ଅନୁଗୁଳ:(ମହେଶ ଭୋମରାଜ)ଅପରାହ୍ନ ରେ ପ୍ରବଳ ବର୍ଷା ¡ହେଲେ ସନ୍ଧ୍ୟାରେ ପୂଜା ମଣ୍ଡପ ରେ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ .ଶାରଦୀୟ ଦୁର୍ଗାପୂଜା ପାଇଁ ଶିଳ୍ପ ନଗରୀ ଅନଗୁଳ ରେ ବ୍ୟାପକ ଆୟୋଜନ ହୋଇଛି .ଚଳିତ ବର୍ଷ ହୁଲୁସିଂହା ,ଗାନ୍ଧି ଛକ ,ହେମସୁରପଡା ,ସିମିଳିପଡ଼ା ,ଶୁଶୁଡା ,ବଜ଼ାର ଦଶହରା ପଢିଆ ,ରାଣୀଗୁଡା ,ଗୀତାଗ୍ରମ ଆଦି ପୂଜା ମଣ୍ଡପ ମା ଦୁର୍ଗା ଙ୍କ ର ପୂଜା ହେଉଚ୍ଛି .ତିଆରି ହୋଇଛି ଆକର୍ଷଣ ତୋରଣ .
ଦଶହରା ପଢିଆ ରେ ମିନା ବଜ଼ାର ଭି ପଢିଛି .ଶ୍ରଦ୍ଧାଳୁ ସନ୍ଧ୍ୟା ୭ଟା ପରେ ମଣ୍ଡପ ଗୁଡିକରେ ମା ଙ୍କ ଦର୍ଶନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ର ବି ମଜା ଉଠାଇ ଥିଲେ .