ଇନ୍ଦ୍ରାବତି ଜଳ ଭଣ୍ଡାରରେ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର

46 0

ଭବାନିପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)  ଇନ୍ଦ୍ରାବତି ଜଳ ଭଣ୍ଡାର କୁ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଥିବା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଥିବା ଜଣାପଡିଛି l ସୁଚନା ଅନୁସାରେ , କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଗୋପିନାଥ ପୁର ପଞ୍ଚାୟତ ଦୁର୍ଖାଲ ଗାଁ ର ପିତବାସ ନାଏକ (୬୫) ଗତ ମଙ୍ଗଳବାର ସେପ୍ଟେମ୍ବର ୬ ତାରିଖ ଦିନ ଗାଧୋଇବାକୁ ଇନ୍ଦ୍ରାବତି ଜଳ ଭଣ୍ଡାରକୁ ଯାଇ ଆଉ ଘରକୁ ଫେରି ନ ଥିଲେ l ପିତବାସଙ୍କ ପରିବାରର ଲୋକେ ଜଳ ଭଣ୍ଡାରରେ ବୁଡି ଜାଇଥିବା ସନ୍ଦେହ କରି ଥୁଆମୂଳ ରାମପୁର ଥାନାରେ ସୁଚନା ଦେଇଥିଲେ ଏବଂ ପୋଲିସ କର୍ମଚାରି ଓ ଅଗ୍ନିସମ ବିଭାଗ କର୍ମଚାରି ଘଟଣା ସ୍ଥଳ ରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ଆରମ୍ଭ କରିଥିଲେ l

ବହୁ ଖୋଜା ଖୋଜି ପରେ ଆଜି ବୁଧବାର ସେପ୍ଟେମ୍ବର ୭ ତାରିଖ ଦିନ ନିଖୋଜ ପିତବାସଙ୍କ ଶବକୁ ପୋଲିସ ଓ ଅଗ୍ନିସମ ବିଭାଗ କର୍ମଚାରି ଇନ୍ଦ୍ରାବତି ଜଳ ଭଣ୍ଡାରରୁ ଉଦ୍ଧାର କରିବା ସହ ଥୁଆମୂଳ ରାମପୁର ଗୋସ୍ଥି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ବ୍ୟବଚ୍ଛେଦ ପରେ ଥୁଆମୁଲ ରାମପୁର ପୋଲିସ ପିତବାସଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସଙ୍ଗେ ସଙ୍ଗେ ଏକ ଅପମ୍ରୁତ୍ୟୁ ମାମଲା ରୁଜୁକରିଛନ୍ତି l

Related Post

କନ୍ଧ ସମାଜ, ପଞ୍ଚରା ର ତ୍ରିସ୍ତରୀୟ ନିର୍ବାଚନ ରେ ଆସନ ସଂରକ୍ଷଣ ପାଇଁ ଦାବୀ ପତ୍ର ପ୍ରଦାନ

Posted by - January 3, 2022 0
ବୌଦ୍ଧ :(ସମରେଶ  ମିଶ୍ର )ଆଗକୁ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ରାଜ୍ୟ ସରକାରଙ୍କ ଦ୍ୱାରା ଦ୍ୱିତୀୟ ଦଫାରେ ବୌଦ୍ଧ ଜିଲ୍ଲା ପାଇଁ ଜାରୀ କରାଯାଇଥିବା…

ଆଜି ସରିବ ଯାଜପୁର ରେ ସଟ ଡାଉନ,ନିୟମ କଡ଼ାକଡ଼ି ପାଳିବାକୁ ନିର୍ଦ୍ଦେଶ

Posted by - April 6, 2020 0
ଭୁବନେଶ୍ବର:କରୋନା ଭାଇରସ୍ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି। ସମଦୂରତ୍ୱ ରକ୍ଷା ପାଇଁ ଜୋର ଦିଆଯାଉଛି।ଯାଜପୁର ଜିଲ୍ଲାର ପ୍ରମୁଖ ସହର, ବ୍ଲକଗୁଡ଼ିକର ସଦର…

ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶିକ୍ଷକ ପର୍ବ ୨୦୨୧ ପାଳିତ

Posted by - September 7, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) : ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଶିକ୍ଷକ ପର୍ବ ୨୦୨୧ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ସମସ୍ତ…

ବୌଦ୍ଧ ଜିଲ୍ଲା ପ୍ରେସ କ୍ଳବ ତରଫରୁ ଅରିନ୍ଦମଙ୍କ ବିୟୋଗରେ ସୃତିଚାରଣ

Posted by - September 27, 2021 0
ବୌଦ୍ଧ : (ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ପ୍ରେସ କ୍ଲବ ତରଫରୁ ଓ ଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଏକ ସ୍ମୃତିଚାରଣ ସଭା କ୍ଳବ ର…

ବୌଦ୍ଧ ଦିନ ପାଳିତ କରିବା ପାଇଁ ଗର୍ଜନ ସେନା ର ପ୍ରସ୍ତୁତି ବୈଠକ

Posted by - December 25, 2021 0
ବୌଦ୍ଧ;(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ବିରନରସିଂହପୁର ପଞ୍ଚାୟତର ନୂଆପଡା ଡ୍ୟାମ ଠାରେ ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ଆସନ୍ତା 2022ଜାନୁଆରୀ 2ତାରିଖ ବୌଦ୍ଧ ଦିନ…