ଶବ ସଂସ୍କାର ପାଇଁ ଜାଗା ଅଭାବ, କଫିନ୍ ରଖି ପ୍ରତିବାଦ କଲେ ସଂଖ୍ୟାଲଘୁ ସମ୍ପ୍ରଦାୟ

44 0

ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା ଶବ ସଂସ୍କାର ପାଇଁ ମିଲିଲା ନାହିଁ ଜାଗା। ଏହାର ପ୍ରତିବାଦରେ ଉମରକୋଟ ସହର ଡଙ୍ଗରି ସାହି ପାଖରେ ରାଜ୍ଯ ରାଜପଥ ଉପରେ କଫିନ୍ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ମୃତକଙ୍କ ପରିବାର। ସୂଚନା ରୁ ଜଣାଯାଏ ଯେ ଆଜି ସଂଖ୍ୟାଲଘୁ ସମ୍ପ୍ରଦାୟ ଖ୍ରିଷ୍ଟ ଧର୍ମାବଲମ୍ବୀ ଯୁବତୀ ପୁଷ୍ପାଞ୍ଜଳୀ ବାଘ ଙ୍କ ମୃତ୍ୟୁ ହେବାରୁ ପରିବାର ଲୋକେ ଡଙ୍ଗରି ସାହି ଶ୍ମସାନ ରେ କବର ଦେବାକୁ ଚାହିଁବାରୁ ଏ ସମ୍ପର୍କରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଶ୍ମସାନରେ କବର ଦେବାପାଇଁ ଅନ୍ୟ ଏକ ସମ୍ପ୍ରଦାୟ ପ୍ରତିବାଦ କରିବାରୁ ମୃତକର ପରିବାର ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ଉମରକୋଟ ପୋଲିସ ଓ ତହସିଲଦାର ପହଞ୍ଚି ଆଲୋଚନା କରୁଥିଲେ ହେଁ ନିଷ୍ପତି ହୋଇପାରି ନାହିଁ। ଅନ୍ୟପକ୍ଷରେ ଧର୍ମଆନ୍ତରିତ ସଂଖ୍ୟାଲଘୁ ଙ୍କ ପାଇଁ ଏକ ସ୍ଵତନ୍ତ୍ର ଶ୍ମଶାନ ର ଆବଶ୍ୟକତା ରହିଛି ବୋଲି ସଂଖ୍ୟାଲଘୁ ସମ୍ପାଦକ ଗୌରବ କାଉଁରି ପ୍ରକାଶ କରିଛନ୍ତି।

Related Post

ପୁଣି ସମୟ ବଦଳାଇଲେ ଯାଜପୁର ଜିଲ୍ଲାପାଳ,କାର୍ଯ୍ୟରେ ଅବହେଳା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ

Posted by - March 30, 2020 15
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଲକଡାଉନ କୁ ସପଂଳ କରିବା ପାଇଁ ପୁରା ଦମରେ ଲାଗିଛି ଯାଜପୁର ଜିଲା ପ୍ରଶାସନ । ଏହି ସମୟରେ କାର୍ଯ୍ୟରେ ଅବହେଳା ପାଇଁ କଠୋର…

ଜୀବନ ପାଇଁ ଜୀବିକାକୁ ବଞ୍ଚାଇ ରଖିବାକୁ ପଡ଼ିବ: ସୁବ୍ରତ୍ ବାଗ୍‌ଚୀ

Posted by - June 6, 2020 0
ଭୁବନେଶ୍ୱର: ଜୁନ୍ ମାସ ହିଁ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ। ଏଇ ଘାଟି ପାରିହେଲେ ବିପଦ ଟଳିବ। ଆଜି ଏପରି କଥା କହି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି କୋଭିଡ୍…

ପ୍ରଦୂଷଣ ଯୋଗୁଁ ମହିଳାଙ୍କ ମୃତ୍ଯୁ ଅଭିଯୋଗ କରି ବେଦାନ୍ତ ସମ୍ମୁଖ ରେ ଶବ ରଖି ବିକ୍ଷୋଭ

Posted by - October 16, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ /ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଅଧିନସ୍ଥ ବସନ୍ତପଡା ଗ୍ରାମର ହରି ମାଝୀ ମାଁ ଙ୍କ ମୃତ୍ୟୁ କୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖା…

ଅନ୍‌ଲକ ୫.୦: ଲକ୍‌ଡାଉନ୍‌ ଲଗାଇବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟରୁ ଅନୁମତି ଲୋଡା

Posted by - October 1, 2020 0
ଭୁବନେଶ୍ବର :ଅକ୍ଟୋବର ପହିଲାରୁ ଦେଶରେ ଅନଲକ୍-୫ ନେଇ କେନ୍ଦ୍ର ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏଥିପାଇଁ ଗାଇଡ୍ ଲାଇନ୍ ଜାରି…

ଯାଜପୁର କୁଆଖିଆ ଥାନା ହରିପୁର ବଜାର ରେ ଗୁଳି କାଣ୍ଡ

Posted by - December 4, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର କୁଆଖିଆ ଥାନା ହରିପୁର ବଜାର ରେ ଥିବା ସୁନା ଦୋକାନୀଙ୍କୁ ଆକ୍ରମଣ କରି ଅଳଙ୍କାର ଲୁଟ ଉଦ୍ୟମ ବିଫଳ,ଦୁର୍ବୁର୍ତ୍ତ ଙ୍କ…