Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଅନୁଗୁଳ ରେ ଜମୁଛି ଦେବୀ ଦୁର୍ଗା ଙ୍କ ପୂଜା

278 0

ଅନୁଗୁଳ:(ମହେଶ ଭୋମରାଜ)ଅପରାହ୍ନ ରେ ପ୍ରବଳ ବର୍ଷା ¡ହେଲେ ସନ୍ଧ୍ୟାରେ ପୂଜା ମଣ୍ଡପ ରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ .ଶାରଦୀୟ ଦୁର୍ଗାପୂଜା ପାଇଁ ଶିଳ୍ପ ନଗରୀ ଅନଗୁଳ ରେ ବ୍ୟାପକ ଆୟୋଜନ ହୋଇଛି .ଚଳିତ ବର୍ଷ ହୁଲୁସିଂହା ,ଗାନ୍ଧି ଛକ ,ହେମସୁରପଡା ,ସିମିଳିପଡ଼ା ,ଶୁଶୁଡା ,ବଜ଼ାର ଦଶହରା ପଢିଆ ,ରାଣୀଗୁଡା ,ଗୀତାଗ୍ରମ ଆଦି ପୂଜା ମଣ୍ଡପ ମା ଦୁର୍ଗା ଙ୍କ ର ପୂଜା ହେଉଚ୍ଛି .ତିଆରି ହୋଇଛି ଆକର୍ଷଣ ତୋରଣ .

ଦଶହରା ପଢିଆ ରେ ମିନା ବଜ଼ାର ଭି ପଢିଛି .ଶ୍ରଦ୍ଧାଳୁ ସନ୍ଧ୍ୟା ୭ଟା ପରେ ମଣ୍ଡପ ଗୁଡିକରେ ମା ଙ୍କ ଦର୍ଶନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ର ବି ମଜା ଉଠାଇ ଥିଲେ .

Related Post

ହଟ୍‌ସ୍ପଟ୍‌ ସାଜିଥିବା ଭୁବନେଶ୍ୱରରୁ ନମୂନା ସଂଗ୍ରହ ପ୍ରକ୍ରିୟା ଆରମ୍ଭ

Posted by - April 18, 2020 0
ଭୁବନେଶ୍ୱର: ରାଜ୍ୟର କରୋନା ହଟସ୍ପଟ୍ ରାଜଧାନୀ ଭୁବନେଶ୍ୱରରେ ୭ଦିନ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ହେବା କଥା ଗତକାଲି ଘୋଷଣା ହେବା ପରେ ଭୁବନେଶ୍ବର ମହାନଗର ନିଗମ…

ବୁର୍ଲା ଭିସୁଟ ଛାତ୍ରଙ୍କୁ ପୁଣି କ୍ଯାମ୍ପସ ବାହାରେ ରାଗିଂ ଅଭିଯୋଗ

Posted by - December 19, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ )ବୁର୍ଲା ଭିସୁଟ ଛାତ୍ରଙ୍କୁ ପୁଣି କ୍ଯାମ୍ପସ ବାହାରେ ରାଗିଂ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ବିଟେକ୍ ପ୍ରଡକ୍ସନ ଇଂଜିନିୟରିଂର ଦ୍ବିତୀୟ ବର୍ଷର ଜଣେ…

ନବରଙ୍ଗପୁର ରେ ବିଜେଡ଼ି ମହିଳା ଓ ଛାତ୍ର ବିଜୁ ଜନତା ଦଳ ତରଫରୁ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

Posted by - November 25, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ଦିନକୁ ଦିନ ଗ୍ୟାସଦର ବୃଦ୍ଧି ପାଇବାରେ ଲାଗିଛି, ଯାହାକି ସାଧାରଣ ଜନତାଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛି, କେନ୍ଦ୍ର ସରକାର ଉଜ୍ଜ୍ୱଳ। ଯୋଜନାକରି ମହିଳା…

ପ୍ରକାଶ ପାଇଲା ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା

Posted by - January 16, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଶନିବାର ଓଡ଼ିଶାର ୧୦୭ ଟି ପୌର ପରିଷଦ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି।ଏନେଇ ନଗର ଉନ୍ନୟନ…

ସମ୍ବଲପୁର ଜିଲ୍ଲା ରେ ଏବେ ଯୋର ଧରିଛି ଦଳଵଦଳ ରାଜନୀତି

Posted by - January 27, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ପଞ୍ଚାୟତ ନିର୍ବାଚନ ର ଚୁଡାନ୍ତ ପ୍ରାଥି ତାଲିକା ପ୍ରକାଶ ହେବା ପରେ ସମ୍ବଲପୁର ରେ ଦଳ ପରିବର୍ତ୍ତନ ରାଜନୀତି ଯୋରଦାର ହୋଇଛି । ସମ୍ବଲପୁର…

Leave a comment

Your email address will not be published.