ଆର୍ଟ ଅଫ ଲିଭିଂ ପକ୍ଷରୁ ମନମୁଣ୍ଡାଠାରେ ହେପିନେସ ଶିବିର ଉଦଘାଟିତ

58 0

ବୌଦ୍ଧ :(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା କଣ୍ଟାମlଳ ବ୍ଲକ ମନମୁଣ୍ଡା RMC ଗେଷ୍ଟ ହାଉସ ଠାରେ ଆର୍ଟ ଅଫ ଲିଭିଂ ପକ୍ଷରୁ୬ ଦିନିଆଁ ଯୋଗ ଶିବିର ଉଦଘାଟିତ ହୋଇଯାଇଛି!ଯୋଗାଗୁରୁ ବାବା ରବିଶଙ୍କରଙ୍କ ତତ୍ଵାବଧାନରେ ଆର୍ଟ ଅଫ ଲିଭିଂ ଭୁବନେଶ୍ୱର ରୁଯୋଗ ଗୁରୁ ରଞ୍ଜନ ସାହୁ, ପ୍ରମିଳା ନାଥ, ଗୀତାଶ୍ରୀ ମହନ୍ତ, ମମତା ମିଶ୍ର ଓ ବରୁଣ ମହନ୍ତ ୫ ଜଣ ତାଲିମ ପ୍ରାପ୍ତ ଯୋଗ ଗୁରୁଙ୍କ ନିୟୋଜିତ କରି ପ୍ରଶିକ୍ଷିତ କରାଇଥିଲେ ! ଏହି ଶିବିରରେ ୨୫ ଜଣ ପ୍ରଶିକ୍ଷିଣ ଗ୍ରହଣ କରିଥିଲେ!ଶିବିରରେ ଯୋଗ, ବ୍ୟାୟାମ ସହିତ ଆଧ୍ୟାତ୍ମିକ ଜ୍ଞାନ ଓ କୌଶଳ ଶିକ୍ଷା ଦିଆଯାଇଥିଲା ! କାର୍ଯ୍ୟକ୍ରମ ରେ ପ୍ରକାଶ ମେହେର କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ!ଏପରି କାର୍ଯ୍ୟକ୍ରମ କୁ ମନମୁଣ୍ଡା ଅଂଚଳ ବାସି ସ୍ୱାଗତ କରିଥିଲେ !

Related Post

ମୁଣ୍ଡିପଦର ହାଇସ୍କୁଲରେ ୩୬ ୟୁନିଟ ରକ୍ତ ସଂଗ୍ରହ

Posted by - September 5, 2021 0
ବୌଦ୍ଧ:୦୪/୦୯( ଚିତରଂଜନ ସିଂ)ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ବୌଦ୍ଧ ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ଓ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ…

SC & ST ଜନସାଧାରଣଙ୍କ ପାଇଁ ବୈାଦ୍ଧ ଜିଲ୍ଲା ରେ ଆଇନ ସେବା ପ୍ରାଧିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - March 16, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ର ଆଇନ ସେବା ପ୍ରାଧିକରଣ,ବୈାଦ୍ଧ ଦ୍ବାରା ଉଚ୍ଚ ପ୍ରାଥମିକବିଦ୍ୟାଳୟ,କମିରା,ମୁଣ୍ଡା ପଡା ପଞ୍ଚାୟତ ଠାରେ SC&ST ମାନଙ୍କ ସୁରକ୍ଷା ପାଇଁ ଥିବା ଆଇନମାନ ଉପରେ…

ମକାଚାଷୀ ମାନଙ୍କ ପାଇଁ ଖୁସି ଖବର ମକାର ସପଳତା ପ୍ରଦଶନକାର୍ଯ୍ୟକ୍ରମ

Posted by - October 19, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ର ଡକ୍ରିବେଡା ଗ୍ରାମ ଠାରେ ନୁଜିବିଡୁ ମକା କମ୍ପାନୀ ତରଫରୁ NMH 1258 ମକାର ସପଳତାର ପ୍ରଦର୍ଶନ…

ନିଖୋଜ ବାପ-ପୁଅଙ୍କ ମୃତଦେହ ଜଳାଶୟରୁ ଉଦ୍ଧାର

Posted by - May 4, 2020 0
ମୟୁରଭଞ୍ଜ:(ସୀତାରାମ ଦୀକ୍ଷିତ) ପୁଣି ସାନ୍ନାକୁଆସିଛି ଏକ ଦୁଃଖଦ ଘଟଣା।ନିଖୋଜ ବାପପୁଅର ମୃତଦେହ ଜଳାଶୟରୁ ଉଦ୍ଧାର।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ତେବେ ଘଟଣା ଅନୁଯାୟୀ…

ଭୀଷଣ ଅଗ୍ନି କାଣ୍ଡ ରେ ଦୁଇ ବଖରା ଘର ଭସ୍ମୀଭୂତ , ଲକ୍ଷାଧିକ ଟଙ୍କା ର ସମ୍ପତି ନଷ୍ଟ।

Posted by - March 15, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାରା ରାଜ୍ୟରେ ପ୍ରବାହିତ ହେଉଛି। ତାର ପ୍ରଭାବ ରେ ଗାଆଁ ଗଣ୍ଡା ରେ ଅଗ୍ନି କାଣ୍ଡ ଘଟିବା ଏକ ନୀତି ଦିନିଆ…