ବିଚାରପତି ସୁବାସ କୁମାର ବିହାରୀ ଙ୍କ ସ୍ମୃତିଚାରଣ ସଭା

77 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କମ ବୟସ ରେ ଆଇନ ବିଷୟରେ ଅନେକ ଅଭିଜ୍ଞତା ହାସଲ କରିଥିଲେ। ବିଶେଷକରି ଡେୱାନି ମାମଲା ର ଜଣେ ସଫଳ ବିଚାରପତି ଭାବେ ବିଶେଷ ନାଁ କରିଥିଲେ। ସମସ୍ତ ଙ୍କୁ ଉଚିତ ନ୍ୟାୟ ଦେଉଥିବା ବିଚାରପତି କାହିଁକି ନିଜ ପାଇଁ ଏଭଳି ଅବିଚାର କଲେ ସେହି ପ୍ରଶ୍ନ ଆଜି ସମସ୍ତ ଙ୍କ ମନରେ ଥିଲା। କଟକ ପୋକସୋ ଅଦାଲତ ବିଚାରପତି ସୁବାସ କୁମାର ବିହାରୀ ଙ୍କ ସ୍ମୃତିଚାରଣ ସଭାରେ ଯୋଗ ଦେଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଭଳି ମତ ଦେଇଛନ୍ତି।

 

ଯାଜପୁର ବ୍ଲକ ଭୁବନେଶ୍ୱର ପୁର ପଂଚାୟତ ଶେଷଦେଵ ବାସନ୍ତି ଉଚ୍ଚ ବିଦ୍ୟାଳୟ ରେ ପ୍ରିୟ ଶିକ୍ଷକ ସୁରେନ୍ଦ୍ର କୁମାର ରାୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସ୍ମୃତିସଭା ରେ ରାଜ୍ୟ ମାନବାଧିକାର କମିଶନ ସଦସ୍ୟ ଅସୀମ ଅମିତାଭ ଦାସ ସିପିଆଏମ ନେତା ସନ୍ତୋଷ ଦାସ  ଙ୍କ ସମେତ ଜିଲା ଓ ଜିଲା ବାହାରୁ ବହୁ ଆଇନଜୀବୀ ,ସହଯୋଗୀସହକର୍ମୀ ଯୋଗ ଦେଇ ତାଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷଦେଵ ବାସନ୍ତୀ ହାଇସ୍କୁଲ ର ପୁରାତନ ଛାତ୍ର ମାନଙ୍କ ପକ୍ଷରୁ ଆୟୋଜିତ ସ୍ମୃତି ସଭାରେ ସ୍ବର୍ଗତ ସୁବାସ ଙ୍କ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Related Post

କିଶୋର ମହାନ୍ତିଙ୍କୁ ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି

Posted by - January 2, 2022 0
ବୌଦ୍ଧ::( ଚିତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ତିଳେଶ୍ୱର ପଂଚାୟତ ବୁରୁବୁଡାସ୍ଥିତ ଆଞ୍ଚଳିକ ବାବା ଗୁପ୍ତେଶ୍ଵର ମନ୍ଦିର ପରିଚାଳନା କମିଟି  ପକ୍ଷରୁ  ରବିବାର ଦିନ  ଝାରସୁଗୁଡା ବିଧାୟକ କିଶୋର…

ନୂଆଁ ରମ୍ପେଲା ହାଇସ୍କୁଲ ରେ ବନ ମହୋତ୍ସବ

Posted by - July 23, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ରେଙ୍ଗାଲି ସ୍ଵାଧୀନ ଏକତା ସଂଗଠନ ପକ୍ଷରୁ ନୂଆଁ ରମ୍ପେଲା ହାଇ ସ୍କୁଲରେ ବନ ମହୋତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ”…

“ମିଶନ ଚାଟଶାଳୀ” ର ପ୍ରେସ ବିଜ୍ଞପ୍ତି

Posted by - August 17, 2021 0
ମାଲକାନଗିରି:(ଅବଦୁଲ ଗନି)କାେଭିଡ ମହାମାରୀ ଯାେଗୁଁ ଦେଶ ତଥା ସାରା ଓଡିଶା ରାଜ୍ୟରେ ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ରହିବା ଦ୍ଵାରା ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ…

ଯାଜପୁର ରେ ଡ଼େଙ୍ଗୁ ମ୍ୟାଲେରିଆ ରୋଗର ସଚେତନତା କାର୍ଯ୍ୟକ୍ରମ

Posted by - July 10, 2019 24
ଯାଜପୁରରେ ଡେଂଗୁ ଓ ମ୍ୟାଲେରୀଆ ରୋଗ ନିରାକରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଜିଲାସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମକୁ ଜିଲା ସୂଚନା…