ବେନିୟମ ବାଲି ଭର୍ତ୍ତି ହାଇୱା ଜବତ, ୨ ଲକ୍ଷ ୫0 ହଜାର ଟଙ୍କା ଜୋରିମାନା

32 0

ସୋନପୁର:(ଅଜିତ କୁମାର ପୂଜାହାରୀ) ସୋନପୁର ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ନିର୍ଦେଶରେ ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ସୋନପୁର ଦ୍ୱାରା ଆଜି ସକାଳେ ସୋନପୁର ତହସିଲ ଅନ୍ତର୍ଗତ ଖାରୀ ରାଜସ୍ବ ନିରୀକ୍ଷକ ମଣ୍ଡଳ ବାଲିଟିଗିରି ଠାରେ ଚଢ଼ାଉ କରାଯାଇଛି l ତେବେ ସେଠାରେ ଭାରି ମାତ୍ରାରେ ବେନିୟମ ଗଛିତ ବାଲି ଚୋରା ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ l ବାଲି ଭର୍ତ୍ତି ଟ୍ରାକ୍ଟର ଓ ହାଇୱା କୁଗାଡି ଜବତ କରାଯିବା ସହିତ ଜୋରିମାନା ବାବଦକୁ ୨ ଲକ୍ଷ ୫0 ହଜାର ଟଙ୍କା ଆଦାୟ କରାଯାଇ ଥିବା ସୋନପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି l

 

Related Post

ବାଇକ୍ ଦୁର୍ଘଟଣାରେ ଦୁଇ ମୃତ

Posted by - October 29, 2021 0
କଳାହାଣ୍ଡି 🙁 ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଖଲିଆକାନି ଠାରେ ବାଇକ ଦୁର୍ଘଟଣା ଯୋଗୁଁ ଗତ କାଲି ରାତିରେ ଦୁଇଜଣ ଙ୍କ ମୃତ୍ୟୁ…

ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Posted by - June 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ରାଉତ…

ପ୍ରତାପପୁର ପଞ୍ଚାୟତରେ ବିଜେପିର କର୍ମୀ ସମାବେଶ ଓ ମିଶ୍ରଣ ସଭା ଅନୁଷ୍ଠିତ

Posted by - December 1, 2021 0
ବାଲିଆପାଳ:ବିଜେପି ପ୍ରତାପପୁର ପଞ୍ଚାୟତରେ କର୍ମୀ ସମାବେଶ ଓ ମିଶ୍ରଣ ସଭା ବୁଧବାର ପ୍ରତାପପୁର ଗ୍ରାମର କାର୍ତିକ ପାତ୍ରଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତାପପୁର ପଞ୍ଚାୟତର ସଭାପତି…

ସ୍ୱଚ୍ଛତା ସମ୍ପର୍କିତ ପଥପ୍ରାନ୍ତ ନାଟକ ପରିବେଷିତ

Posted by - January 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପୌରପାଳିକା ପକ୍ଷରୁ  ବିରଜା ମନ୍ଦିର ନିକଟରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ ପାଇଁ ସୁଇଫ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସ୍ୱଚ୍ଛତା ସମ୍ପର୍କିତ ପଥପ୍ରାନ୍ତ…