଭୋଇ, ଉମାକାନ୍ତ ପଧାନ, ସୁଦାମ ପଧାନ, ଦେବାନନ୍ଦ ଭୋଇ, କାଶୀନାଥ ମେହେର, କର୍ଣ୍ଣସିଂ ଠାକୁର, ସତ୍ୟାନନ୍ଦ ସେନ୍ଦ୍ରିଆ ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ l

Related Post

ବିଜେପି ର ମିଶ୍ରଣ ପର୍ବ

Posted by - September 3, 2021 0
ସିମୁଳିଆ/ବାଲେଶ୍ଵର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ଅବ ଜଣା ପଞ୍ଚାୟତ ବର ପଡିଆ ଠାରେ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠି ଙ୍କ ଉପସ୍ଥିତି ରେ ପୂର୍ବ…

ଶେଷ ହେଲା ନାମାଙ୍କନ ପ୍ରକ୍ରିୟା,ଖପ୍ରାଖୋଲ ବ୍ଲକ ରେ ବିଭିନ୍ନ ପଦବୀ ପାଇଁ ୬୮୩ ନାମାଙ୍କନ ପତ୍ର ଦାଖଲ

Posted by - January 21, 2022 0
ଖପ୍ରାଖୋଲ:(ତାପସ ରଂଜନ ବେହେରା) ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଖପ୍ରାଖୋଲ ବ୍ଲକ ରେ ନାମାଙ୍କନ ପ୍ରକ୍ରିୟା ଶୁକ୍ରବାର ଶେଷ ଦିନ ଥିଲା। ଗତ ୧୭ ତାରିଖ ରୁ…

ବନ୍ଦ ପରିବର୍ତ୍ତେ ସମ୍ବଲପୁର ଜିଲ୍ଲା କଂଗ୍ରେସ କଲା ଡିଆଇଜି ଅଫିସ ଆଗରେ ବିକ୍ଷୋଭ

Posted by - November 12, 2021 0
(ରମାକାନ୍ତ ବିଶ୍ବାଳ)ଓଡିଶା କଂଗ୍ରେସର ୬ ଘଣ୍ଟିଆ ବନ୍ଦ କୁ ହାଇକୋର୍ଟ ରୋକ ଲଗାଇବା ପରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି କରିଛି ସମ୍ବଲପୁର ଡିଆଇଜି ଅଫିସ ଆଗରେ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ ଦେଇଛି ବିଜେଡି

Posted by - February 4, 2019 0
ଗତକାଲି ସିବିଆଇ ଯେଭଳି ଭାବେ କୋଲକାତା ପୁଲିସ କମିସନରଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରିଥିଲା, ତାହା ଠିକ ନୁହେଁ। ସିବିଆଇ ଏକ ରାଜନୈତିକ ଅସ୍ତ୍ର ପାଲଟି ଯାଇଛି।…

ବହୁ ଚର୍ଚ୍ଚିତ ମମିତା ହତ୍ୟା ଘଟଣାରେ ଗୃହମନ୍ତ୍ରୀ ଙ୍କ ଇସ୍ତଫା ଦାବି କରି ବିଜେପି ର କୋକସରା ଥାନା ଘେରାଉ

Posted by - November 3, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କଳାହାଣ୍ଡି ଜିଲ୍ଲା ମହାଳିଙ୍ଗ ସନ ସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣା ର…