ଫୋଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ

55 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଫଟୋଗ୍ରାଫର୍ସ ଆସୋସିଏସନ ପକ୍ଷରୁ ସ୍ଥାନୀୟ ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷରେ ଏକ ଫୋଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ସଂଘର ସମ୍ପାଦକ ପ୍ରଭୁଦତ୍ତ ସାହୁଙ୍କ ସଭାପତିତ୍ୱରେ ନିକନ କମ୍ପାନୀର ଡେପୁଟି ମ୍ୟାନେଜର ଦେବେଶ ମାଝି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଗ୍ରାମାଞ୍ଚଳରେ ଥିବା ଫଟୋଗ୍ରାଫରଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି କର୍ମଶାଳାର ଆୟୋଜନ କରାଯାଇଛି। ଏଥିରେ ନିକନ କମ୍ପାନୀ ପକ୍ଷରୁ ସୁଶୀଲ ନନ୍ଦଙ୍କ ନେତୃତ୍ବରେ ଟ୍ରେନର ସନ୍ତୋଷ କୁମାର ବେଜ ଆସି ଫୋଟୋଗ୍ରାଫି ଟ୍ରେନିଂ ପ୍ରଦାନ କରିଥିଲେ।

Related Post

ଉତ୍ସର୍ଗ’ ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ରବିବାର ସଂନ୍ଧ୍ୟାରେ ଅସହାୟଙ୍କୁ ଖାଦ୍ୟ ବଂଟନ

Posted by - August 15, 2021 0
ବୌଦ୍ଧ :(ଚିତ୍ତରଂଜନସିଂ) ବୌଦ୍ଧ ସହରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ଆଗାମୀ ଦିନରେ ‘ଅମୂଲ୍ୟ ଆହାର’ ଯୋଜନାକୁ ବ୍ୟାପକ କରାଯିବା ସହ ପ୍ରତ୍ୟେକ ରବିବାର ସଂନ୍ଧ୍ୟାରେ ଅସହାୟଙ୍କୁ…

ନବରଙ୍ଗପୁର ୧୬ ନଂ ୱାର୍ଡ ର କାଉସିଲର ଅମିତ ପ୍ରଧାନ ଙ୍କ ନିଆରା କାର୍ଯ୍ୟ

Posted by - June 11, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ସାରା ଭାରତରେ ସ୍ୱଚ୍ଚ ଭାରତ ଅଭିଯାନ କୁ ଆଗେଇ ଚାଲିଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଦର୍ଶ ନିତିରେ…

୪ଟି ଜିଲାର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରତିଭା ଚୟନ ଶିବିର

Posted by - July 16, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ସନ୍ତରଣ କମ୍ପ୍ଲେକ୍ସରେ ୪ଟି ଜିଲାର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଭା ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସନ୍ତରଣ କ୍ଷେତ୍ରରେ…