ସୋନପୁର ସହରରେ ଜବର୍ ଦଖଲ ଉଚ୍ଛେଦ

45 0

ସୋନପୁର :(ଅଜିତ କୁମାର ପୂଜାହାରୀ) ସୋନପୁର ସହରର ନଳିନୀଛକ ୫୭ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଅତ୍ୟାଧୁନିକ ମାର୍କେଟ କମ୍ପେକ୍ସ ନିର୍ମାଣ ସକାଶେ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି l ଆଜି ପ୍ରଥମ ଦିନରେ ଜେସିବି ମେସିନ ସହାୟତାରେ ନଳିନୀଛକ ପାଖରେ ଥିବା ବେସରକାରୀ ଷ୍ଟଲ୍ ଓ ଘର ଭଙ୍ଗା ଯାଇଛି l ଜବରଦଖଲ ଉଚ୍ଛେଦ ବେଳେ ସୋନପୁର ସଦର ତହସିଲଦାର, ରାଜସ୍ବ ନିରିକ୍ଷକ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବର ଦଖଳ ଉଚ୍ଛେଦ କରାଯଇଛି l ଆଇନ ଶୃଙ୍ଖଳା ଦୂଷ୍ଟିରୁ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି l ତେବେ ଆଗକୁ ଏହି ଜବର ଦଖଲ ଅଭିଯାନ ଆହୁରୀ ଜାରି ରହିବ ବୋଲି ସଦର ତହସିଲଦାର କହିଛନ୍ତି ।

Related Post

ବରକାନି ଠାରେ୭୨ତମ ସମ୍ବିଧାନଦିବସ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

Posted by - November 27, 2021 0
ବଙ୍ଗୋମୁଣ୍ଡା 🙁 ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକଅନ୍ତର୍ଗତ ଗନ୍ଧର୍ଲା ପଞ୍ଚାୟତ ବରକାନି ଗାଁ ଠାରେ ଜିନ୍ଦାବାଦ ସଂଗଠନ ପକ୍ଷରୁ ୭୨ ତମ ସମ୍ବିଧାନ ଦିବସ ପାଳନ…

ବିଝାଂରପୁର ରେ ତୃତୀୟ ଦିନ ଲଗଡ଼ାଉନରେ ଯାଜପୁର ଉପ ଜିଲାପାଳ

Posted by - July 20, 2020 0
ବିଝାଂରପୁର:(ଗୁଲସାହାନୱାଜ ଅଲି ଖାଁ) ବ୍ଳକରେ ତୃତୀୟ ଦିନ ଲଗଡ଼ାଉନରେ ଯାଜପୁର ଉପ ଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର  ଅସ୍ମୀତା ଦାସ, ବିଡ଼ିଓ ମୀନତି ଜଗଦେବ ବିଝାଂରପୁର,…

ସ୍ବର୍ଗତ କୁନ୍ଦୁରୁ କୁଶଳ ଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

Posted by - November 9, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାର ପୂର୍ବତନ ବିଧାୟକ କୁନ୍ଦୁରୁ କୁଶଲଙ୍କ ୧୪ ତମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି l କୁଞ୍ଜ ହୋଟେଲ ସମ୍ମୁଖ ରେ ରହିଥିବା…

କଲମପୁରରେ କାଳ ବୈଶାଖୀ, ଗଛ ପଡି ଭାଙ୍ଗିଲା ଘର

Posted by - May 30, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର କେତେକ ସ୍ଥାନରେ ଦେଖାଦେଇଛି କାଳ ବୈଶାଖୀ। ଏହାର ପ୍ରଭାବରେ ଏକ ଗଛ ପଡି ଘର…

ଜିଲାର ଦୁଇଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପାଇଁ ଡାଏଟ(ଖାଦ୍ୟ) ଯୋଜନାର ଶୁଭାରମ୍ଭ

Posted by - August 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ରୋଗୀମାନଙ୍କ ପାଇଁ ବିଶ୍ୱ ଭୈରବୀ ମାତା ମହିଳା ସହାୟକ ସଂଘ ଦ୍ୱାରା ରୋଗୀମାନଙ୍କ ପାଇଁ ଖାଦ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି…