ହାଟପଦା ପଡ଼ା ୬୨ ତମ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

234 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଆଉ କିଛି ଦିନ ପରେ ଆସୁଚି ଦୁର୍ଗା ପୂଜା। ଏହି ପରିପ୍ରେକ୍ଷିରେ ସହରର ବିଭିନ୍ନ କମିଟି ଦ୍ଵାରା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସେହିଭଳି ହାଟପଦା ପଡ଼ାର ୬୨ତମ ଦୁର୍ଗା ପୂଜା ପାଇଁ ହାଟପଦା ପଡ଼ା ଦୁର୍ଗା ମଣ୍ଡପ ସାମ୍ନାରେ ସଭାର ଆବାହକ ଶ୍ରୀ ଶୁଭ୍ରାଂଶୁ ଦାସଙ୍କ ଆବାହକତ୍ୱରେ ସଭା ପରିଚାଳନା କରିଥିଲେ ସୁବୋଧ ଦାସ।

ଏହି ବର୍ଷ ହାଟପଦା ପଡ଼ା ଦୁର୍ଗା ପୂଜା କିପରି ଜାକଜମକର ସହ ଶୃଙ୍ଖଳାର ସହ ସମ୍ପନ୍ନ ହେବ ସେ ନେଇ ଉପସ୍ଥିତ ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ। ତାପରେ ଏ ବର୍ଷ ପୂଜା ପାଈଁ ନୂତନ କର୍ମକର୍ତା ଚୟନ କରାଯାଇଥିଲା।

ଚଳିତ ବର୍ଷ ପାଇଁ ସଭାପତି ଶ୍ରୀ ସତ୍ୟଜିତ ଷଡ଼ଙ୍ଗୀ, ଉପସଭାପତି ଘୂର୍ଲୁ ବେହେରା ଓ ଦେବେନ ବେହେରା, ସାଧାରଣ ସଂପାଦକ ଅନୁପ ଦାସ, କୋଷାଧ୍ୟକ୍ଷ ଶ୍ରୀ ଲିଙ୍ଗରାଜ ସାହୁ, ସହ ସମ୍ପାଦକ ଅଭିଳାଷ ଦାସ, ସଞ୍ଜିତ ସିନହା, ସୁମନ୍ତ ବେହେରା, ରାକେଶ ଗୋପାଲ ଷଡଙ୍ଗୀଙ୍କୁ ଚୟନ କରାଯାଇଥିବା ବେଳେ ପରିଚାଳନା କମିଟିର ଉପଦେଷ୍ଟା ଭାବେ ଶେଖର ସିନହା, ନୀଳାମ୍ବର ମିଶ୍ର, ତ୍ରିନାଥ ସରାଫ, ବସନ୍ତ ବେହେରା, ସଞ୍ଜୟ ଚନ୍ଦନ, ଶ୍ରୀପତି ସାହୁ ରହିଛନ୍ତି।

Related Post

ବର୍ତ୍ତିଗଲେ ଅନୁଭବ ଓ ପ୍ରତାପ,ଭୁସୁଡି ପଡିଲା ମଞ୍ଚ

Posted by - April 1, 2019 22
ଭୁବନେଶ୍ବର:୩୧/୦୩/ ଅଭିନେତାରୁ ରାଜନେତା ପାଲଟି ଥିବା ଅନୁଭବ ମହାନ୍ତି ଚଳିତ ନିର୍ବାଚନରେ କେନ୍ଦ୍ରାପଡ଼ାରୁ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ଗତଥର ପରାଜୟ ସମ୍ମୁଖୀନ ହୋଇଥିବା ପ୍ରତାପ…

ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରକୁ ବି ଯାଞ୍ଚ କଲା ଫ୍ଲାଇଂ ସ୍କ୍ବାର୍ଡ

Posted by - April 17, 2019 0
ଭୁବନେଶ୍ବର ୧୭।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି । ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କ ହେଲିକାପ୍ଟର ଯାଞ୍ଚ କରିଛନ୍ତି ଇସିଆଇଙ୍କ ଫ୍ଲାଇଂ…

ଜୁନ ୧୭ ଯାଏଁ ବଢ଼ିଲା ଲକଡାଉନ, ସପ୍ତାହାନ୍ତ ସଟଡାଉନ ବି ଜାରି ରହିବ

Posted by - May 30, 2021 0
ଭୁବନେଶ୍ୱର: ପୁଣି ଲକଡାଉନ ବଢ଼ାଇଲେ ରାଜ୍ୟ ସରକାର କରୋନା ସ୍ଥିତି ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି। ଜୁନ ୧ରେ ତାଲାବନ୍ଦ ଅବଧି…

କଂଗ୍ରେସ ଦଳର ବନ୍ଦ ଡ଼ାକରା,ଜନସାଧାରଣ ଙ୍କ ଅଭୂତପୂର୍ବ ସମର୍ଥନ

Posted by - November 13, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ରାଜ୍ୟବ୍ୟାପୀ ମଶାଧିକ କାଳ…

ବିଞ୍ଝାରପୁର ବିଧାୟିକା ତଥା ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଗିରଫ

Posted by - October 2, 2019 0
ସମ୍ୱଲପୁର: ବିଞ୍ଝାରପୁର ବିଧାୟିକା ତଥା ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଗିରଫ। ମୁମ୍ୱାଇ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ଆଜି ଗିରଫ କରିଛି। ଏପରିକି…