ଆଦିବାସୀ ସଂଘ ତରଫରୁ ଭୂମି ହିନ ମାନଙ୍କୁ ଘର ଡିହ ଯୋଗାଇ ଦେବା ପାଇଁ ତହସିଲଦାର ଙ୍କୁ ଦାବି ପତ୍ର

214 0

ଧର୍ମଗଡ :(ହେମନ୍ତ କୁମାର ମାଝୀ) ବ୍ଲକ ବ୍ରାହ୍ମଣଛେଣ୍ଡିଆ ଗ୍ରାମ ପଂଚାୟତ ର ମେରଘରା ଗ୍ରାମ ର ପ୍ରାୟ ପଚିଶ/ତିରିଶ ଆଦିବାସୀ ଭୂମିହୀନ ପାଇଁ ଧର୍ମଗଡ ତହସିଲଦାର ବରିହା ସାର ପାଖରେ ଧର୍ମଗଡ ବ୍ଲକ ଆଦିବାସୀ ସଙ୍ଘ ତରଫରୁ ଲିଖିତ ଭାବରେ ଦିଆଯାଇଛି l ଦୀର୍ଘ ନ ରୁ ସେମାନେ ସେହି ଗାଁରେ ରହିଆସୁଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ସରକାର ତରଫରୁ କିଛି ସେହି ଭୂମିହିନ ମାନଙ୍କ ପାଇଁ ଯୋଗାଇଦିଆଯାଇ ନାହିଁ l ବର୍ତ୍ତମାନ ପରିସ୍ଥିରେ ସେମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l

ଏହି ପରିପେକ୍ଷୀରେ ଧର୍ମଗଡ ଆଦିବାସୀ ସଙ୍ଘ ତରଫରୁ ରୁ ଯଥା ଶୀଘ୍ର ସେହି ଭୂମିହୀନ ମାନଙ୍କ ପାଇଁ ପଟା ସହିତ ଜମିଚିହ୍ନଟ କରିବା ପାଇଁ ଅନୁରୋଧ କରାଯାଇଛି l ତହସିଲଦାର ମଧ୍ୟ କମ ଦିନ ଭିତରେ ଏହାର ସମାଧାନ କରିବା ବୋଲି ପ୍ରତିଶୃତି ଦେଇଛନ୍ତି l ଉପସ୍ଥିତ ଧର୍ମଗଡ ଆଦିବାସୀ ସଙ୍ଘ ସମ୍ପାଦକ ଶ୍ରୀ ଗୋବର୍ଦ୍ଧନ ଶବର, ଶ୍ୟାମସୁନ୍ଦର ମାଝୀ,ଦୟାନିଧି ମାଝୀ,ମୋହନ ଭୋଇ, ବିଶ୍ଵାମିତ୍ର ମାଝୀ,ନୂତନ ମାଝୀ, ଦୁଦେଲ ଭୋଇ, କୁଶ ମାଝୀ, ଧନଞ୍ଜୟ ଭୋଇ, ନନ୍ଦକିଶୋର ଭୋଇ, ଭଗବାନ ଭୋଇ, କୈଳାଶ ଭୋଇ, ପିତାମ୍ବର ଭୋଇ, କବି ଭୋଇ,ନିରଞ୍ଜନ ଭୋଇ,ନିରାକାର ଭୋଇ,ସନ୍ତୋଷ ଭୋଇ, ସୁଶାନ ଭୋଇ, କାର୍ତିକ ଭୋଇ,ଟଙ୍କଧର ଭୋଇ ଏହି ସମସ୍ତେ ଉପସ୍ଥିତ ଥିଲେ l

Related Post

ଶିଶୁ ସୁରକ୍ଷା ବିଭାଗ ତରଫ ରୁ ଶିଶୁ ମାନଙ୍କ ପାଇଁଏକ ଦିନିକିଆ ପରାମର୍ଶ ଏବଂ ବ୍ୟକ୍ତିତ୍ୱ ବିକାଶ ଶିବିର

Posted by - June 1, 2022 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫ ରୁ ଏକ ଦିନିକିଆ ପରାମର୍ଶ ଏବଂ ବ୍ୟକ୍ତିତ୍ୱ ବିକାଶ…

ଓଡିଶା ପୋଲିସ ମହାନିର୍ଦ୍ଦେଶକ ଙ୍କ ନୂଆପଡା ଜିଲ୍ଲା ଗସ୍ତ

Posted by - November 7, 2021 0
ନୂଆପଡା:(ମେଘନାଦ ନାଏକ)ଆଜି DGP ଅଭୟ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗ୍ରସ୍ତରେ ଆସି ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍ତି । DGP ଅଭୟ ହେଲିକପ୍ଟର ଯୋଗେ…

ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଓ ନିରାକରଣ ପାଇଁ ଟେକ୍ନିକାଲ ଟାସ୍କ ଫୋର୍ସ କମିଟି ବୈଠକ

Posted by - August 21, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଆଜି ସନ୍ଧ୍ୟାରେ ବୌଦ୍ଧ ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ଜିଲ୍ଲା ସ୍ତରୀୟ ମାଲେରିଆ, ଡେଙ୍ଗୁ, ଫାଇଲେରିଆ ଆଦି ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଓ ନିରାକରଣ ପାଇଁ ଜିଲ୍ଲାପାଳଙ୍କ…

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ହେବ ଐତିହ ଗ୍ରାମ: ସମୀକ୍ଷା କଲେ 5- ଟି ସଚିବ

Posted by - April 16, 2022 0
ଭୁବନେଶ୍ୱର:-(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଏପ୍ରିଲ୍…

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର:୫୨ ୟୁନିଟ ରକ୍ତ ସଂଗ୍ରହ

Posted by - October 2, 2021 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ମୁଣ୍ଡାପଡା ପଂଚାୟତ ଅନ୍ତର୍ଗତ କମିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି।ଏହି ରକ୍ତଦାନ…