ଭବାନୀପାଟଣାରେ ରାତିଅଧିଆ ଭିଜିଲାନ୍ସ ରେଡ , ସଗଡା଼ ବନବିଭାଗର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ଗିରଫ

53 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଭବାନୀପାଟଣା ରାତିଅଧିଆ ଭିଜିଲାନ୍ସ ରେଡ ସଗଡା଼ ବନବିଭାଗ ର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ୨ଲକ୍ଷ ନେଇ ନିଜ ଗାଁ କୁ ଗଲାବେଳେ ଭବାନୀପାଟଣା ଇରିଗେଶନ ଛକ ଠାରେ କଳାହାଣ୍ଡି ମାଲନକାନଗିରି ଓ କୋରାପୁଟ ଭିଜିଲାନ୍ସ ଟିମ ଖବର ପାଇ ଏକାକାଳୀନ ଚଢ଼ାଉ କରିଥିଲେ । ଫଳରେ ଫରେଷ୍ଟର ମାଝୀଙ୍କ ଠାରୁ ୨ଲକ୍ଷ ଜବତ କରି ଭବାନୀପାଟଣା ଭିଜିଲାନ୍ସ ଅଫିସ କୁ ଆଣି ପଚରା ଉଚରା ଜାରି| ପୂର୍ବରୁ ମଧ୍ୟ ତାଙ୍କ ନାଁ ରେ ବିଭିନ୍ନ ଅଭିଯୋଗ ଥିବା ସୂଚନା ମିଳିଛି ।

Related Post

ଯାଜପୁର ରେ ଉତ୍କଳ ଦିବସ ଓ ଜିଲା ପ୍ରତିଷ୍ଠା ଦିବସ ପାଳିତ ।

Posted by - April 1, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଉତ୍କଳ ଦିବସ। ଭାଷା ଭିତ୍ତିରେ ଆମ ରାଜ୍ୟକୁ ମିଳିଥିଲା ସ୍ୱତନ୍ତ୍ର ମାନ୍ୟତା। ଏଥି ସହିତ ଯାଜପୁର ଜିଲ୍ଲା ମଧ୍ୟ ଗଠିତ ହୋଇଥିଲା। ଏହି…

ରେଙ୍ଗାଲି ବ୍ଲକ ରେ ତୁଷାରପାତ

Posted by - December 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗତ କିଛି ଦିନ ହେଲା ପ୍ରବଳ ଶୀତ ଲହରି ଯୋଗୁଁ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ଥଣ୍ଡା ଯୋଗୁଁ ଅଘୋଷିତ କର୍ଫ୍ୟୁ ଭଳି…

ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ,ଦେଖନ୍ତୁ ପୁରା ଭିଡିଓ

Posted by - June 5, 2020 0
ଅନୁଗୁଳ:(ମହେଶ ଭୋମରାଜ)ସାମ୍ପ୍ରତିକ ପରିସ୍ଥିତିରେ କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ନିମନ୍ତେ ସରକାରଙ୍କ ନିୟମାବଳୀ ଆଧାରରେ ଆଜି ଅନୁଗୋଳ ଶୈଳଶ୍ରୀକ୍ଷେତ୍ରରେ ଶ୍ରୀ ଜୀଉମାନଙ୍କର ସ୍ନାନ ପୂର୍ଣ୍ଣମା ଅନୁଷ୍ଠିତ ହୋଇଯାଇଛି…

ଶୁଣ୍ଢିପଦର ପଂଚାୟତ ରେ ନିର୍ବାଚନୀ ହିଂସା,ଠେଲା,ପଥର ମାଡ ସାଙ୍ଗକୁ ଗୁଳିଚଳନା

Posted by - February 14, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଶୁଣ୍ଢିପଦର ପଂଚାୟତ ରେ ନିର୍ବାଚନୀ ହିଂସା ଉଗ୍ରତର ହୋଇଛି।ସରପଞ୍ଚ ପ୍ରଦୀଦ୍ବନ୍ଦି ଦୁଇ ଗୋଷ୍ଠୀ ପୁଣି ଥରେ ମୁହାଁମୁହିଁ ହୋଇ…