ମନ୍ଦିର ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟ

43 0

ସୋନପୁର :(ଅଜିତ କୁମାର ପୂଜାହାରୀ) ମନ୍ଦିର ଦାନ ବାକ୍ସ ଭାଙ୍ଗି ଲୁଟି ନେଲେ ଟଙ୍କା । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନା ଅନ୍ତର୍ଗତ ଦେୱାନପାଲି ଗାଁ ନିକଟରେ ଥିବା ଖୁଣ୍ଟଲା ଦର୍ହ ଗୁପ୍ତେଶ୍ୱର ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ସେଥିରେ ଥିବା ଟଙ୍କାକୁ ଲୁଟିନେଇଥିବା ଅଭିଯୋଗ ହୋଇଛି । ସକାଳୁ ଜଣେ ଭକ୍ତ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ବେଳେ ଦାନ ବାକ୍ସ ଭାଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ ।

ଏନେଇ ମନ୍ଦିର କମିଟିକୁ ସେ ସୁଚନା ଦେଇଥିଲେ । କମିଟି ସଭାପତି ବାକ୍ସ ଖୋଲି ଦେଖିଲା ବେଳକୁ ଦାନ ବାକ୍ସରେ କୌଣସି ଟଙ୍କା ନଥିଲା । ଏନେଇ ବୀରମହାରାଜପୁର ଥାନା ଅନ୍ତର୍ଗତ ଡ୍ୟାମସାଇଟ ଫାଣ୍ଡିରେ କମିଟି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି ।

 

Related Post

ଗମ୍ଭାରି ଗାଁ ର ଗ୍ରାମ୍ୟ କବି ରତ୍ନ ଚୂଡ଼ାମଣି ପାଣିଗ୍ରାହୀ ଙ୍କ ବିଯୋଗ

Posted by - December 16, 2021 0
ପାଟଣାଗଡ଼ ୧୫/୧୨(ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଗମ୍ଭରି ଗାଁ ର ଅବସର ଶିକ୍ଷକ ତଥା ଗ୍ରାମ୍ୟ କବିରତ୍ନ ଚୂଡ଼ାମଣି ପାଣିଗ୍ରାହି (୭୧) ଙ୍କ…

ଆଜି ସରିବ ଯାଜପୁର ରେ ସଟ ଡାଉନ,ନିୟମ କଡ଼ାକଡ଼ି ପାଳିବାକୁ ନିର୍ଦ୍ଦେଶ

Posted by - April 6, 2020 0
ଭୁବନେଶ୍ବର:କରୋନା ଭାଇରସ୍ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି। ସମଦୂରତ୍ୱ ରକ୍ଷା ପାଇଁ ଜୋର ଦିଆଯାଉଛି।ଯାଜପୁର ଜିଲ୍ଲାର ପ୍ରମୁଖ ସହର, ବ୍ଲକଗୁଡ଼ିକର ସଦର…

ହରଭଙ୍ଗା ବ୍ଲକ ର ବିଭିନ୍ନ ପଂଚାୟତ ରେ ସରପଞ୍ଚ ଙ୍କ ଦାୟିତ୍ୱ ଗ୍ରହଣ

Posted by - March 12, 2022 0
ବୌଦ୍ଧ:(ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଆଜି ବିଭିନ୍ନ ପଂଚୟତ ରେ ନୂତନ ନିର୍ବାଚିତ ହୋଇଥିବା ସରପଞ୍ଚ ମାନେ ପଂଚୟତ କାର୍ଯ୍ୟାଳୟ କୁ ପହଁଚି…

ଜିଲ୍ଲାପାଳଙ୍କ ଜିଲ୍ଲାବାସୀଙ୍କୁ କୃତଜ୍ଞତା

Posted by - September 10, 2020 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାପାଳ ଭାବେ ପ୍ରାୟ ୪ ବର୍ଷ ଜିଲ୍ଲା ପାଇଁ ସେବା କରିବାର ସୁଯୋଗ ପାଇଥିବାରୁ ଜିଲ୍ଲାପାଳ ରଂଜନ କୁମାର ଦାସ…

ଏଆଇଟିୟୁସି ପକ୍ଷରୁ ଗଣଧାରଣା.

Posted by - August 2, 2021 0
ବୌଦ୍ଧ;(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ବହୁବିଦ୍ଧି ସମସ୍ୟା ଯଥା ଝିଅ ବିବାହ ସହାୟତା, ଶିକ୍ଷା ସହାୟତା,ମୃତ୍ୟୁକାଳିନ ସହାୟତା ଅଦି ପ୍ରଦାନ କ୍ଷେତ୍ରରେ ଜିଲ୍ଲା ଶ୍ରମଧିକାରୀଙ୍କ ଟାଳଟୁଳୁ…