୮୯ ଦଶମ ବ୍ୟାଚରେ ପଢ଼ୁଥିବା ବନ୍ଧୁଙ୍କ ମାନବିକତା, ଅନ୍ୟ ମାନଙ୍କ ପାଇଁ ପ୍ରେରଣା

29 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)କଥାରେ ଅଛି ଜୀବନରେ ପରିବାର ଲୋକଙ୍କ ପରେ ଯଦି କିଏ ଅସୁବିଧା ସମୟରେ ଛିଡା ହୁଏ ସେ ହେଲେ ନିଜର ବନ୍ଧୁ। ତେବେ ବନ୍ଧୁତାର ପରିଚୟ ଦେଇଛନ୍ତି ଟିଟିଲାଗଡ଼ ୮୯ ବାଳକ ଉଚ୍ଚବିଦ୍ୟାଳୟର ଦଶମ ବ୍ୟାଚ। ତାଙ୍କ ବ୍ୟ।ଚର ଜଣେ ବନ୍ଧୁ ସନ୍ତୋଷ ବାରିକ ଗତ ୧୩.୦୮.୨୦୨୨ ( ଶନିବାର ) ଦିନ ତାଙ୍କର ଦେହାନ୍ତ ହୋଇଥିଲା, ଯେହେତୁ ସନ୍ତୋଷଙ୍କ ଆର୍ଥିକ ସ୍ଥିତି ଭଲ ନ ଥିଲା ସେଥିପାଇଁ ଖବର ପାଇବା ମାତ୍ରେ ସମସ୍ତ ବନ୍ଧୁ ଶୋକାକୁଳ ସହାୟାର୍ଥେ କିଛି ଅର୍ଥ ଦେବାପାଇଁ ସ୍ଥରିକୃତ କରିଥିଲେ ।

ଏହି ବାବଦରେ ସମସ୍ତ ବନ୍ଧୁମାନଙ୍କୁ ଯୋଗାଯୋଗ କରିବା ପରେ ଯିଏ ଯେତେ ପାରିଲା ନିଜ ଆଡୁ ଆର୍ଥିକ ସହାୟତା ସଂଗ୍ରହ କରି ତାଙ୍କ ପରିବାର ହାତରେ ସହଯୋଗର ହାତ ବଢ଼ାଇବା ସହ ତାଙ୍କ ପରିବାରର ସଦସ୍ୟ ମାନଙ୍କ ନିମନ୍ତେ ସରକାରୀ ସ୍ତରରେ ହେଉ କି ବେସରକାରୀ ସ୍ଥରରେ ହେଉ ଯାହା ସମ୍ଭବ ସାହାଯ୍ୟ କରି ହେବ ସେ ଦିଗରେ ସମସ୍ତେ ଚେଷ୍ଟା ଚଳାଇଛନ୍ତି।

ପ୍ରକୃତରେ ବନ୍ଧୁ କେବଳ ନାଚ ଗୀତ, ଖୁଆ ପିଆ ବେଳେ ଯିଏ ଆସେ ସେ ନୁହେଁ ଯିଏ ଅସୁବିଧା ସମୟରେ ଛିଡା ହୁଏ ସେମାନେ ହିଁ ପ୍ରକୃତ ବନ୍ଧୁ। ୮୯ ଦଶମ ବ୍ୟାଚର ଛାତ୍ର ମାନେ ମାନବିକତା, ବନ୍ଧୁତାର ପରିଚୟ ପ୍ରଦାନ କରିଛନ୍ତି। କେବଳ ବ୍ୟ।ଚ ଭୋଜି କଲେ ବନ୍ଧୁତ୍ୱ ସମ୍ପର୍କରେ ବୃଦ୍ଧି ହୁଏନି ବରଂ ଯିଏ ଯାହା ପାରିଲା ଅସୁବିଧା ସମୟରେ ଛିଡା ହେବାକୁ ହିଁ ପ୍ରକୃତ ବନ୍ଧୁ କହିବା।

Related Post

ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଟାରୀ କ୍ଳବ୍ ତରଫରୁ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରଦାନ

Posted by - June 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ହାତକୁ ନେଇ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସହାୟତା ପ୍ରଦାନ କରିବାରେ ଭଞ୍ଜନଗର ରୋଟାରୀ କ୍ଳବ୍ ର ଏକ ସ୍ୱତନ୍ତ୍ର ପରିଚୟ…

ଚୁପଚାପ ଘରେ ଏହି ଜାଗାରେ ଲୁଚାଇ ଦିଅନ୍ତୁ ଏକ ଲବଙ୍ଗ, ପୁଣି ଦେଖନ୍ତୁ ଚମତ୍କାର, ବର୍ଷିବ ମା’ ଲକ୍ଷ୍ମୀଙ୍କ କୃପା

Posted by - August 23, 2020 0
ଦୁନିଆରେ ତ ସମସ୍ତେ ଟଙ୍କା କମାଇବାକୁ ଚାହାଁନ୍ତି କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯିଏ ଚାହାଁନ୍ତି କି ବିନା ପରିଶ୍ରମ କରି ତାଙ୍କୁ ବହୁତ ସାରା…

ମାଟିଲଗ୍ନା ଦ୍ବାରା ଡିଗ୍ରୀ କଲେଜରେ ସଚେତନତା କାର୍ଯ୍ୟକ୍ରମ 

Posted by - December 13, 2021 0
ମାଲକାନଗିରି:(ଅବଦୁଲ ଗନି) ମାଲକାନଗିରି ଜିଲ୍ଲାର ନକ୍ସଲ ଉପଦ୍ରୁତ ଏମ୍ ଭି -୭୯ ଡିଗ୍ରୀ ମହାବିଦ୍ୟାଳୟ ସଭାଗୃହରେ ମାଟିଲଗ୍ନା ସାହିତ୍ଯ ସଂସଦର ଦ୍ବାରା ଶିକ୍ଷାର୍ଥୀ ମାନଙ୍କୁ ନେଇ ଏକ…

ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ବନମୋହତ୍ସବ କାଯ୍ୟକ୍ରମ

Posted by - July 5, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ହରଭଙ୍ଗାବ୍ଲକ ତୁକୁଲୁଣ୍ଡା ୟୁପି ସ୍କୁଲ  ଠାରେ ବୃକ୍ଷ ରୋପଣ କଯ୍ୟକ୍ରମ ଓ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କଯ୍ୟକ୍ରମ ରେ  ବିଭିନ୍ନ କିସମ…